Home

ପୁରୀ ବେଳାଭୂମିରେ ଭାସି ଆସି ଲାଗିଛି ବିରାଟ ଶକ୍ତି କୁଣ୍ଡ

ପୁରୀ ଅଫିସ,୧ା୬: ପୁରୀ ସମୁଦ୍ର ବେଳାଭୂମିରେ ଏକ ବିରାଟ ଶକ୍ତି କୁଣ୍ଡ ଲାଗିଛି। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା ସେନେଇ ତର୍ଜମା ଆରମ୍ଭ ହୋଇଛି। ପୁରୀ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ…

ପ୍ରେମିକା ବ୍ରେକ୍‌ଅପ୍‌ କରିବାରୁ ଏମିତି ପ୍ରତିଶୋଧ ନେଲେ ପ୍ରେମିକ, ଜାଣିଲେ…

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମର ଆବେଗ ଜଣେ ବ୍ୟକ୍ତିର ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାଏ। ବେଳେବେଳେ ଏହି ପ୍ରେମରେ କିଛି ଭୁଲ୍‌ ଭୁଝାମଣା ରହିଲେ ଏହା ଭୟଙ୍କର ହୋଇଥାଏ। ପ୍ରତିଶୋଧ ପରାୟଣ ହୋଇଉଠନ୍ତି ପ୍ରେମୀଯୁଗଳ। ବ୍ରାଜିଲରେ ରହୁଥିବା ଜଣେ ଯୁବକ…

ଷ୍ଟେଜ୍‌ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…

ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ କ୍ଷେତ୍ରରେ। କୋଲକାତାର ନଜୁରଲ ମଞ୍ଚରେ ଆୟୋଜିତ କନସର୍ଟରେ ଗାଇବା ପରେ…

୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା

ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍‌ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ବିବାହ…

ଭାରତୀୟ ପ୍ରକଳ୍ପରେ ସିନ୍ଧୁ ଜଳ ଚୁକ୍ତି ପାଳନ କରାଯାଉଛି, ପାକିସ୍ତାନକୁ ଭାରତର ଉତ୍ତର…

ନୂଆଦିଲ୍ଲୀ, ୧।୬ : ସ୍ଥାୟୀ ସିନ୍ଧୁ ଆୟୋଗର ଦୁଇ ଦିନିଆ ବୈଠକର ଶେଷ ଦିନରେ ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ କହିଛି ଯେ ଏହାର ପ୍ରକଳ୍ପରେ ସିନ୍ଦୁ ଜଳ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉଛି। ଭାରତ ଏହି ସମସ୍ୟାର ଦ୍ୱିପାକ୍ଷିକ…

୫ ମାସରେ ୧୫ ସୁରକ୍ଷାକର୍ମୀ-୧୮ ନାଗରିକଙ୍କୁ ହତ୍ୟା, ରାହୁଲଙ୍କ ମୋଦିଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୬ : ଜମ୍ମୁ-କଶ୍ମୀରରେ ଲଗାତାର ଟାର୍ଗେଟ୍‌ କିଲିଂ ବୃଦ୍ଧି ପାଉଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଗତ ୫ ମାସରେ ୧୫ ସୁରକ୍ଷାକର୍ମୀ ଏବଂ…

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ

ଲଣ୍ଡନ,୧।୬: ଇଂଲଣ୍ଡର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଜିମ ପାର୍କଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପାର୍କ ଇଂଲଣ୍ଡର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଥିଲେ। ସେ ୧୯୫୪ରୁ ୧୯୬୮ ମଧ୍ୟରେ ଇଂଲଣ୍ଡ ପାଇଁ ୪୬ଟି ଟେଷ୍ଟ…

ମୋବାଇଲ ନେଟୱାର୍କ ଦାବିରେ ୧୨ଘଣ୍ଟିଆ ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥ ଅବରୋଧ

ଦେବଗଡ,୧।୬(ଡି.ଏନ୍‌.ଏ): ଦେବଗଡ଼ ଜିଲା ସମ୍ବଲପୁର-ଦେବଗଡ଼ ୪୯ନମ୍ବର ଜାତୀୟ ରାଜପଥର କେଳାସ ଛକଠାରେ ବୁଧବାର ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏହି ପ୍ରତିବାଦ ତିଳେଇବଣି ବ୍ଳକ ଲଇମୁରା ଅଞ୍ଚଳ ବିକାଶ ଯୁବ ମଞ୍ଚ ପକ୍ଷରୁ କରାଯାଇଥିବା ବେଳେ ସକାଳ ୬ଟାରୁ…

କେଜ୍ରିଓ୍ବାଲଙ୍କୁ ସ୍ମୁତି ଇରାନୀଙ୍କ ପ୍ରଶ୍ନ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଦେଉଛନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ସତେନ୍ଦ୍ର ଜୈନ ମନ୍ତ୍ରୀ ପଦରେ ଅବ୍ୟାହତ…

ମାସ୍କ୍‌-ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ହାଇକୋର୍ଟଙ୍କ ତାଗିଦ୍‌, ଆଇନ ସମସ୍ତଙ୍କ ପାଇଁ ସମାନ…

ନୂଆଦିଲ୍ଲୀ, ୧।୬ : ଦିଲ୍ଲୀ ହାଇକୋର୍ଟ ମାସ୍କ୍‌ ଏବଂ ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ତାଗିଦ୍‌ କରିଛନ୍ତି। ବୁଧବାର ହାଇକୋର୍ଟ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ। ଆଇନ ଉପରେ କେହି ନୁହଁନ୍ତି। କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି…

ମନି ଲଣ୍ଡରିଂ ମାମଲାରେ ସୋନିଆ-ରାହୁଲଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ,୧।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଜୁନ ୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ…

ଓଜେଇଇ ପାଇଁ ପ୍ରକାଶ ପାଇଲା ସୂଚୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ପାଇଁ ବୁଧବାର ସୂଚୀ ପ୍ରକାଶ ପାଇଛି। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଜୁଲାଇ ୪ରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?