ସହରରେ କର୍ଫ୍ୟୁ ଜାରି କଲା ପ୍ରଶାସନ
ପଟିଆଲା,୨୯।୪: ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ପକ୍ଷରୁ ଖଲିସ୍ତାନ ବିରୋଧରେ ବାହାର କରାଯାଇଥିବା ଶୋଭାଯାତ୍ରା ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ପରେ ପଟିଆଲା ସହରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ତେବେ…
କିଏ ସେ ଈଶା ନେଗୀ? ପନ୍ତଙ୍କ ଭଉଣୀଙ୍କ ସହ ଷ୍ଟାଡିୟମ୍ରେ…
ମୁମ୍ବାଇ,୨୯।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ସିଜନ୍ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ଥିଲା। ମ୍ୟାଚ୍ରେ ଋଷଭ ପନ୍ତ ନେତୃତ୍ୱାଧିନ ଦିଲ୍ଲୀ ଟିମ୍ ୪ ଉଇକେଟରେ ବିଜେତା ହୋଇଥିଲା। କୁଲଦୀପ ଯାଦବ ଏଥିରେ ୪…
ମହଙ୍ଗା ପଡ଼ିଲା ଖଲିସ୍ତାନ ଶୋଭାଯାତ୍ରାରେ ସାମିଲ ହେବା: ହରିଶ ଶିଙ୍ଗଲା ଶିବସେନାରୁ ବହିଷ୍କାର
ପଟିଆଲା,୨୯।୪: ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ପକ୍ଷରୁ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ମୁହାଁମୁହିଁ ଶେଷରେ ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଥିଲା।…
ଲୁଚକାଳି ଖେଳୁ ଖେଳୁ ଫ୍ରିଜ୍ରେ ଲୁଚିଲେ ଶିଶୁ: ଶ୍ୱାସରୁଦ୍ଧ ହୋଇ ୨ମୃତ
ବେଙ୍ଗାଲୁରୁ,୨୯।୪: କର୍ନାଟକ ମୈସୁର ଜିଲାର ମାସେଜ ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାସେଜ ଗ୍ରାମରେ ବାସ କରୁଥିବା ନାଗରାଜୁ ଓ ଚିକ୍କଦେବମାଙ୍କ ଝିଅ ଭାଗ୍ୟା(୧୨) ଏବଂ ରାଜନାୟକ ଓ ଗୋରମ୍ମାଙ୍କ ଝିଅ କାବ୍ୟା(୭)ଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଶୁକ୍ରବାର…
ଶୋ’ ଛାଡ଼ିଲେ ନିମ୍ରିତ୍
ବମ୍ବେ: ଶୋ’ ଛାଡ଼ିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ୍ କୌର ଅହ୍ଲୁଓ୍ବାଲିଆ। ‘ଛୋଟି ସର୍ଦ୍ଦାର୍ନୀ’ରେ ସେ ମୁଖ୍ୟ ନାୟିକା ଚରିତ୍ରରେ ନଜର ଆସୁଥିଲେ। ଧାରାବାହିକର କାହାଣୀ ବେଶ ନିଆରା ଥିବାରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। ନିମ୍ରିତ୍ ନିଜର ଅଭିନୟରେ…
ଜିଗ୍ନେସଙ୍କୁ ମିଳିଲା ଜାମିନ
ଡିସପୁର,୨୯।୪: ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେସ ମେଭାନିଙ୍କୁ ମିଳିଲା ଜାମିନ। ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜିଗ୍ନେସଙ୍କୁ ଆସାମ ବାରପେଟା ଜିଲାର ଏକ ସ୍ଥାନୀୟ ଅଦାଲତ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ…
ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ
ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍ରେ…
ବାତିଲ ହେଲା ୬୫୭ ଯାତ୍ରୀବାହୀ ଟ୍ରେନ୍
ନୂଆଦିଲ୍ଲୀ,୨୯।୪: କୋଇଲା ପରିବହନ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍ ସଙ୍କଟକୁ ଦୂର କରିବା ଲାଗି ୬୫୭ ଯାତ୍ରୀବାହୀ ଟ୍ରେନ୍କୁ ସାମୂହିକ ପାଇଁ ବାତିଲ କରାଯାଇଛି। ସରକାର ଶୁକ୍ରବାର ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଗତ…
ସାମ୍ପ୍ରଦାୟିକ ହିଂସାକୁ ନେଇ ଆରଏସ୍ଏସ୍ ମୁଖ୍ୟଙ୍କ ବୟାନ
ନୂଆଦିଲ୍ଲୀ,୨୯।୪: ରାମନବମୀ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ଏବେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ବୟାନ ସାମ୍ନାକୁ ଆସିଛି। ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଏକ ସଭ୍ୟ ସମାଜରେ କୌଣସି…
ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା
ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ନୂଆ ପୋଷ୍ଟ ଲାଗି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀଙ୍କ କୁଲ୍ ଲୁକ୍ ଦେଖି ତାଙ୍କ ପ୍ରଶଂସକମାନେ ପୁଣି ଥରେ କୁଲ୍ ହୋଇଯାଇଛନ୍ତି। ତାଙ୍କ ନୂଆ ଫଟୋ ଏବଂ ଭିଡିଓରେ,…
ରାଣା ଦମ୍ପତିଙ୍କ ଜାମିନ ଆବେଦନ ଶୁଣାଣି ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା
ମୁମ୍ବାଇ,୨୯।୪:ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ ଅଭିଯୋଗରେ ଗିରଫ ହୋଇଥିବା ଅମରାବତୀ ଏମ୍ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର…
‘ଶୂନ’ରେ ଆଉଟ୍ ହେବା ପରେ ଏମିତି କାମ କରି ଟ୍ରୋଲ୍ ହେଲେ ରସେଲ
ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୪ ଉଇକେଟରେ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ (କେକେଆର୍) ପାଇଁ ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ପ୍ରଦର୍ଶନ ଅତ୍ୟନ୍ତ…
Archives


