ସ୍ତ୍ରୀ ହରାଇଲେ ଦୃଷ୍ଟିଶକ୍ତି, ହାତ ଛାଡ଼ିଦେଲେ ସ୍ବାମୀ: ଦୁର୍ଘଟଣା ପରେ ସମ୍ପର୍କ ତୁଟିଲା
ବାରିପଦା, ୧୯ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ଜଣେ ମହିଳା ଏବେ ବେସାହାରା ହୋଇପଡ଼ିଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍ପିଏଫ୍ ଯବାନ…
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ, କହିଲେ ସେ ଯେତେବେଳେ ଯାହା ବି…
ଭୁବନେଶ୍ୱର,୧୯ା୯: ବିଜେଡିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ପଦାରେ ପଡୁଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଅସନ୍ତୋଷ ଝାଡୁଛନ୍ତି। ଏହା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ଏମ୍ପି ଦେବାଶିଷ ସାମନ୍ତରାୟ ମଧ୍ୟ ମୁହଁ ଖୋଲିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ…
ସୁଧୁରିଯିବେ ଟ୍ରମ୍ପ:ଭାରତ ଉପରୁ ହଟିଯିବ ଟାରିଫ୍!
କୋଲକାତା,୧୯ା୯:ନଭେମ୍ବର ୩୦ ପରେ ଆମେରିକା ସହ ଟାରିଫ୍ ପ୍ରସଙ୍ଗର ସମାଧାନ ହେବା ନେଇ ଆଶା କରାଯାଉଥିବା ଗୁରୁବାର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍ କହିଛନ୍ତି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଟାରିଫ୍କୁ…
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପତ୍ନୀ ଟାନ୍ସଜେଣ୍ଡର? ଅଭିଯୋଗ ପରେ ରାଜନୀତିରେ ହଇଚଇ, ମାକ୍ରନ କହିଲେ…
ପ୍ୟାରିସ,୧୯।୯: ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପତ୍ନୀ ବ୍ରିଜିଟଙ୍କୁ ନେଇ ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ଆମେରିକୀୟ ଅତି-ଦକ୍ଷିଣପନ୍ଥୀ ଇନଫ୍ଲୁଏନ୍ସର ଏବଂ ରାଜନୈତିକ ସମାଲୋଚକ କାଣ୍ଡାସେ ଓୱେନ୍ସ ଅଭିଯୋଗ କରିଛନ୍ତି ଯେ ମାକ୍ରନଙ୍କ ପତ୍ନୀ ଜଣେ ମହିଳା ନୁହଁନ୍ତି, ବରଂ…
ମୋଦିଙ୍କ ଜନ୍ମଦିନରେ ଭାରତକୁ ଧୋକା ଦେଲା ସାଉଦି ଆରବ: ପାକିସ୍ତାନ ସହ ମିଶି…
ରିୟାଧ୍,୧୯।୯: ଭାରତ ଏବଂ ସାଉଦି ଆରବ ଏପର୍ଯ୍ୟନ୍ତ ଭଲ ସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କକୁ ମଜଭୁତ କରିବା ପାଇଁ ତିନିଥର ସାଉଦି ଆରବ ଗସ୍ତ କରିଥିଲେ। ସେ ଚଳିତ ବର୍ଷ ଏପ୍ରିଲରେ କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ…
ନୂଆ ପଞ୍ଚାୟତ ସମିତି ଗଠନ ଦାବି ଜୋର୍ ଧରିଲା
ମଦନପୁର,୧୯ା୯(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ବର ପୀଠ ନିକଟସ୍ଥ କଲ୍ୟାଣମଣ୍ଡପଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଟି ଏବଂ ମ. ରାମପୁର ବ୍ଲକର ୯ଟି…
ଭାରତକୁ ଧମକାଇଲେ…ଟାରିଫ୍କୁ ନେଇ ଆମେରିକାକୁ ବଡ଼ ଚେତାବନୀ ଦେଲା ରୁଷିଆ
ନୂଆଦିଲ୍ଲୀ,୧୯।୯: ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍ ସମ୍ପର୍କରେ ରୁଷିଆ ଏକ ବଡ଼ ବିବୃତ୍ତି ଜାରି କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, ଏହି ଦୁଇଟି ପ୍ରାଚୀନ ସଭ୍ୟତା ଆମେରିକାର ଅଲ୍ଟିମେଟମ ଆଗରେ ମୁଣ୍ଡ ନୁଆଁଇବ ନାହିଁ।…
କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼
ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସେ ଓ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ର…
ଶୋଇଥିଲେ ସ୍ତ୍ରୀ, ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ସ୍ବାମୀ: ତା’ପରେ ଥାନାକୁ ଯାଇ..
ଜଳେଶ୍ୱର,୧୯।୯(ନବୀନ ସାହୁ): ରାଇବଣିଆରେ ବିଭତ୍ସ ହତ୍ୟା। ରାତିରେ ଶୋଇଥିବାବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିନ୍ତେି ଅଭିଯୁକ୍ତ ଚନ୍ଦ୍ର ମୋହନ ପାତ୍ର। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…
ରେଞ୍ଜରଙ୍କ ପୈତୃକ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ
ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ):ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ ସମେତ ୬ ଜଣିଆ ଭିଜିଲାନ୍ସ କର୍ମଚାରୀ…
ସ୍ତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଡାକିନେଲେ ସ୍ବାମୀ, ଆଉ ତା’ପରେ ଘଟଣାଇଲେ ଏମିତି କାଣ୍ଡ
ବାଲେଶ୍ୱର, ୧୯।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ବେକକୁ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ। ଗାଁ ଲୋକେ ସ୍ବାମୀଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ…
ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କଇଁଛ: ଟ୍ରେନ୍ରୁ ୧୭ କଇଁଛ ଜବତ, ୨ ଗିରଫ
ବାଲେଶ୍ୱର,୧୯।୯(ବାଞ୍ଛାନିଧି ଦେ): ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ୍ର ଆର୍ପିଏଫ୍ ସିଆଇବି (କ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ) ପକ୍ଷରୁ ଗୁରୁବାର ଏକ ଟ୍ରେନ୍ରେ ଚଢାଉ କରାଯାଇଥିଲା। ଭଦ୍ରକ-ଖଡଗପୁର ଡାଉନ ପାସେଞ୍ଜର ଟ୍ରେନ୍ରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ସିଆଇବିର ୩ଜଣିଆ ଟିମ୍ ବାଲେଶ୍ୱରେ…
Archives


