ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଅଭିନେତ୍ରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ କହିଲେ କାରଣ…
ମୁମ୍ବାଇ: ଛୋଟପରଦା ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ଶର୍ମାଙ୍କ ବିଷୟରେ ଏକ ବଡ଼ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି। ସେ ବୁଧବାର ମୁମ୍ବାଇର ଏକ ଚଳନ୍ତା ଲୋକାଲ ଟ୍ରେନରୁ ଡେଇଁ…
ସାର ଅଭାବ ନାହିଁ, କଳାବଜାର ରୋକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୯ (ରବିନାରାୟଣ ଜେନା): ସମ୍ପ୍ରତି ଧାନଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ୟୁରିଆ ସାର। ହେଲେ ତାହା ସରକାରୀ ବ୍ୟବସ୍ଥା ମଧ୍ୟରେ ଠିକ୍ରେ ମିଳୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଥିପାଇଁ ରାସ୍ତାରୋକୋ, ଧାରଣା, ପାକ୍ସ ସମ୍ମୁଖରେ ଚାଷୀମାନେ ଭୋରରୁ ଲମ୍ବା…
ମୌସୁମୀ ଅଧିବେଶନ ପାଇଁ ବିରୋଧୀ-ଶାସକ ସଜବାଜ
ଭୁବନେଶ୍ୱର,୧୨ା୯(ରବିନାରାୟଣ ଜେନା): ଚଳିତମାସ ୧୮ରୁ ୨୫ ତାରିଖ ଯାଏ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏଥିନେଇ ସେପ୍ଟେମ୍ବର ୧୬ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ରହିଥିବାବେଳେ ବିରୋଧୀମାନେ ଏହି ଅଧିବେଶନ ବେଳେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗୁରୁବାର…
ଏଇ ଭାରତରେ
ଝାଡ଼ଖଣ୍ଡର ବରକୁଲି ଗାଁର ମହିଳା ଜ୍ଞାନଲତା ହେମ୍ରମ୍ ଜୈବିକ ପଦ୍ଧତିରେ ଚାଷ କରିବା ସହ ୧୦ ଲକ୍ଷ ଟଙ୍କାର ବିଜ୍ନେସ ଚଳାଇବାକୁ ସକ୍ଷମ ହୋଇଛନ୍ତି। ୨୦୨୧ରେ ସେ ପ୍ରଫେଶନାଲ ଆସିଟୋନ୍ସ ଫର୍ ଡେଭଲପ୍ମେଣ୍ଟ ଆକ୍ସନ( ପ୍ରଦାନ) ନାମକ ସଂସ୍ଥା ସହଯୋଗରେ ଜୈବିକ…
ସନ୍ଦେହରେ ଗଣତନ୍ତ୍ରର ମୂଳଦୁଆ
ମ ଦେଶର ଗଣତନ୍ତ୍ରର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ପ୍ରଶ୍ନ ଉଠିଛି ଆମ ନିର୍ବାଚନୀ ବ୍ୟବସ୍ଥା ଉପରେ। ନିର୍ବାଚନ କମିଶନ ପ୍ରସ୍ତୁତ କରୁଥିବା ଭୋଟର ତାଲିକା ଉପରେ, ଯାହାର ଆଧାରରେ ଦେଶର ପ୍ରତ୍ୟେକ ନାଗରିକ ଭୋଟଦେବା ପାଇଁ ଯୋଗ୍ୟ ବା ଅଯୋଗ୍ୟ…
ଦାୟିତ୍ୱ ନିର୍ବାହର ଦାୟବଦ୍ଧତା
ଆମମାନଙ୍କର ବ୍ୟକ୍ତିଗତ, ପାରିବାରିକ ଜୀବନ ହେଉ କି ସାମାଜିକ ଜୀବନ ହେଉ ଆମର କିଛି ନା କିଛି ଦାୟିତ୍ୱ ନିଶ୍ଚିତ ରହିଛି। ସେହିସବୁ ଦାୟିତ୍ୱଗୁଡିକୁ ଠିକ୍ ଭାବେ ନିର୍ବାହ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ତେବେ ଆମେ ଯେତେବେଳେ ଏହା…
ୟୁରୋପ ଏତେ ଦୁର୍ବଳ କାହିଁକି
ଆମେରିକାର ଅସ୍ଥିରତା, ଚାଇନାର ଏକଚ୍ଛତ୍ରବାଦ ଓ ରୁଷିଆର ଆକ୍ରମଣାତ୍ମକ ତଥା ବିଦ୍ୱେଷ ଭାବନାକୁ ବିଶ୍ୱ ଏବେ ସାମ୍ନା କରୁଛି। ବିଶ୍ୱରେ ଏଭଳି ସ୍ଥିତିରେ ପରିବର୍ତ୍ତନ ପାଇଁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ବା ଗୋଷ୍ଠୀର ଆବଶ୍ୟକତା ଅନିବାର୍ଯ୍ୟ। ଯଦି ଦେଖାଯାଏ ତେବେ କେବଳ…
ଆମେରିକାର ୟୁଟର୍ନ! ଭାରତର ଗୁଣଗାନ କରୁଛନ୍ତି ଟ୍ରମ୍ପଙ୍କ ନିକଟତମ ସହଯୋଗୀ, କହିଦେଲେ…
ଓ୍ବାଶିଂଟନ,୧୧।୯: ଭାରତର ପ୍ରଶଂସାରେ ଶତମୁଖ ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ସର୍ଜିଓ ଗୋର ଗୁରୁବାର ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନର ବୋଲି କହିଛନ୍ତି। ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ ଆମେରିକାର ହିତଗୁଡ଼ିକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ…
ମୋଦିଙ୍କ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ୪୩ ଭାଜପା ସଦସ୍ୟ, ବଢ଼ିଲା ଚର୍ଚ୍ଚା
ଇମ୍ଫାଲ,୧୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଆଣ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ଗସ୍ତରେ ଯିବାର ଦିନକ ପୂର୍ବରୁ ଗୁରୁବାର ଉଖ୍ରୁଲ ଜିଲା ଫୁଙ୍ଗ୍ୟାର ନିର୍ବାଚନ ମଣ୍ଡଳୀର ଅନୂ୍ୟନ ୪୩ ଜଣ ଭାଜପା ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଚାଲିଥିବା କାର୍ଯ୍ୟକୁ…
ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ତେନ୍ଦୁଲକରଙ୍କ…
୪୪୪ ଦିନିଆ ସ୍ପେଶାଲ FD: SBI, ଇଣ୍ଡିଆନ ବ୍ୟାଙ୍କ, BOB,IDBI ମଧ୍ୟରୁ କିଏ ଦେଉଛି ସବୁଠୁ ଅଧିକ ସୁଧ? ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୯: ଯଦି ଆପଣ ନିରାପଦ ନିବେଶର ପନ୍ଥା ଖୋଜୁଛନ୍ତି, ତେବେ ଫିକ୍ସଡ୍ ଡିପୋଜିଟ (FD) ସର୍ବଦା ଭରସାଯୋଗ୍ୟ ବିକଳ୍ପ ରହିଆସିଛି। ଏଥିରେ ଗ୍ୟାରେଣ୍ଟେଡ୍ ରିଟର୍ନ ମିଳେ ଏବଂ ମାର୍କେଟ ରିସ୍କ ମଧ୍ୟ ନାହିଁ। ସାମ୍ପ୍ରତିକ ସମୟରେ ଅନେକ ସରକାରୀ ଏବଂ ଘରୋଇ…
ଝିଅଙ୍କ ପ୍ରେମିକଙ୍କୁ ଭଲପାଇ ବସିଲେ ମହିଳା, ଫେରାର ହୋଇଯିବାକୁ କରିଥିଲେ ବଡ଼ ପ୍ଲାନ; ହେଲେ…
ମୁମ୍ବାଇ,୧୧।୯: ହସଖୁସିରେ ଜୀବନ ଚାଲିଥିଲା। ହେଲେ ଝିଅଙ୍କ ପ୍ରେମିକଙ୍କୁ ହୃଦୟ ଦେଇ ବସିଲେ ମହିଳା। ଏହାପରେ ଫେରାର ହୋଇଯିବାକୁ ଯୋଜନା ବି କଲେ। ହେଲେ ଆଉ କିଛି ଘଟିଗଲା। ସହରର ଗୋରେଗାଁ ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି।…
Archives


