୨ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ, ସର୍ଚ୍ଚ ଅପରେଶନ ଜାରି…
ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୨ ଜଣ ବିହାରର ଶ୍ରମିକଙ୍କ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ଏହି ଘଟଣା ଶନିବାର ପୁଲଓ୍ବାମାର ଖରପୋରାର ରତ୍ନପୋରାରେ ଘଟିଛି। ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ…
ଜୋତା କାରଖାନାରେ ଅଗ୍ନିକାଣ୍ଡ
ଭୋପାଳ,୨୪ା୯: ଶନିବାର ମଧ୍ୟପ୍ରଦେଶର ଗ୍ବାଲିଅରର ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଆଜି ଅପରାହ୍ନରେ ତାନସେନ ନଗରରେ ପ୍ଲାଷ୍ଟିକ ଜୋତା ଉତ୍ପାଦନ କରୁଥିବା ଏକ…
କାର୍ତ୍ତିକଙ୍କ ବଡ଼ ପ୍ରଶଂସକ ଏହି ନିର୍ଦ୍ଦେଶକ
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅତୀତରେ ମୁକ୍ତିଲାଭ କରିଥିବା କାର୍ତ୍ତିକଙ୍କ ‘ଭୁଲ୍ ଭୁଲାୟା-୨’ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା। ଫିଲ୍ମର ସଫଳତା ପରେ ବର୍ତ୍ତମାନ କାର୍ତ୍ତିକ ତାଙ୍କର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। କାର୍ତ୍ତିକଙ୍କ…
ମଥୁରାରୁ ନିର୍ବାଚନ ଲଢ଼ିବେ କଙ୍ଗନା? ଏମ୍ପି ହେମା କହିଲେ-ରାକ୍ଷୀ ସାଓ୍ବନ୍ତ ବି ଜିତିଯିବ…
ନୂଆଦିଲ୍ଲୀ,୨୪।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଳିନୀ। ମଥୁରା ଲୋକ ସଭା ଆସନରୁ କଙ୍ଗନା ଲଢ଼ିବା ପ୍ରସଙ୍ଗରେ ପଚରାଯିବାରେ ସେ କହିଛନ୍ତି ଯେ, ବହୁତ ଭଲ କଥା। ମୋ ବିଚାର କିନ୍ତୁ ଭଗବାନଙ୍କ ଉପରେ…
ବିଧାନସଭାରେ ତାସ ଖେଳୁଛନ୍ତି-ତମାଖୁ ଖାଉଛନ୍ତି ବିଧାୟକ, ଭିଡ଼ିଓ ଭାଇରାଲ…
ଲକ୍ଷ୍ନୌ, ୨୪।୯ : ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରିୟ ଲୋକ ଦଳ ପକ୍ଷରୁ ଉତ୍ତରପ୍ରଦେଶ ବିଧାନସଭାରେ ରେକର୍ଡ ହୋଇଥିବା ଏକ କ୍ଷୁଦ୍ର ଭିଡିଓ କ୍ଲିପ ପୋଷ୍ଟ କରାଯାଇଛି। ଏହା ମାଧ୍ୟମରେ ରାଷ୍ଟ୍ରିୟ ଲୋକ ଦଳ ଭାଜପାକୁ କଟାକ୍ଷ କରିଛି। ବିଧାନସଭାର ଅଧିବେଶନ…
ଆଇପିଏଲ୍ରୁ ସନ୍ନ୍ୟାସ ନା କିଛି ବଡ଼ ଘୋଷଣା? ସେପ୍ଟେମ୍ବର ୨୫ରେ ଲାଇଭ୍ ଆସିବେ ଧୋନୀ
ନୂଆଦିଲ୍ଲୀ,୨୪।୯: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଶଂସକଙ୍କ ଲାଗି କିଛି ନୂଆ ଏବଂ ବଡ଼ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୫ ଅପରାହ୍ନ ୨ଟାରେ ସେ ଲାଇଭ୍ ଆସି ଜରୁରୀ ଘୋଷଣା କରିବେ ବୋଲି ଘୋଷଣା କରିଛନ୍ତି। ବିଶେଷକରି…
ପାକିସ୍ତାନ ଜିନ୍ଦାବାଦ ବରଦାସ୍ତ କରାଯିବ ନାହିଁ, କହିଲେ ଶିନ୍ଦେ…
ମୁମ୍ବାଇ, ୨୪।୯ : ପୁଣେର କଲେକ୍ଟର ଭବନରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନକୁ ନେଇ ମହାରାଷ୍ଟ୍ରର ରାଜନୀତିରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଭାଜପା ନେତାଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଧ୍ୟ ଏ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…
୫-ଜି ସେବା ଆରମ୍ଭ ହେବା ନେଇ ଟୁଇଟ୍ କରି ଡିଲିଟ୍ କଲା ଏନ୍ବିଏମ୍
ନୂଆଦିଲ୍ଲୀ,୨୪ା୯: ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫-ଜି ସେବା ଆରମ୍ଭ କରିବେ। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (NBM) ଶନିବାର ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଥିଲା। କିନ୍ତୁ ପରେ ଏନ୍ବିଏମ୍ ଏହି…
ପରିବହନ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁ ବର୍ଦ୍ଧିତ ମହଙ୍ଗା ଭତ୍ତା, ହାଇକୋର୍ଟଙ୍କ ନିର୍ଦ୍ଦେଶ…
ଚେନ୍ନାଇ, ୨୪।୯ : ବର୍ତ୍ତମାନ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଅବସରପ୍ରାପ୍ତ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ଏବଂ ତାମିଲନାଡୁ ରାଜ୍ୟ ପରିବହନ ନିଗମ କର୍ମଚାରୀ ପେନସନ ପାଣ୍ଠି ଟ୍ରଷ୍ଟର ପ୍ରଶାସକଙ୍କୁ ମାଡ୍ରାସ ହାଇକୋର୍ଟ…
ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮୯ ମୃତ, ବହୁ ନିଖୋଜ …
ଦାମାସକସ, ୨୪।୯ : ସିରିଆ ଉପକୂଳରେ ମଝି ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଡଙ୍ଗା ବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୮୯ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ତେଣୁ ମୃତକଙ୍କ…
ମଇଳା ଉଠାଇବାରେ ୮୪ କୋଟିର ଦୁର୍ନୀତି, ଭାଜପାକୁ ଘେରିଲା ଏଏପି…
ନୂଆଦିଲ୍ଲୀ, ୨୪।୯ : ଆମ ଆଦମୀ ପାର୍ଟି ପକ୍ଷରୁ ଭାଜପା ବିରୋଧରେ ଦିଲ୍ଲୀ ଏମସିଡିରେ ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି। ଏଏପିର ଏମସିଡି ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକ କହିଛନ୍ତି ଯେ ମୁଁ ଭାଜପାର ଏମସିଡି ଦୁର୍ନୀତିର ପର୍ଦ୍ଦାଫାଶ୍ କରୁଛି। ମୋ ପାଖକୁ…
‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’
ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର ମୋଟ୍ ଅର୍ଥନୀତିର ଏକ ଚତୁର୍ଥାଂଶ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସତ୍ୱ ହେତୁ…
Archives


