ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି ଛାଡପତ୍ରର ପଛରେ ପାକିସ୍ତାନ ଅଭିନେତ୍ରୀ ଆୟେଶା ଉମର ଥିବା କୁହାଯାଉଥିଲା। କାରଣ ଶୋଏବ ଏବଂ ଆୟୋଶାଙ୍କ ସୁଇମିଂ ପୁଲ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଉଠିଥିଲା। କିନ୍ତୁ ବର୍ତ୍ତମାନ ଆୟେଶା ଏଭଳି ଖବରକୁ ନେଇ ମୁହଁ ଖୋଲିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଆୟେଶ କହିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ। ମୋର ନାଁ କାହିଁକି ଟାଣି ନିଆଯାଉଛି ମୁଁ ବୁଝିପାରୁ ନାହିଁ। ଶୋଏବଙ୍କ ସହ ମୋର ଫଟୋଶୁଟ ଏକ ବର୍ଷ ପୂର୍ବେ ହୋଇଥିଲା। ଗଣମାଧ୍ୟମ ଏହାକୁ ଭୁଲ ଉପାୟରେ ବ୍ୟବହାର କରିଥିଲା। ଆମ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ମୁଁ କୌଣସି ବିବାହିତ ବ୍ୟକ୍ତିଙ୍କ ଜୀବନରେ ଆସିବାକୁ କେବେ ଚିନ୍ତା ମଧ୍ୟ କରିପାରିବି ନାହିଁ।
ଭାରତର ଟେନିସ ଖେଳାଳି ସାନିଆ ଏବଂ ଶୋଏବ ମଲିକ ‘ମିର୍ଜା ମଲିକ ଶୋ’ରେ ଏକାଠି କାମ କରୁଛନ୍ତି। ବୃତ୍ତିଗତ ପ୍ରତିଶ୍ରୁତି ସେମାନଙ୍କୁ ସର୍ବସାଧାରଣରେ ଛାଡପତ୍ର ଘୋଷଣା କରିବାକୁ ବାରଣ କରିଥିଲା ବୋଲି କୁହାଯାଉଛି। ଶୋଏବ ଏବଂ ସାନିଆ ୨୦୧୦ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି।...

ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍‌ ଭିସା, ମାତ୍ର ୧୨ ଘଣ୍ଟାରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ...

ଦିପ୍ତୀ ନାଭାଲଙ୍କୁ ପୂରିଲା ୬୮: ଆକ୍ଟିଂ କରିବାର ନିଶା ଟାଣି ଆଣିଥିଲା ବଲିଉଡ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିପ୍ତୀ ନାଭାଲ ସୋମବାର  ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୨ ଫେବୃୟାରୀ ୩ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି...

ରଜନୀକାନ୍ତ ଅସୁସ୍ଥ

ହାଇଦ୍ରାବାଦ,୨୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ...

‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ

ମୁମ୍ବାଇ,୧୫।୧୨: ବଲିଉଡ୍‌ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍‌ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ...

ଫିଲ୍ମ ‘ଫନା’ରେ ଆମିର ଖାଁ ଏବଂ କାଜଲଙ୍କ ପୁଅ ହୋଇଥିବା ଶିଶୁ କଳାକାର ଆଜି ନିର୍ଦ୍ଦେଶକ

ଲଣ୍ଡନର ଏକ କମ୍ପାନୀ ପ୍ରସିଦ୍ଧ ଅଭିନେତା ରଣଦୀପ୍‌ ହୁଡାଙ୍କ ‘ରେଟ୍‌ ଅନ୍‌ ହାଇୱେ’ ଏବଂ ଅଭିନେତା ଆଦିଲ ହୁସେନଙ୍କ ସହ ‘ପରୀକ୍ଷା’ ଭଳି ଚଳଚ୍ଚିତ୍ର ନିର୍ମାଣ...

ରୁଷିଆ ସହ ଯୁଦ୍ଧ ଲଢ଼ୁଛନ୍ତି ରାମଚରଣଙ୍କ ବଡିଗାର୍ଡ; ସହାୟତା କରି ଚର୍ଚ୍ଚାରେ…

ହାଇଦ୍ରାବାଦ: ଆଉ ଦିନକ ପରେ ପରଦାକୁ ଆସିବ ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର୍‌ ନଜର...

କିଙ୍ଗଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ପ୍ରଶଂସକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ନଭେମ୍ବର ୨ ଅର୍ଥାତ୍‌ ଗତକାଲି ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍‌ ଦିନରେ କିଙ୍ଗ୍‌ଖାନ୍‌ ପ୍ରଶଂସକମାନଙ୍କୁ ବେଶ୍‌...

Advertisement
Archives

Model This Week