Home

ପର ହେଲେ ପୋଲିଓ ଆକ୍ରାନ୍ତ ଶିଶୁ

ଢେଙ୍କାନାଳ ଅଫିସ୍‌, ୯ା୪: ସନ୍ତାନ ଉପରକୁ ସାମାନ୍ୟ ବିପଦ ଆସିଲେ ଛାତି ଦେଖାଇ ଛିଡ଼ା ହୁଅନ୍ତି ମା’ବାପା। ମା’ର ପଣତକାନି ତଳେ ନିଜକୁ ବେଶ୍‌ ସୁରକ୍ଷିତ ମଣେ ଶିଶୁ। ବାପାଙ୍କ ଅନୁଶାସନରେ ବଡ଼ ହୁଏ। ହେଲେ ଜଣେ ମାନସିକ ଅନଗ୍ରସର ପୋଲିଓ…

୧୦ରୁ ଭୁବନେଶ୍ୱର ନୂଆ ଷ୍ଟେଶନରେ ରହିବ ୪ ଯୋଡ଼ା ଟ୍ରେନ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ନୂତନ ଷ୍ଟେଶନରେ ପର୍ଯ୍ୟାୟକ୍ରମେ ୪ ଯୋଡ଼ା ଟ୍ରେନର ରହଣି କରିବ। ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର (ବର୍ତ୍ତମାନ…

କାର୍ଡଲେସ୍‌ ଟଙ୍କା ଉଠାଣ ଅପରାଧ ହ୍ରାସ କରିବ: ଅତୁଲ ଗୋୟଲ

ନୂଆଦିଲ୍ଲୀ, ୯ା୪: ବଜାରର ଆଶା ଅନୁଯାୟୀ ଆର୍‌ବିଆଇର ମନିଟାରିଂ ପଲିସି କମିଟି (ଏମ୍‌ପିସି) ପକ୍ଷରୁ ଘୋଷଣା କରାଯାଇଥିବା ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ଏହି ନିର୍ଣ୍ଣୟ ସମୟୋପଯୋଗୀ ଏବଂ ବର୍ତ୍ତମାନର ମୁଦ୍ରାସ୍ଫୀତି ଆକଳନ ଓ ଅଭିବୃଦ୍ଧି ଏବଂ ବିକାଶ ସମ୍ଭାବନାରେ ହ୍ରାସ…

ମାର୍ଚ୍ଚ ୩୧ ସୁଦ୍ଧା ୫୭,୨୨,୩୦୪ ଏମ୍‌ଟି ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର,୯ା୪(ବ୍ୟୁରୋ): ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଶେଷ ହୋଇଛି। ଏହି ସମୟରେ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ୍‌ ଟନ(ଏମ୍‌ଟି) ଧାନ ସଂଗ୍ରହ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ…

ମହାକାଶରେ ପ୍ରଥମ ଘରୋଇ ମିଶନ

ଓ୍ବାଶିଂଟନ,୯ା୪: ଇଣ୍ଟରନ୍ୟାଶନାଲ ସ୍ପେସ୍‌ ସେଣ୍ଟର (ଆଇଏସ୍‌ଏସ୍‌) ପାଇଁ ପ୍ରଥମ ଘରୋଇ ମିଶନ୍‌ ଲଞ୍ଚ ହୋଇଛି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ୪ କ୍ରିଉ ମେମ୍ବରଙ୍କୁ ନେଇ ସ୍ସେ୍‌ସ୍‌ଏକ୍ସ ରକେଟ୍‌ ଭାରତୀୟ ସମୟ ରାତି ୮ଟା ୪୩ରେ ଟେକ୍‌ଅଫ୍‌ କରିଛି। ଉକ୍ତ…

ୟୁକ୍ରେନ୍‌ ଯିବ ଫୋରେନ୍‌ସିକ୍‌ ଟିମ୍‌

ହେଗ୍‌,୯ା୪: ୧୯୯୦ର ବଲ୍‌କାନ୍‌ ସଂଘର୍ଷରୁ ନେଇ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପର୍ଯ୍ୟନ୍ତ ନିଖୋଜ ଓ ନିହତଙ୍କ ପରିଚୟ ଚିହ୍ନଟ ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥାର ଫୋରେନ୍‌ସିକ୍‌ ଟିମ୍‌ ଆସନ୍ତା ସପ୍ତାହରେ ୟୁକ୍ରେନ୍‌ ଗସ୍ତ କରି ନିଖୋଜ…

ହାଫିଜ୍‌ ସୟିଦଙ୍କୁ ୩୨ ବର୍ଷ ଜେଲ

ଲାହୋର,୯ା୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଘୋଷିତ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ଦୁଇଟି ଟେରର୍‌ ଫଣ୍ଡିଂ ମାମଲାରେ ୩୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ଶୁକ୍ରବାର ଏହି ରାୟ…

ଶ୍ରୀଲଙ୍କା ସରକାର ବିରୋଧରେ ଅନାସ୍ଥା ଆଣିବ ଏସ୍‌ଜେବି

କଲମ୍ବୋ,୯ା୪(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଯୋଗୁ ସାଧାରଣ ଲୋକେ ନାହିଁ ନ ଥିବା ହୀନସ୍ଥା ହେଉଛନ୍ତି। ଲୋକଙ୍କ ସମସ୍ୟା ଦୂର କରିବାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ସରକାର ବିଫଳ ହେଲେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ…

ଆକାରଙ୍କୁ ବିନା ଅନୁମତିରେ ବିଦେଶ ଗସ୍ତ ମନା

ନୂଆଦିଲ୍ଲୀ,୯ା୪: ଅଦାଲତଙ୍କ ବିନା ଅନୁମତିରେ ଆମନେଷ୍ଟି ଇଣ୍ଟରନ୍ୟାଶନାଲ୍‌ର ପୂର୍ବତନ ଅଧ୍ୟକ୍ଷ ଆକାର ପଟେଲ ଦେଶ ବାହାରକୁ ଯାଇପାରିବେ ନାହିଁ। ଆକାରଙ୍କ ବିରୋଧରେ ଥିବା ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର କରିନେବା ସହ ସିବିଆଇ ନିର୍ଦ୍ଦେଶକ ତାଙ୍କୁ ଲିଖିତ କ୍ଷମା ମାଗିବା ଲାଗି ଗୁରୁବାର…

ସୁପ୍ରିମକୋର୍ଟ ରାୟକୁ ନେଇ ମର୍ମାହତ: ଇମ୍ରାନ୍‌

ଇସ୍‌ଲାମାବାଦ,୯ା୪: ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ୍‌ ସୁରିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ପଲଟାଇଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌। ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେବାକୁ ସେ…

ବିଚାରପତିଙ୍କୁ ସରକାର ବଦନାମ କରିବା ଧାରା ଦୁର୍ଭାଗ୍ୟଜନକ: ସିଜେଆଇ

ନୂଆଦିଲ୍ଲୀ,୯ା୪ : ବିଚାରପତିମାନଙ୍କୁ ସରକାର ବଦନାମ କରିବାର ନୂଆ ଧାରା ଦେଶରେ ଆରମ୍ଭ ହୋଇଯାଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ସିଜେଆଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କ୍ରିଷ୍ଣା ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ…

ବୁଚାରେ କଟା ହାତ: ନେଲ୍‌ପଲିସରୁ ମିଳିଲା ପରିଚୟ

କିଭ୍‌,୯ା୪: ୟୁକ୍ରେନ୍‌ର ବୁଚା ଗଣହତ୍ୟା ପରେ ଅନେକ ହୃଦୟବିଦାରକ ଛବି ସାମ୍ନାକୁ ଆସିବାରେ ଲାଗିଛି। ତନ୍ମଧ୍ୟରୁ ଏକ କଟା ହାତର ଫଟୋ ଏବେ ଭାଇରାଲ ହୋଇଛି। ଏହା ୫୨ ବର୍ଷୀୟା ମେକ୍‌ଅପ୍‌ ଆର୍ଟିଷ୍ଟ ଇରିନା ଫିଲ୍‌କିନାଙ୍କ ହାତ ବୋଲି ଜଣାପଡ଼ିଛି। ଇରିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri