Home

ପାରମ୍ପାରିକ ହିମାଚଳ ପୋଷାକରେ ନଜର ଆସିଲେ ମୋଦି

ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ରବାର ୬ଷ୍ଠ ଥର ପାଇଁ ବାବା କେଦାରନାଥ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ତୀଥପୁରୋହିତମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍‌ପିଜିଙ୍କ ସହ ମନ୍ଦିର ପରିସରରେ ପହଞ୍ଚିଥିଲେ। ବାବା…

ପୁଣି ପ୍ରେମରେ ପଡ଼ିଛନ୍ତି ୟୋ ୟୋ ହନି ସିଂ

ପ୍ରସିଦ୍ଧ ରାପର୍‌ ତଥା ଗାୟକ ୟୋ ୟୋ ହନି ସିଂ ଏବେ ପୁଣି ପ୍ରେମରେ ପଡିଛନ୍ତି। ସ୍ତ୍ରୀ ଶାଲିନୀଙ୍କଠାରୁ ଛାଡପତ୍ର ନେବା ପରେ ସେ ଏବେ ଅଭିନେତ୍ରୀ ତଥା ମଡେଲ ଟିନା ଥାଡନୀଙ୍କୁ ଡେଟ କରୁଛନ୍ତି। ନିକଟରେ ହନି ତାଙ୍କ ଅଫିସିଆଲ…

ଜେଟିକୁ ଫେରୁଛି ବୋଟ୍‌

ବାଲେଶ୍ୱର ଅଫିସ, ୨୧।୧୦: ବନ୍ୟା ହେଉ କି ବାତ୍ୟା, ଏହାର ମୁକାବିଲା ପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ବାତ୍ୟା କେଉଁ ଜାଗାରେ ଲ୍ୟାଣ୍ଡଫଲ୍‌ କରିବ ଏ ପର୍ଯ୍ୟନ୍ତ ଜଣାପଡ଼ିନାହଁି। କୌଣସି ଗୁରୁତ୍ୱପୂର୍ଣ୍ଣ…

ସେବାରେ ଲାଗୁନି ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ଏବେ ଲୋକଙ୍କ ସେବାରେ ଲାଗି ପାରୁନି। ୨୦ ଦିନ ତଳେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଅଚଳ ହୋଇପଡ଼ିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ…

ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ନାଗଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଉଠାଇ ନେଇଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀଙ୍କୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ତେବେ ସୋମବାର ସକାଳେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇ…

ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ୍‌ ମାଗିଲେ ସମୀର

ଧାମନଗର,୨୧।୧୦(ଡି.ଏନ୍‌.ଏ): ଧାମନଗର ଉପନିର୍ବାଚନ ରଣକ୍ଷେତ୍ରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଚାର ମଇଦାନରେ ସାମିଲ ହୋଇଛନ୍ତି। ସେ ଗତ ଦୁଇଦିନ ଧରି ଏହି ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ଭେଟି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ…

ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ

କଟକ ଅଫିସ,୨୧ା୧୦: ଓଡ଼ିଶା ପୋଲିସର ୬୩ତମ ଶହୀଦ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏହି ଦିବସ ପାଳନ ଅବସରରେ ପରେଡରେ ପୋଲିସ ଡିଜି ସୁନିଲ ବଂଶଲ ଅଭିବାଦନ ଗ୍ରହଣ କରିଛନ୍ତି। ଶହୀଦ ପୋଲିସଙ୍କ ଅମରଆତ୍ମାକୁ ପୋଲିସ ଡିଜି…

ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି

ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୮.୩୦ ସମୟରେ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ କେଦାର ବାବାଙ୍କୁ ପ୍ରାର୍ଥନା କରି ଭଗବାନ ଶିବଙ୍କ ରୁଦ୍ରାଭିଷେକ ମଧ୍ୟ କରିଥିଲେ। ଏହା ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ…

‘ଶରଦ ପାଓ୍ବାରଙ୍କ ଗୁଗ୍‌ଲିରେ ବୋଲ୍ଡ ହୋଇଗଲେ ଉଦ୍ଧବ ଠାକ୍‌ରେ’

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଆରପିଆଇ ନେତା ରାମଦାସ ଅଠୱାଲେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅଠୱାଲେ କହିଛନ୍ତି, ପାୱାର ଏପରି ଏକ ରାଜନୈତିକ ଗୁଗଲି ଫିଙ୍ଗିଥିଲେ ଯେ ଉଦ୍ଧବ ଠାକରେ ବୋଲ୍ଡ ହୋଇଥିଲେ।…

ସୁଧୁରୁଛି କରୋନା ସ୍ଥିତି: ଆଜି ରାଜ୍ୟରୁ ୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୭୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୪ ଜଣ ଚିହ୍ନଟ ହୋଇଥିବା…

୯୦ ବର୍ଷୀୟ ଜେଜେମା’ଙ୍କ କାନ୍ଧରେ ୩ ଅନାଥଙ୍କ ବୋଝ

ପାଟଣା,୨୧ା୧୦(ସ୍ବ.ପ୍ର.) ଦୁଇ ବର୍ଷ ପୂର୍ବେ ବାପା ପ୍ରାଣ ହରାଇଥିଲେ। ୩ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଛି। ମା’-ବାପାଙ୍କ ମୃତ୍ୟୁ ପରେ ୩ ପିଲାଙ୍କ ବୋଝ ଏବେ ୯୦ବର୍ଷୀୟା ଜେଜେମା’ଙ୍କ କାନ୍ଧରେ। ନିଜେ ଚଳିବାକୁ ଅକ୍ଷମ ଥିବା ବେଳେ ଏବେ ପିଲାଙ୍କ ଭବିଷ୍ୟତକୁ…

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମୋହର ଲାଗିବ। ଦୀପାବଳି ପୂର୍ବରୁ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri