ଜାତୀୟ ରାଜପଥ ଶୋଚନୀୟ: ଗାଡ଼ି ଚଳାଚଳ ବନ୍ଦ
ଦେବଗଡ଼,୧୫।୮(ଡି.ଏନ.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ କାଦୋପଡା ଗ୍ରାମ ଦେଇ ଯାଇଥିବା ରାଞ୍ଚି -ବିଜୟୱାଡା ୨୩ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନ ଧରି ମରାମତି ଅଭାବରୁ ବ୍ୟବହାର ଉପଯୋଗୀ ହୋଇପାରୁ ନ ଥିବାବେଳେ ଗତ ଏକ ସପ୍ତାହ ଧରି…
ପୁଣି ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ: ୩ ଘଣ୍ଟାରେ ପୂରା ପରିବାରକୁ କରିଦେବୁ ଶେଷ
ମୁମ୍ବାଇ,୧୫।୮: ଦେଶର ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲ ନମ୍ବରରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଛି। କଲ କରିଥିବା ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ…
ଜୀବନ ଚାଲିଗଲା, ହେଲେ ଆବାସ ଯୋଜନାରେ ଅଗସ୍ତିଙ୍କୁ ମିଳିଲାନି ଘର
କେସିଙ୍ଗା,୧୫।୮(ଡି.ଏନ୍.ଏ.): ଜୀବନ ଚାଲିଗଲା ସିନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡା ହିଁ ତାଙ୍କର ଶେଷ ଠିକଣା ହୋଇ ରହିଗଲା। ଗୋଟିଏ ପଟେ ସରକାର ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ଲାଗି ଆବାସ…
ବର୍ଷା ବିତ୍ପାତ: ଭାଙ୍ଗିଲା ଘର, ଲୋକେ ହନ୍ତସନ୍ତ
ଲେଫ୍ରିପଡ଼ା/କୁତ୍ରା,୧୫।୮(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଓ କୁତ୍ରା ବ୍ଲକ ଅଞ୍ଚଳରେ ରବିବାର ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଉଭୟ ବ୍ଲକରେ ଲୋକଙ୍କ ମାଟିଘର ଭାଙ୍ଗିଯାଇଛି। ପୂର୍ବରୁ ଲେଫ୍ରିପଡା ବ୍ଲକରେ ଅଭାବୀ ବର୍ଷା ହେବାରୁ…
ହାତରେ ତ୍ରିରଙ୍ଗା ଧରି ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି
ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଖେଳାଳିମାନେ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଶୁଭେଚ୍ଛା…
ବିପଦ ସଙ୍କେତ ଉପରେ ବଂଶଧାରା, ବନ୍ୟା ଆଶଙ୍କା
ପାରଳାଖେମୁଣ୍ଡି/ଆର. ଉଦୟଗିରି/କାଶୀନଗର, ୧୫ା୮(ଡି.ଏନ୍.ଏ): ଗଜପତି ଜିଲା କାଶୀନାଗରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ ଜଳ। ରବିବାର ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫୪.୯୧ ମି.ରେ ପହଞ୍ଚତ୍ଛି। ଏଠାରେ ବିପଦ ସଂକେତ ୫୫.୭୫ମି. ଥିବାବେଳେ ଉପର…
ବାଇବାଲି ପଞ୍ଚାୟତ ବରଗଁାକୁ ନାହିଁ ପକ୍କା ରାସ୍ତା
ଭଞ୍ଜନଗର,୧୫।୮(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଆଜକୁ ପ୍ରାୟ ଏକ ସପ୍ତାହ ହେବ ମଝିରେ ମଝିରେ ଲଗାଣ ବର୍ଷା ହେଉଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି। କେତକ ସ୍ଥାନରେ ଝାଟିମାଟି ଘର ଭୁଶୁଡ଼ି ପଡ଼ିଛି । ଭଞ୍ଜନଗର…
ରେକର୍ଡ ଭାଙ୍ଗିଲେ ପୂଜାରା
ଲଣ୍ଡନ,୧୫।୮: ଭାରତୀୟ କ୍ରିକେଟର୍ ଚେତେଶ୍ୱର ପୂଜାରା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ଟେଷ୍ଟ ଦଳରୁ ଓହରିଯିବା ପରେ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ସସେକ୍ସ ପାଇଁ ଖେଳି ସେ ୮ଟି ମ୍ୟାଚରେ ୫ ଶତକ ହାସଲ…
ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ନେପାଳରେ ବିବାଦ, ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି ବିଦ୍ୟା ଦେବୀ …
କାଠମାଣ୍ଡୁ, ୧୫।୮ : ନେପାଳରେ ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ବିବାଦ ଉପୁଜିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦରେ ପାରିତ ହେବାର ଏକ ମାସ ପରେ ପୁନର୍ବିଚାର ପାଇଁ ଦେଶର ପ୍ରଥମ ନାଗରିକତ୍ୱ ସଂଶୋଧନ ବିଲକୁ ରବିବାର ପ୍ରତିନିଧିସଭାକୁ ଫେରାଇ…
୫୫ ପଞ୍ଚାୟତବାସୀଙ୍କୁ ଘାରିଛି ଜଳବନ୍ଦୀ ଭୟ
କେନ୍ଦ୍ରାପଡ଼ା ଅଫିସ, ୧୫/୮:କେନ୍ଦ୍ରାପଡ଼ା ଜିଲାରେ ୬ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଜିଲାର ବିଭିନ୍ନ ବ୍ଲକରେ ୧୦ ତାରିଖରେ ୧୫୪ ମିଲିମିଟର, ୧୧ରେ ୧୯୫ ମି.ମି., ୧୨ରେ ୧୯୧ ମି.ମି., ୧୩ରେ ୧୫୨ ମି.ମି. ଓ ୧୪ ତାରିଖରେ…
ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ
ମାଲକାନଗିରି,୧୫।୮(ଡି.ଏନ୍.ଏ.)- ମାଲକାନଗିରି ଜିଲା ଡିଏନ୍କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେଶକୁ…
ବହୁ ତଳିଆ ଗାଁ ଜଳବନ୍ଦୀ
କେନ୍ଦୁଝର,୧୫ା୮ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମ, ବସ୍ତି, ଓ୍ବାର୍ଡ ଜଳବନ୍ଦୀ ହୋଇଛି। ତେବେ ଏନେଇ ପ୍ରଶାସନ ପାଖରେ ଠିକ ସୂଚନା ନାହିଁ। ନଦୀନାଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ପୋଲ…
Archives


