Home

ମଣିପୁରରେ ନିର୍ବାଚନୀ ହିଂସା, ଜଣେ ମୃତ

ଇମ୍ଫାଲ,୫।୩: ମଣିପୁରର ୨୨ଟି ବିଧାନସଭା ଆସନ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ସକାଳୁ ଭୋଟରମାନେ ଲମ୍ବା ଲାଇନ୍‌ରେ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ କରୋଙ୍ଗ ବିଧାନସଭା ଆସନରେ ନିର୍ବାଚନୀ ହିଂସା ଘଟିଛି। ଏହି ଘଟଣାରେ…

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ରହିଛି। ତେବେ ଏହି…

ରୁଷିଆ-ୟୁକ୍ରେନ ଯୁଦ୍ଧ: ସ୍ଥଗିତ ହେଲା ‘ବାୟୁଶକ୍ତି’ ଏକ୍ସରସାଇଜ, ହେବନାହିଁ ଡିଫେନ୍ସ ଏକ୍ସପୋ

ଗାନ୍ଧିନଗର,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ହେଲେ ଏହା ଥମିବାର କୌଣସି ଆଭାସ ମିଳୁନାହିଁ । ଏହାର ପ୍ରଭାବ ଭାରତ ଉପରେ ଖୁବ୍ ପଡିଲାଣି । ଯୁଦ୍ଧ ଫଳରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନା…

ରୁଷିଆର ଅସ୍ତ୍ରବିରତି ଘୋଷଣା

ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ୧୧ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବ। ଏଥିସହ ଯେପର୍ଯ୍ୟନ୍ତ ସେଠାରେ…

ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି। ଏହି ଆକ୍ରମଣରେ ୟୁକ୍ରେନର ବିଭିନ୍ନ ସହର ଏବେ ଧ୍ୱଂସସ୍ତୁପ ପାଲଟିଗଲାଣି। ଅନ୍ୟପଟେ ରୁଷିଆକୁ ବିଶ୍ୱରୁ…

ନିଜ ଦେଶର ବଙ୍କରରେ ସୁରକ୍ଷିତ ଅଛନ୍ତି ଜେଲେନ୍‌ସ୍କି

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ଶନିବାର ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ରକେଟ ମାଡ଼ କରାଯାଇଛି। ଗୋଟିଏ ପଟେ ରୁଷିଆ ଲଗାତର ଭାବେ ଦାବି କରିଆସୁୁଛି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି…

ୟୁକ୍ରେନ ସୀମାରୁ ରୁଷିଆ ଗୁପ୍ତଚର ଗିରଫ

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି ନିଷ୍କର୍ସ ବାହାରିପାରିନାହିଁ। ଉଭୟ ପାର୍ଶ୍ୱରୁ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନ…

ଚଳିତ ବର୍ଷର ନବମ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଉତ୍ତର କୋରିଆ ଶନିବାର ସକାଳେ ଏକ ଅଜଣା ମିଶାଇଲ ପରୀକ୍ଷା କରି ଏହାର ପଡୋଶୀ ଦେଶକୁ ଚମକାଇ ଦେଇଛି । ଏହି ମିଶାଇଲ କୋରିଆ ପ୍ରାନ୍ତର ପୂର୍ବ ସାଗରରେ ପରୀକ୍ଷା…

ଖାର୍କିଭରେ ଥମୁନି ବିସ୍ଫୋରଣ, ଲୁଚି ରହିବାକୁ ସାଧାରଣ ନାଗରିକଙ୍କୁ ପରାମର୍ଶ

କ୍ୱିଭ୍‌,୫ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ୟୁକ୍ରେନ୍ ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଗୋଟିଏ ପଟେ ରୁଷିଆର ଦାଦାଗିରି ତ ଅନ୍ୟପଟେ ୟୁକ୍ରେନର ଜିଦ୍ ବେଳକୁ ବେଳ ସ୍ଥିତିକୁ ଅଣାୟତ୍ତ କରିବାରେ…

ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ହେଉ ପୁଟିନ୍‌ଙ୍କ ବିଚାର

ମସ୍କୋ,୫ା୩: ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦଣ୍ଡିତ କରିବା ଲାଗି ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ତାଙ୍କର ବିଚାର କରାଯାଉ ବୋଲି ଶୁକ୍ରବାର ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ୟୁକ୍ରେନ୍‌ ସରକାର ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୋର୍ଡୋନ ବ୍ରାଉନ୍‌ ପୁଟିନ୍‌…

ଆକାଶରୁ ବୋମା ବର୍ଷା

କ୍ୱିଭ୍‌/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ କରିବାରେ ଲାଗିଛି ରୁଷିଆ ସେନା। ମୃତାହତଙ୍କ ସଂଖ୍ୟା କେବଳ ଅନୁମାନ ମାତ୍ର। ପ୍ରକୃତ ସଂଖ୍ୟାର…

ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ

ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି ମିଶାଇଲ, ଗୁଳିଗୋଳା ଓ ବୋମା । ଥରି ଉଠିଛି ୟୁକ୍ରେନ୍ ମାଟି । ଏହାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri