ଭାରତରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ
ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ବେଳକୁ ବେଳ ମହାବିପଦର ସଙ୍କେତ ଦେଲାଣି। ଜଙ୍ଗଲ ପୋଡ଼ିଠାରୁ ଆରମ୍ଭ କରି ଶିଳ୍ପ, ଜନବସତି, ଦ୍ରୁତ ସହରୀକରଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି, ଯାହାକି…
ମଙ୍ଗଳରେ ମିଳିଲା କାର୍ବନ
ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟୁରିଓସିଟି ରୋଭର ଏ ଦିଗରେ ନୂଆ ଆଶା ସଞ୍ଚାର କରିଛି।…
୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ
ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଯାତ୍ରୀବାହୀ ଓ କାର୍ଗୋ…
ଶେଷ ହେଲା କରୋନା: ବୋରିସ ଜନସନ
ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମ ଦେଶର ବୈଜ୍ଞାନିକମାନେ…
‘ଓମିକ୍ରନ୍କୁ ହାଲୁକା ଭାବରେ ନିଅନ୍ତୁ ନାହିଁ’
ଓ୍ବାଶିଂଟନ,୧୯ା୧: କରୋନା ଭାଇରସ ବିଶେଷକରି ଓମିକ୍ରନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନମ ଘେବ୍ରେୟେସସ୍ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ କରୋନା ମହାମାରୀରୁ ମୁକ୍ତି ପାଇପାରିନାହିଁ। ଓମିକ୍ରନକୁ ହାଲୁକା ଭାବରେ କେବେ…
ତୃତୀୟ ଦିନରେ ୧୭୫ ନାମାଙ୍କନପତ୍ର ଦାଖଲ
କୋକସରା,୧୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ବୁଧବାର କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ଥିବା ସମିତି ଆସନ ପାଇଁ ୧୫, ସରପଞ୍ଚ ପାଇଁ ୪୬, ଓ୍ବାର୍ଡ ସଭ୍ୟ ପାଇଁ ୧୧୪ ଜଣ…
ପୁଣି ଜାତୀୟ ରାଜପଥରେ ଫାଟ
ଆରଡ଼ି, ୧୯।୧ (ଡି.ଏନ.ଏ.): ଥରେ କି ଦୁଇଥର ନୁହେଁ ଲଗାତର ୭ ବର୍ଷ ହେଲା ୨୦ ନଂ. ଜାତୀୟ ରାଜପଥ ଦବୁଛି। ଯାହାକି ବୈତରଣୀ ନଦୀର ସୁରକ୍ଷା ବନ୍ଧ। ଏଠାରେ ପ୍ରତିବର୍ଷ ରାସ୍ତା ମରାମତି ହେଉଥିଲେ ମଧ୍ୟ ପୁଣି ଉକ୍ତ ନିର୍ଦ୍ଦିଷ୍ଟ…
୬ ସ୍ଥାନରେ ଖୋଲିଲା କୋର୍ଟ
କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍ଏଫ୍ସି, କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍ ତଥା ସହକାରୀ ସେସନ ଜଜ୍(ମହିଳା ଅଦାଲତ),…
ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ବିମାନ, ମଝି ଆକାଶରେ ହୋଇଥାନ୍ତା ମୁହାଁମୁହିଁ
ବେଙ୍ଗାଲୁରୁ/ଭୁବନେଶ୍ୱର,୧୯ା୧(ବ୍ୟୁରୋ): ମଝିଆକାଶରେ ମୁହାଁମୁହିଁ ହୋଇ ଚୁରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା। ଆଉ ଗୋଟିଏ ବେଙ୍ଗାଲୁରୁରୁ କୋଲକାତା ଯାଉଥିଲା। ୩ ହଜାର ଫୁଟରେ ଏହି ଦୁଇ ବିମାନ…
ଶ୍ୱଶୁରଙ୍କ ସହ ମିଶି ଚିୟର୍ସ କରୁଛନ୍ତି କମେଡି କୁଇନ୍
ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂହ ଦର୍ଶକଙ୍କୁ ହସାଇବା ପାଇଁ ଟିକେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କର ଟ୍ୟାଲେଣ୍ଟ କେବଳ ଶୋ’ରେ ସୀମିତ ନୁହେଁ, ସେ ନିଜର ବ୍ୟକ୍ତିଗତ ଜୀବନର କିଛି କଥା ମଧ୍ୟ ପ୍ରଶଂସକମାନଙ୍କ ସହ ଶେୟାର…
ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏପରିକି ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନଗୁଡ଼ିକରେ…
ଆଜି ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୮୦,୫୬୨ ଜଣ ସୁସ୍ଥ ହୋଇସାରିଲେଣି। ଆଜି ସୁନ୍ଦରଗଡ଼ରୁ…
Archives


