Home

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଛି। କହିବା ଅନୁସାରେ ୫ ଅଭିଯୁକ୍ତ ରାଜନୈତିକ…

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ ଜଣେ ପୂର୍ବତନ ବ୍ୟବସାୟିକ ସହଯୋଗୀ ମହାମାରୀ ମୁକାବିଲା ସମ୍ପର୍କିତ ସାମଗ୍ରୀର ସର୍ବାଧିକ ଲୋଭନୀୟ ଅର୍ଡର…

ଜାତିଭିତ୍ତିକ ଜନଗଣନା ପାଇଁ ଦାବି

ଭୁବନେଶ୍ୱର,୪।୬(ବ୍ୟୁରୋ): ବିହାର ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବାକୁ ରାଜ୍ୟ ସମାଜବାଦୀ ପାର୍ଟି ଦାବି କରିଛି। ଏନେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଦାବିପତ୍ର…

ଅଳକାଙ୍କୁ ବିଜୟ ପ୍ରମାଣପତ୍ର

ଝାରସୁଗୁଡ଼ା ଅଫିସ,୪।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମୋଟ ୧୪ ଟେବୁଲ୍‌ କରାଯାଇ ପ୍ରତି ଟେବୁଲ୍‌ରେ…

ୟୁପିରୁ ୧୧, ଛତିଶଗଡ଼ରୁ ୨ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ/ରାୟପୁର,୪।୬: ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ୧୧ ଜଣ ଏବଂ ଛତିଶଗଡ଼ରୁ ୨ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ନିର୍ବାଚିତ ହୋଇଥିବା ୮ ଭାଜପା ପ୍ରାର୍ଥୀ ହେଲେ ଲକ୍ଷ୍ମୀକାନ୍ତ ବାଜପେୟୀ, ଡ. ରାଧାମୋହନ ଦାସ ଅଗ୍ରଓ୍ବାଲ, ସୁରେନ୍ଦ୍ର ନାଗର, ଡ. କେ.…

ବିଜେଡି ପାଖ ମାଡ଼ିପାରିଲେନି ବିରୋଧୀ

ଭୁବନେଶ୍ୱର,୪।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଫଳ ବିରୋଧୀଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଏକପ୍ରକାର ଚିତ୍‌ପଟାଙ୍ଗ ମାରିଛନ୍ତି। ଏପରି କି ଭୋଟ ହାସଲ କରିବାରେ ବିରୋଧୀ ଦଳଗୁଡ଼ିକ ବିଜେଡିର ପାଖ ମାଡ଼ିପାରି ନାହାନ୍ତି। ଗତ ନିର୍ବାଚନଗୁଡ଼ିକୁ ଯଦି…

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୪।୬: ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ଅନୁଚ୍ଛେଦ ୨୧୭ ଅନ୍ତର୍ଗତ ଧାରା ୧ର କ୍ଷମତା ବଳରେ ଏହି ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ସମେତ ପାଟନା ଏବଂ…

ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଆହତ

ଶ୍ରୀନଗର,୪ ।୬: କଶ୍ମୀରରେ ଲଗାତାର ଭାବେ ପ୍ରବାସୀଙ୍କୁ ଟାର୍ଗେଟ କରାଯାଉଛି । ଗତ ୨୬ ଦିନ ମଧ୍ୟରେ ଏମିତି ୧୦ଟି ଘଟଣା ଘଟି ସାରିଲାଣି । ଏବେ ଦକ୍ଷିଣ କଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପୋଲିସର…

୭ ଯାଏ ଝଡ଼ବର୍ଷା

ଭୁବନେଶ୍ୱର,୩।୬(ବ୍ୟୁରୋ): ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୭ ତାରିଖ ଯାଏ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,…

ଏବେ ‘ତୁର୍କିୟେ’ ନାମରେ ଜଣାଯିବ ‘ତୁର୍କି’

ନୂଆଦିଲ୍ଲୀ, ୩ା୬: ବଦଳିଛି ତୁର୍କୀର ନାମ। ଏବେ ଏହି ଦେଶ ‘ତୁର୍କିୟେ’ ନାମରେ ଜଣାଯିବ। ମିଳିତ ଜାତିସଂଘ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଗତ ଡିସେମ୍ବରରେ ତୁର୍କି ରାଷ୍ଟ୍ରପତି ରିସେପ୍‌ ତାଇପ ଏରଡଗାନ୍‌ ତାଙ୍କର ରିବ୍ରାଣ୍ଡିଂ ଅଭିଯାନ ଆରମ୍ଭ କରିଥିଲେ।…

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ ୮.୧% ସୁଧ ମିଳିବ। ଗତବର୍ଷ ଏହା ୮.୫% ଥିଲା। ଏହାଦ୍ୱାରା କୋଟି କୋଟି ସରକାରୀ…

ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି ଅଛି ଯେଉଁଥିରେ ଜନ୍ମିତ ବ୍ୟକ୍ତି ବହୁତ ଜିଦିଆ। ସେ ନିଜ ନିଷ୍ପତ୍ତି ନିଜେ ନେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?