Home

ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ ଏକ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭାବମୂର୍ତ୍ତିକୁ ଅନୁଭବ କଳଙ୍କିତ ଉଦ୍ୟମ କରୁଥିବା…

ଫାଇନାଲ୍‌ରେ ଦଳକୁ ପହଞ୍ଚାଇବା ପରେ ଏମିତି କଥା କହିଦେଲେ ପାଣ୍ଡ୍ୟା

କୋଲକତା,୨୫।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍‌-୧ ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌)କୁ ୭ ଉଇକେଟରେ ପରାସ୍ତ କରି ଫାଇନାଲ ଟିକେଟ ପାଇଛି। ଗୁଜରାଟ ଟାଇଟାନ୍ସ (ଜିଟି)ର ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବହୁତ…

ଏକ ପ୍ଲାଷ୍ଟିକ୍‌ ବାଲ୍‌ଟିର ଦାମ୍‌ ଜାଣିଲେ…

ଦାମୀ ବ୍ରାଣ୍ଡ୍‌ର ଜିନିଷ ନିଶ୍ଚୟ ଦେଖିଥିବେ କିମ୍ବା କିଣିଥିବେ ମଧ୍ୟ। ମାତ୍ର ଫ୍ୟାଶନ ଏବଂ ଟ୍ରେଣ୍ଡ ନାମରେ ଯେ, ଲୁଟ୍‌ କରାଯାଉଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଅନ୍‌ଲାଇନ୍‌ ଶପିଂରେ ଆମାଜନର ନାଁ ଶୁଣିଥିବେ। କୁହାଯାଏ, ଏହି କମ୍ପାନୀର ସାମଗ୍ରୀ ଭଲ…

ଇନ୍ଧନ, ବିଜୁଳି ପରେ ଏବେ ଗହମ ସଙ୍କଟ

ଇସଲାମାବାଦ,୨୫ା୫: ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର ଆସୁଛି। ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗହମ ଅଭାବ ପରିଲକ୍ଷିତ ହେଲାଣି। ଚଳିତ ବର୍ଷ ଫସଲ ଦୁଇ…

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ ୩୯ କୋଟି କୋଟି ଅସ୍ତ୍ରଶସ୍ତ୍ର ରହିଛି। ଦେଶର ପ୍ରତ୍ୟେକ ୧୦୦ନାଗରିକଙ୍କ ପାଖରେ ୧୨୦.୫ ଅସ୍ତ୍ର…

ଆଜି ଏଲିମିନେଟର୍‌ ମ୍ୟାଚ୍‌

କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଫାପ ଡୁ ପ୍ଲେସିସ ବନାମ…

ଦଳକୁ ଫାଇନାଲ୍‌ ନେବା ପରେ କ୍ଷମା ମାଗିଲେ ମିଲର୍‌

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଫାଇନାଲ୍‌ରେ ପହଞ୍ଚିଛି ଗୁଜରାଟ ଟାଇଟାନ୍ସ। କୋଲକାତାର ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା କ୍ୱାଲିଫାୟାର-୧ରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍‌ରେ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ ହାସଲ କରିଛି। ଗୁଜରାଟର ବିଜୟର ହିରୋ…

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ ମଧ୍ୟରୁ ଭାଜପା ୭ ଏବଂ ସମାଜବାଦୀ ପାର୍ଟିରୁ ଏଥର ତିନିଜଣ ନେତାଙ୍କୁ ରାଜ୍ୟ ସଭାକୁ…

ଏସ୍‌ପି ବିଧାୟକଙ୍କ ସହ ବସିବାକୁ ଚାହୁଁନାହାନ୍ତି ଶିବପାଲ: ଆସନ ବଦଳାଇବାକୁ କଲେ ଦାବି

ଲକ୍ଷ୍ନୌ,୨୫।୫: ଗତ କିଛି ଦିନରୁ ସମାଜବାଦୀ ପାର୍ଟି(ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କକା ଶିବପାଲ ଯାଦବଙ୍କ ମଧ୍ୟରେ ଲାଗିରହିଥିବା ଦୂରତା ଏବେ ବଢ଼ିବାରେ ଲାଗିଛି। ବେଳକୁ ବେଳ ଏହା ସର୍ବସମ୍ମୁଖରେ ପରିଲକ୍ଷିତ ହେବାରେ ଲାଗିଛି। ଇତିମଧ୍ୟରେ ଶିବପାଲଙ୍କୁ ନେଇ ଏକ…

ଭାରତ ବନ୍ଦକୁ ସମର୍ଥନ ଜଣାଇ କେସିଙ୍ଗାରେ ୫ଘଣ୍ଟିଆ ରାସ୍ତାରୋକୋ

କେସିଙ୍ଗା,୨୫।୫(ଡି.ଏନ୍‌.ଏ): ଅଲ୍‌ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ୫ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବୁଧବାର ସକାଳେ ଆମ୍ବେଦକର ଛକ ନିକଟରେ ୬ଟାରୁ ୧୧ଟା ଯାଏ ରାସ୍ତା…

କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଲେ କପିଲ ସିବଲ…

ଲକ୍ଷ୍ନୌ, ୨୫।୫ : କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ର ଅସନ୍ତୁଷ୍ଟ ସଦସ୍ୟ କପିଲ ସିବଲ କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଛନ୍ତି। ଲକ୍ଷ୍ନୌରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରି ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ମେ’…

ଅପରେଶନ୍‌ ଅଲ୍‌ ଆଉଟ୍‌, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୫।୫ : ଜମ୍ମୁ-କଶ୍ମୀରର ବାରମୁଳାର କରେରି ଅଞ୍ଚଳର ନଜିଭାତ ଛକ ଠାରେ ଆତଙ୍କବାଦୀଙ୍କ ସହିତ ପୋଲିସ ଏବଂ ସେନା ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଘଟଣାରେ ଜମ୍ମୁ-କଶ୍ମୀର ପୋଲିସର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?