Home

ନୁପୂରଙ୍କୁ ଖୋଜୁଛି ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ,୧୮ା୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୂର ଶର୍ମାଙ୍କୁ ମୁମ୍ବାଇ ପୋଲିସ ଖୋଜି ଖୋଜି ରାଜଧାନୀ ଦିଲ୍ଲୀରେ ଯାଇ ପହଞ୍ଚତ୍ଛି। ଇସଲାମ୍‌ ଧର୍ମ ପ୍ରବର୍ତ୍ତକ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଏକାଧିକ ସ୍ଥାନରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଇଛି।…

ପୁଲୱାମାରେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ,୧୮ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଘରେ ପଶି ଏମାନେ ସବ ଇନ୍ସପେକ୍ଟରଙ୍କୁ ହତ୍ୟା କରିଥିବା କୁହାଯାଉଛି ।…

ଜଷ୍ଟିସ୍‌ ରଞ୍ଜନା ଦେଶାଇ ପିସିଆଇ ମୁଖ୍ୟ

ନୂଆଦିଲ୍ଲୀ,୧୮ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପିସିଆଇ ଅଧ୍ୟକ୍ଷ ଜଷ୍ଟିସ୍‌ ଚନ୍ଦ୍ରମଉଲି କୁମାର…

ମାଆଙ୍କ ୧୦୦ତମ ଜନ୍ମଦିନରେ ଆଶୀର୍ବାଦ ନେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶନିବାର ଅର୍ଥାତ୍ ୧୮ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ…

କଟକରେ ବିକ୍ଷୋଭ, ଉତ୍ତେଜନା

କଟକ ଅଫିସ, ୧୮ା୬: ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ କରୁଛି। ଏହାର ପ୍ରଭାବ କଟକରେ ମଧ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ଶତାଧିକ ଆଶାୟୀ…

ଜୀବନ ନେଉଛି ‘ଅଗ୍ନିପଥ’

ନୂଆଦିଲ୍ଲୀ/ହାଇଦ୍ରାବାଦ/ଭୁବନେଶ୍ୱର(ବ୍ୟୁରୋ),୧୮ା୬: ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ତିନି ସଶସ୍ତ୍ର ବାହିନୀରେ ଏହି ସ୍ବଳ୍ପକାଳୀନ ନିଯୁକ୍ତିକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଆଶାୟୀମାନେ ନିଯୁକ୍ତି…

ଜୟରାମ ହେଲେ କଂଗ୍ରେସର ନୂଆ ମିଡିଆ ପ୍ରଭାରୀ

ନୂଆଦିଲ୍ଲୀ,୧୭।୬: ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ଚିନ୍ତନ ଶିବିର ପରେ କଂଗ୍ରେସରେ ପ୍ରଥମ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳ ପକ୍ଷରୁ ଜୟରାମ ରମେଶଙ୍କୁ ମିଡିଆ ପ୍ରଭାରୀ ଓ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ରଣଦୀପ ସୁର୍ଜଓ୍ବୋଲାଙ୍କୁ…

ଏସିବି ଜାଲରେ ୨୧ ସରକାରୀବାବୁ

ବେଙ୍ଗାଲୁରୁ,୧୭।୬: କର୍ନାଟକର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଶୁକ୍ରବାର ୨୧ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ମାମଲାରେ ୮୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଶିବଲିଙ୍ଗାଇଙ୍କ ଘରୁ ୩ଟି ଘର, ବେଙ୍ଗାଲୁରୁରେ…

ନବାବ-ଅନୀଲ ଦେଇପାରିବେନି ଭୋଟ

ମୁମ୍ବାଇ,୧୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ଲାଗି କରାଯାଇଥିବା ଆବେଦନର ଶୁଣାଣିରେ ଇଡି ଦ୍ୱାରା ଗିରଫ ହୋଇଥିବା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବଂ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଝଟ୍‌କା ମିଳିଛି। ଶୁକ୍ରବାର…

ଜଳୁଛି ଅଗ୍ନିପଥ ନିଆଁ: ପୋଲିସ ଗୁଳିରେ ଜଣେ ମୃତ

ହାଇଦ୍ରାବାଦ,୧୭।୬: ଅଗ୍ନିପଥ ଯୋଜନା ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଏବେ ଉଗ୍ର ରୂପ ଧାରଣ କରିଛି। ଦିନକୁ ଦିନ ଏହାର ନିଆଁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଲାଣି। ଇତିମଧ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦରେ ଶୁକ୍ରବାର ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଘଟଣାରେ…

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ ବୈଠକରେ ପାକିସ୍ତାନକୁ ଗ୍ରେ’ ତାଲିକାରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ବୈଠକର ଶେଷ…

ଲୁଙ୍ଗି ପିନ୍ଧି ଫୁଟ୍‌ବଲ୍‌ ଖେଳୁଛନ୍ତି ଜେଜେ, ଭିଡିଓ ଦେଖିଲେ…

ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଫୁଟବଲ ଉତ୍ସାହୀଙ୍କୁ ଦେଖିଥିବେ। ଏପରିକି ଭାରତରେ ମଧ୍ୟ ଫୁଟବଲର ଭୂତ ଲୋକଙ୍କ ମୁଣ୍ଡରେ ରହିଥାଏ। ମେସି-ରୋନାଲଡୋଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖି ଦେଶର ପ୍ରତ୍ୟେକ ପିଲା ଫୁଟବଲର୍‌ ହେବାକୁ ଚାହିଁଥାନ୍ତି। କିନ୍ତୁ କେବଳ ଯୁବକମାନେ ଫୁଟବଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri