Home

ଆର୍‌ଏମ୍‌ସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର ଟାଉନ,୨୮ା୪(ଡି.ଏନ୍‌.ଏ.): ଯାଜପୁର ଆର୍‌ଏମ୍‌ସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଛି। ଯାଜପୁର ଥାନା ସନ୍ଥେଶ୍ବରପୁରଠାରେ ଗୟାଧର ସାହୁଙ୍କ ନିଜ ବାସଭବନ ଏବଂ…

ରାଣା ଦମ୍ପତିଙ୍କ ଝିଅ ପାଠ କଲେ ହନୁମାନ ଚାଳିଶା

ପୁଣେ,୨୮।୪: ମହରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏହି ବିବାଦରେ ଗିରଫ ହୋଇଥିବା ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ କୁନି ଝିଅ ଆରୋହୀ ମାତାପିତାଙ୍କୁ ଜେଲ୍‌ରୁ ଶୀଘ୍ର ମୁକ୍ତ ପାଇଁ ହନୁମାନ ଚାଳିଶା…

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତିି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ବି ଆଙ୍ଗ୍ଲୋଙ୍ଗର ମଞ୍ଜା…

୭ ସନ୍ତାନଙ୍କୁ ଛାଡି ପ୍ରେମିକ ସହ ମହିଳା ଫେରାର୍‌

ଭୋପାଳ,୨୮।୪: କୁହାଯାଏ, ପ୍ରେମ ଅନ୍ଧ ହୋଇଥାଏ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା ଜଣାପଡେ ନାହିଁ। ମଧ୍ୟପ୍ରଦେଶର ଛତ୍ରପୁରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ୫୦ ବର୍ଷ ବୟସ୍କା ମହିଳା ୨୦ ବର୍ଷର ପ୍ରେମିକ ସହ ଫେରାର୍‌ ହୋଇଯାଇଛନ୍ତି।…

୬ ମାସ ବଢ଼ିଲା କରୋନା ଯୋଦ୍ଧାଙ୍କ ବୀମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ ୬ମାସ ଲାଗି ବୃଦ୍ଧି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ରିଲିଫ…

ରାଜଧାନୀରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ୩ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୩ ସଦସ୍ୟଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହି ମୃତଦେହ ମଧ୍ୟରେ ଦମ୍ପତିଙ୍କ ସହ ଏକ ୧୫ ମାସର ଶିଶୁ…

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ ଚେତାବନୀ ଜାରି ହୋଇଛି ଯେ ଚଳିତ ମାସର ଶେଷ ପର୍ଯ୍ୟନ୍ତ ଝାଞ୍ଜି ପବନ ଜାରି…

ଟୁଇଟର୍‌ ପରେ ଏବେ କୋକା-କୋଲା ଉପରେ ଏଲନ ମସ୍କଙ୍କ ନଜର

ଓ୍ବାଶିଂଟନ୍‌,୨୮।୪: ଆଜିକାଲି ଟେସଲା ସିଇଓ ଏଲନ ମସ୍କ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟୁଇଟର୍‌ କିଣିଛନ୍ତି। ଏବେ ମସ୍କ କୋକା-କୋଲା କିଣିବା ନେଇ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ…

ଟୋଲ୍‌ପ୍ଲାଜା ବିରୋଧରେ ତାତିଲେ ଲୋକେ

ବରଗଡ଼ ଅଫିସ,୨୮ା୪: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଅଶୋକ ବିଲକନ୍‌ର ଟୋଲପ୍ଲାଜାର ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଛି। ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଭାବେ ଟୋଲଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହୋଇଛି। ଏପରିକି ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରୁ ମଧ୍ୟ ବେଆଇନଭାବେ…

ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ ବେଲଜିୟମରେ ପ୍ରସ୍ତୁତ ହେଉଥିବା ଏକ ବିଶେଷ ପ୍ରକାରର ଚକୋଲେଟ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା…

ରାଜୀବ ଗାନ୍ଧୀ ହତ୍ୟା ମାମଲା, ୩୬ବର୍ଷ ଜେଲ୍‌ରେ ରହିବା ପରେ ହତ୍ୟାକାରୀଙ୍କୁ କାହିଁକି ମିଳିନି ମୁକ୍ତି, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୨୮।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ୩୬ ବର୍ଷ କାରାଦଣ୍ଡ ଭୋଗୁଥିବା ଏଜି ପେରିଭାଲାନଙ୍କୁ କାହିଁକି ମୁକ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ଜେଲରେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀଙ୍କୁ କ୍ଷମା ମାଗିଲେ ବୋଲର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାଣ୍ଡ୍ୟା ବ୍ୟାଟିଂରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri