ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ
ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ଫୁଲିବାରେ ଲାଗିଛି। ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ନଦୀ…
ଲାଲ କିଲ୍ଲାରେ ସୁରକ୍ଷା ଛାଉଣୀ…
ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍ କିଲ୍ଲା ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଗୁଡ଼ି ଭଳି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କିଛି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଜେନ୍ସିମାନେ ପୋଲିସକୁ ସତର୍କ ସୂଚନା ଜାରି କରିଛନ୍ତି।…
ଧାନତଳି ରୋଇବାକୁ ଯାଇ ଫେରିଲେନି, ଆଜି ମିଳିଲା ମୃତଦେହ
ଆରଡ଼ି,୧୪ା୮(ଡି.ଏନ୍.ଏ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ନାଳରେ ପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ରମାକାନ୍ତ ରାଉତ (୫୦) ନାମକ ଚାଷୀ ଶନିବାର ବିଲକୁ ଧାନତଳି ରୋଇବା ପାଇଁ ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ନ…
ସ୍ବାଧୀନତା ଦିବସ: ଦିଲ୍ଲୀରେ ହାଇ ଆଲର୍ଟ…
ନୂଆଦିଲ୍ଲୀ, ୧୪।୮ : ଦେଶରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଆଉ କେତେ ଘଣ୍ଟା ବାକି ରହିଛି। ଗୋଇନ୍ଦା ସୂତ୍ରରୁ ମିଳିଥିବା ଇନପୁଟ ଆଧାରରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀରେ…
‘ହର୍ ଘର ତ୍ରିରଙ୍ଗା’ ରାଲିର ଶୁଭାରମ୍ଭ କଲେ ଖିଲାଡିବୟ
ମୁମ୍ବାଇ: ସ୍ବାଧୀନତା ଦିବସ ପୂର୍ବରୁ ଅକ୍ଷୟ କୁମାର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ସହ ମୁମ୍ବାଇରେ ପୋଲିସ କର୍ମଚାରୀଙ୍କ ପାଇଁ ୧୦ କିଲୋମିଟର ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ପାଇଁ ମେରାଇଭ୍…
ସ୍ବାଧୀନତା ଦିବସ ପୂର୍ବରୁ ମଣିପୁରରୁ ୭ ଉଗ୍ରବାଦୀ ଗିରଫ…
ଇମ୍ଫାଲ, ୧୪।୮ : ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ସୂଚନାନୁସାରେ, ମଣିପୁରର ବିଭିନ୍ନ ସ୍ଥାନରୁ ନିଷିଦ୍ଧ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ୭ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଥୋଉବଲ ଜିଲା ଅଧୀକ୍ଷକ…
୧,୦୮୨ ପୋଲିସଙ୍କୁ ପଦକ…
ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ରାଜ୍ୟ ପୋଲିସର ୧,୦୮୨ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ଗ୍ୟାଲେଣ୍ଟ୍ରି ସମେତ ବିଭିନ୍ନ ବର୍ଗର ସେବା ପଦକ ପ୍ରଦାନ କରାଯିବ। ରବିବାର ଏକ…
ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ
ହେମଗିରି,୧୪ା୮(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାକୁ ସଂଯୋଗ କରୁଥିବା ଚାଉରିମହୁଲ ବ୍ରିଜ ଉପରେ ପ୍ରାୟ ୨ରୁ ୩ ଫୁଟ…
ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ: କହିଲେ,କାହା ଆଗରେ ନଇଁପଡେ ନାହିଁ ଭାରତ
ଇସଲାମାବାଦ,୧୪।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ଲାହୋରରେ ଆୟୋଜିତ ଏକ ରାଲିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ। ରୁଷିଆରୁ…
ଦୁଃଖଦ ଐତିହାସିକ ଘଟଣାର ରାଜନୀତିକରଣ କରୁଛନ୍ତି ପ୍ରଧାନମନ୍ତ୍ରୀ, କଂଗ୍ରେସର ସମାଲୋଚନା…
ନୂଆଦିଲ୍ଲୀ, ୧୪।୮ : କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରବିବାର କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୪ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବା ପଛରେ ପ୍ରକୃତ ଉଦ୍ଦେଶ୍ୟ ଭିନ୍ନ…
ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ୫୦୦ କୋଟିରୁ ଅଧିକ କାରବାର …
ନୂଆଦିଲ୍ଲୀ, ୧୪।୮ : ସମଗ୍ର ଦେଶରେ ଭାରତୀୟ ତ୍ରିରଙ୍ଗାକୁ ପ୍ରତିଟି ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର୍ ଘର୍ ତିରଙ୍ଗା ଅଭିଯାନ ଲୋକାଲରେ ଭୋକାଲ ତଥା ଆତ୍ମନିର୍ଭର ଭାରତ ପଦକ୍ଷେପକୁ ପ୍ରୋତ୍ସାହିତ କରିଛି। ଏହି…
ଗେହଲଟଙ୍କୁ ଘେରିଲେ ମାୟାବତୀ, ରାଜସ୍ଥାନରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ…
ଲକ୍ଷ୍ନୌ, ୧୪।୮ : ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ଅଶୋକ ଗେହଲଟ ସରକାରଙ୍କୁ ବିରୋଧୀ ଦଳଙ୍କ ପକ୍ଷରୁ ଟାର୍ଗେଟ କରାଯାଇଛି । ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ରାଜ୍ୟର କଂଗ୍ରେସ ସରକାରଙ୍କୁ ବରଖାସ୍ତ କରି…

