Home

ସମୁଦ୍ରରେ ‘ଓ୍ବାଟରସ୍ପାଉଟ୍‌’, ଭିଡିଓ ଦେଖିଲେ…

ପ୍ରକୃତି ଯେତିକି କରାଳ ରୂପ ଦେଖାଏ, ସେତିକି ଚମତ୍କାର ଦୃଶ୍ୟ ଦେଖାଏ। ବେଳେବେଳେ ପ୍ରକୃତିରାଣୀ ଏତେ ଶାନ୍ତ ହୋଇଯାଏ ଯେ, ଆମେ ତା’ କୋଳରେ କିଛି ସମୟ ଆରାମରେ ବିତାଇବାକୁ ଚେଷ୍ଟା କରୁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ…

ଖାଦ୍ୟ ସୁରକ୍ଷାର ସମାଧାନ ଉପରେ ଗୁରୁତ୍ୱାରୋପ କଲେ ବିଶ୍ୱ ନେତା…

ନ୍ୟୁୟର୍କ,୨୨।୯ : ୟୁରୋପ, ଆମେରିକା ଏବଂ ଆଫ୍ରିକାର ଅନେକ ନେତା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ବିଶ୍ୱ ଖାଦ୍ୟ ସଙ୍କଟର ସମାଧାନ ପାଇଁ ଆହ୍ବାନ ଦେଇଛନ୍ତି। ସେମାନେ କହିଛନ୍ତି, ଖାଦ୍ୟ ସୁରକ୍ଷା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ପୁଣି ୪୭ ହଜାର ତଳେ ରହିଛି। ଗତ…

୨୮ରେ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଗସ୍ତ

ଭୁବନେଶ୍ବର,୨୨ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ତାରିଖରୁ ୨ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ସେଠାରେ ଆୟୋଜିତ ‘ଓଡିଶା ଇନଭେଷ୍ଟର୍ସ ମିଟ୍‌’ରେ ସେ ଯୋଗଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ନିବେଶକମାନଙ୍କୁ ଓ୍ବାନ ଟୁ ଓ୍ବାନ୍‌ ଭେଟି ଓଡିଶାରେ ସେମାନଙ୍କୁ ପୁଞ୍ଜି…

ସେମିରେ ସୁନ୍ଦରଗଡ଼-ସମ୍ବଲପୁର, କିଟ୍‌-ଦେବଗଡ଼

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି):ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ଜୁନିୟର ହକି ଚାମ୍ପିୟନଶିପର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଗୁରୁବାର ସୁନ୍ଦରଗଡ଼-ସମ୍ବଲପୁର ଏବଂ କିଟ୍‌-ଦେବଗଡ଼ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ। କିଟ୍‌ ଷ୍ଟାଡିୟମରେ ମ୍ୟାଚ ୨ଟି ଯଥାକ୍ରମେ ଅପରାହ୍ନ ୩ଟା୩୦…

ହିତ୍‌, ଜୟଦେବ ସମ୍ମାନ ରଖିଲେ

କୋଏମ୍ବାଟୁର, ୨୧।୯: ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ବୁଧବାର ଆରମ୍ଭ ହୋଇଛି। ଅଜିଙ୍କ୍ୟ ରାହାନେ ଓ ଶ୍ରେୟସ ଆୟାରଙ୍କ ପରି ତାରକା ବ୍ୟାଟରମାନେ ପ୍ରଭାବୀ ବ୍ୟାଟିଂ କରିବାରେ ବିଫଳ ହୋଇଥିବାବେଳେ ପ୍ରଥମ ଦିବସ ଶେଷ ବେଳକୁ…

ଇଣ୍ଡିଆ କ୍ୟାପିଟାଲ୍ସର ପ୍ରଥମ ବିଜୟ

ଲକ୍ଷ୍ନୌ,୨୨ା୯ : ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଭିଲଓ୍ବାରା କିଙ୍ଗ୍ସକୁ ୭୮ ରନରେ ପରାସ୍ତ କରି ଦଳ ପଏଣ୍ଟ ଟେବୁଲରେ ତୃତୀୟ…

ମୁଖ୍ୟମନ୍ତ୍ରୀଙ୍କ ସହ ଚୌବେ, ପ୍ରଭାକରନଙ୍କ ଆଲୋଚନା

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି): ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ…

ହାରିବାନି ହରାଇବା

କର୍କଟ ପରି ସ୍ବାସ୍ଥ୍ୟ ସମସ୍ୟାକୁ ଭୟ ନ କରି ଏହା ବିରୋଧରେ ଲଢ଼େଇ ଜାରି ରଖିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୨ ସେପ୍ଟେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ରୋଜ ଦିବସ ସମସ୍ତ…

ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ପ୍ରିମିୟମ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା ଏବଂ ବିକ୍ରେତା କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ନିକଟରେ ନୂତନ ପ୍ରିମିୟମ ଉତ୍ପାଦ ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ କମ୍ପାନୀ ପକ୍ଷରୁ ‘ଦିଲ୍‌ ବୋଲେ…

ଭାରତରେ ଇଭି ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକଚର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ନିକଟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି। ବିଶେଷକରି ଭାରତ ବଜାରରେ ଇଲେକ୍ଟ୍ରିକ ଯାନ(ଇଭି) ପାଇଁ ଚାର୍ଜିଂ…

ମ୍ୟାନ୍‌କାଇଣ୍ଡ ଫାର୍ମା ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଔଷଧ କମ୍ପାନୀ ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ ପକ୍ଷରୁ ବୁଧବାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ତା’ର ଇନିସିଆଲ୍‌ ପବ୍ଲିକ୍‌ ଅଫର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri