ଭାରତ ଯୋଡ଼ୋ ଯାତ୍ରା ପୋଷ୍ଟରରେ ସଭରକର
ନୂଆଦିଲ୍ଲୀ,୨୨।୯: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ଼ୋ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର…
କେଁ ପୂରାଇଲେ ଦିଗ୍ବିଜୟ
ନୂଆଦିଲ୍ଲୀ, ୨୨ା୯: କଂଗ୍ରେସର ପୁରୁଖା ନେତାମାନେ ଗାନ୍ଧୀ ପରିବାର ପ୍ରେମରେ ଅନ୍ଧ ନ ହେଲେ ଦୀପାବଳି ସୁଦ୍ଧା ଦଳକୁ ନୂଆ ଅଧ୍ୟକ୍ଷ ମିଳିବେ। କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ନେଇ ଭାଜପା ଅନେକ ସମୟରେ ଟାର୍ଗେଟ କରୁଥିବାବେଳେ ଦୀର୍ଘ ୨ ଦଶନ୍ଧି ପରେ…
କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଖବରକୁ ଅତିରଞ୍ଜିତ କରନ୍ତି ନାହିଁ: ଅନୁରାଗ ଠାକୁର
ନୂଆଦିଲ୍ଲୀ,୨୨।୯: ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ନୂଆଦିଲ୍ଲୀଠାରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଠାକୁର…
ଶ୍ରେଣୀଗୃହରେ ୧୮ ଘଣ୍ଟା ବନ୍ଦ ରହିଲେ ଛାତ୍ରୀ
ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶ ସମ୍ଭାଲର ଧନରିପତ୍ତି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ୧୮ ଘଣ୍ଟା କାଳ ଶ୍ରେଣୀଗୃହରେ ବନ୍ଦ ରହିଥିବା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସ୍କୁଲ ଛୁଟି ହେବା ପରେ ଛାତ୍ରୀ ଜଣକ ଘରକୁ ଫେରି ନ ଥିଲେ।…
କର୍ନାଟକ ବିଧାନସଭାରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍ ଗୃହୀତ
ବେଙ୍ଗାଲୁରୁ, ୨୨ା୯: କର୍ନାଟକ ବିଧାନସଭାରେ ବୁଧବାର ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗାଳ ମଧ୍ୟରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍ ଗୃହୀତ ହୋଇଛି। ଗତ ସପ୍ତାହରେ ସାମାନ୍ୟ ସଂଶୋଧନ ପରେ ବିଧାନ ପରିଷଦରେ ଗୃହୀତ ହୋଇଥିବା ଏହି ବିଲ୍କୁ ବିଧାନସଭାର ମଞ୍ଜୁରୀ ମିଳିବା…
ଜଙ୍ଗଲରେ ଶିକ୍ଷକ, ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଲକ୍ଷ୍ନୌ,୨୨ା୯: ଉତ୍ତରପ୍ରଦେଶର ସାହାରନ୍ପୁର ନିକଟ ଜଙ୍ଗଲରୁ ବୁଧବାର ଜଣେ ଶିକ୍ଷକ ଓ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟେ ଗତ ୩ ତାରିଖରୁ ନିଖୋଜ ଥିଲେ। ଦୁହଁିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ହେଉଛି। ପୋଲିସ ସୂଚନା…
ତିସ୍ତାଙ୍କ ବିରୋଧରେ ଚାର୍ଜଶିଟ୍
ଅହମଦାବାଦ, ୨୨ା୯: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ବୁଧବାର ଆକ୍ଟିଭିଷ୍ଟ ତିସ୍ତା ସିତଲଭାଡ୍ଙ୍କ ସମେତ ୩ ଅଭିଯୁକ୍ତଙ୍କ ବିରୋଧର ଚାର୍ଜଶିଟ୍ ଦାଖଲ କରିଛି। ଅନ୍ୟ ଦୁଇଜଣ ହେଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍.ବି. ଶ୍ରୀକୁମାର…
ଘୃଣା ମନ୍ତବ୍ୟ ହତ୍ୟା ସଦୃଶ
ନୂଆଦିଲ୍ଲୀ,୨୨ା୯: ଘୃଣା ମନ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଟିଭି ଉପସ୍ଥାପକଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଛନ୍ତି। ଏଥିସହ ସରକାର କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ମୁଖ୍ୟସ୍ରୋତର ଗଣମାଧ୍ୟମ କିମ୍ବା…
ଭୟ ଦେଖାଇଲେ ପୁଟିନ୍
ମସ୍କୋ/କିଭ୍/ଲଣ୍ଡନ,୨୨ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ବୁଧବାର ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଛନ୍ତି। ଏଥିସହ ୟୁକ୍ରେନ୍ର କେତେକ ଅଞ୍ଚଳକୁ ରୁଷିଆ ସହ ମିଶ୍ରଣ ଯୋଜନା ଉପରେ ମୋହର ମାରିଛନ୍ତି। ରୁଷିଆକୁ ସୁରକ୍ଷା…
ମଣିଷଠୁ ୨.୫ ନିୟୁତ ଗୁଣ ଅଧିକ ପିମ୍ପୁଡ଼ି ସଂଖ୍ୟା
ହଂକଂ,୨୨।୯: ଜୀବଜଗତର ପରିଶ୍ରମୀ କୀଟ କହିଲେ ପିମ୍ପୁଡିକୁ ବୁଝାଏ। ଘର, ଗଛ, ମାଟିତଳ ହେଉ ଅବା ଗାତ ପ୍ରତ୍ୟେକ ସ୍ଥାନରେ ଏମାନେ ଦେଖାଯାଆନ୍ତି। ବିଶେଷ କରି ସ୍ଥଳ ଭାଗ ଏମାନଙ୍କ ପାଇଁ ବାସୋପଯୋଗୀ। ପିମ୍ପୁଡ଼ିଙ୍କ ପରିମାଣ ଅନ୍ୟ କୀଟପତଙ୍ଗ ତୁଳନାରେ କାହିଁ…
ଚାଇନାକୁ ହିମାଳୟ ଭୂମି ଛାଡ଼ି ଦେଇଛି ଭାରତ
ନୂଆଦିଲ୍ଲୀ,୨୨ା୯: ସୀମାରେ ଚାଇନା ସହ ବିବାଦ ପରେ ଭାରତ ସରକାର ହିମାଳୟ ନିକଟ ଭୂମିକୁ ବେଜିଂକୁ ଛାଡ଼ି ଦେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷ ସେନା ମଧ୍ୟରେ ବିବାଦୀୟ ସୀମାରୁ ସୈନ୍ୟ ପ୍ରତ୍ୟାହାର ଏବଂ ସେଠାରେ ବଫର…
୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ହେବେ କଂଗ୍ରେସର ଅଧ୍ୟକ୍ଷ, ନିର୍ବାଚନ ଅଧିସୂଚନା ଆଜି
ନୂଆଦିଲ୍ଲୀ,୨୨ ।୯: ବଂଶବାଦକୁ ନେଇ ସବୁବେଳେ ଟାର୍ଗେଟରେ ରହୁଥିବା କଂଗ୍ରେସରେ ୨୪ ବର୍ଷ ପରେ ପୁଣିଥରେ ଗାନ୍ଧୀ ପରିବାର ବାହାରୁ କେହି ଅଧ୍ୟକ୍ଷ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଦଳ ସ୍ପଷ୍ଟ କରିଛି କି ରାହୁଲ ଗାନ୍ଧୀ ଅଧ୍ୟକ୍ଷ…
Archives


