Home

୯୦ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ, ମାତ୍ର ୫ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ

ଯଦି ମନରେ ସାହସ ଏବଂ ଉତ୍ସାହ ଥାଏ,ତେବେ ଯେକୌଣସି ବୟସରେ ସଫଳତା ହାସଲ କରିହୁଏ। ନିକଟରେ ଜଣେ ଭିକାରି ୬୦ ବର୍ଷ ବୟସରେ ମଡେଲ ହୋଇ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ। ଠିକ ସେହିପରି ଏବେ ଜଣେ ୯୫ ବର୍ଷୀୟା ବୃଦ୍ଧା…

ଟଳିପାରେ ଯୁଦ୍ଧ ଆଶଙ୍କା

ମସ୍କୋ,୨୧ା୨: ୟୁରୋପ ଉପରୁ ଯୁଦ୍ଧ ଆଶଙ୍କା ଟଳିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ ଆଲୋଚନା କରିବା ପରେ ଶାନ୍ତିର ବାଟ ଫିଟିଛି । ଏହାସହ ଆମେରିକା ରାଷ୍ଟ୍ରପତି…

ପ୍ରେସିଡେଣ୍ଟ୍‌ ଫ୍ଲିଟ୍‌ ରିଭ୍ୟୁ, ୬୦ ଜାହାଜ-ବୁଡ଼ାଜାହାଜର ସମୀକ୍ଷା କଲେ ରାଷ୍ଟ୍ରପତି…

ବିଶାଖାପଟ୍ଟନମ୍‌,୨୧।୨ : ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ ଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦ୍ୱାଦଶ ପ୍ରେସିଡେଣ୍ଟ୍‌ ଫ୍ଲିଟ୍‌ ରିଭ୍ୟୁ କାର୍ଯ୍ୟକ୍ରମରେ ସୋମବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ତିନି ସେନାର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଏହି ସମୀକ୍ଷା…

ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର

ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍‌କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କନ୍ୟା ଘରୁ କୌଣସି ଯୌତୁକ ନ ଆଣିବା ସହ ମୁହଁ ଦେଖାରେ କନ୍ୟାଙ୍କୁ ସେ…

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯,୦୨୬କୁ ବୃଦ୍ଧି

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ନେଉନି। ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଗଠନ ହେବ ନାହିଁ…

ମୁମ୍ବାଇ,୨୧।୨ : କଂଗ୍ରେସ ବିନା ସେ କୌଣସି ରାଜନୈତିକ ସାମ୍ମୁଖ୍ୟ ଗଠନ କରିବେ ନାହିଁ ବୋଲି ସୋମବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ତେବେ ଏହି ତୃତୀୟ ସାମ୍ମୁଖ୍ୟର ନେତୃତ୍ୱ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ନେବେ…

ସାଦ ଖାଇଲେ କାଜଲ

ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ତାଙ୍କ ଗର୍ଭଧାରଣ ପର୍ଯ୍ୟାୟକୁ ଉପଭୋଗ କରୁଛନ୍ତି। ନିକଟରେ କାଜଲଙ୍କ ସାଦଖିଆ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ସେ ଖୁସି ଥିବା ଜଣାପଡୁଛନ୍ତି। ଏହାର ଫଟୋଗୁଡିକ ସେ ନିଜ…

ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ

ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ନାରଣ…

କ୍ଷତିକାରକ ପଲିଥିନ୍‌

ବ୍ୟସ୍ତ ଜୀବନ ଭିତରେ ବଜାରକୁ ଯିବା ସମୟରେ ମନେ ପକେଇ ସଉଦାଥଳି ନେବା ଆମ ପାଇଁ ଭାରି କଷ୍ଟ କାମ। ଆମର ଠିକ୍‌ ମନେପଡ଼ନ୍ତା, ଯଦି ଦୋକାନୀ ପଲିଥିନ୍‌ ବ୍ୟାଗ୍‌ରେ ପୂରେଇ ସଉଦା ନ ଦିଅନ୍ତା। ଅବଶ୍ୟ ଏବେ ଟିକେ ଟିକେ…

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଛୁରିରେ ହତ୍ୟା କରାଯାଇଥିଲା। ମୃତ ଯୁବକ ଜଣଙ୍କ ୨୬ ବର୍ଷୀୟ ହର୍ଷ ବୋଲି ଜଣା ପଡିଛି। ଏହାକୁ ହିଜାବ ବିବାଦ ସହ ଯୋଡି ପୋଲିସ ଅନୁସନ୍ଧାନ କରୁଛି। ତେବେ ପୋଲିସ ସିଧାସଳଖ…

କାମ ଦେଲାନି ଚାଇନାର ଧମକ, ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା…

କାଠମାଣ୍ଡୁ,୨୧।୨ : ଚାଇନାର ଧମକ କାମ ଦେଇନି। ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା ବିଲ୍‌ ଆଗତ ହୋଇଛି। ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି)କୁ ନେପାଳର ସଂସଦରେ ଉପସ୍ଥାପିତ କରାଯାଇଛି। ପ୍ରାୟ ତିନିବର୍ଷ ଧରି ଏହି ପ୍ରକଳ୍ପ…

ସୂର୍ଯ୍ୟକୁମାରଙ୍କ ‘ନମସ୍କାର’ ସେଲିବ୍ରେଶନ୍‌କୁ ନେଇ ଚର୍ଚ୍ଚା: ଦେଖନ୍ତୁ ଭିଡିଓ

କୋଲକତା,୨୦।୨: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଚମତ୍କାର ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟମ କ୍ରମରେ ସୂର୍ଯ୍ୟକୁମାର ଏକ ଚମତ୍କାର ଇନିଂସ ଖେଳିଥିଲେ। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri