Home

ହଠାତ୍‌ ଫ୍ଲପ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ: ଖୋଲିଗଲା ପୋଲ୍‌

ନୂଆଦିଲ୍ଲୀ,୨୩।୪: IPL 2026ର ପ୍ରଥମ ଚାରି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରିଥିଲେ। କିଛି ଦିନ ପାଇଁ ସେ ଅରେଞ୍ଜ କ୍ୟାପ ମଧ୍ୟ ରଖିଥିଲେ। କିନ୍ତୁ ତାଙ୍କ ବ୍ୟାଟରୁ ହଠାତ୍‌ ରନ ଆସିବା ବନ୍ଦ ହୋଇଯାଇଛି। ବିଫଳତା ଦେଖି ସେ…

ନିଜ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ଯୁବକ, ବାଟରେ ପିଟିଦେଲା ବସ୍‌, ଆଉ ତା’ ପରେ…

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆଉ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକ ଦ୍ୱୟ ଭଞ୍ଜନଗର…

ପେଣ୍ଟାଗନର ଚେତାବନୀ; ବନ୍ଦ ରହିବ ହର୍ମୁଜ ପ୍ରଣାଳୀ, ବଢ଼ିବ ତେଲ ଦର!

ନୂଆଦିଲ୍ଲୀ,୨୩।୪: ଯଦିଓ ଇରାନ ଏବଂ ଆମେରିକା ମଧ୍ୟରେ ଏକ ସ୍ଥାୟୀ ଯୁଦ୍ଧବିରତି ସ୍ଥିର ହୁଏ, ଏହାର ଅର୍ଥ ନୁହେଁ ଯେ ପରିସ୍ଥିତି ତୁରନ୍ତ ସ୍ୱାଭାବିକ ହେବ । ବିଶେଷକରି, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀର…

ଆମ୍ମା କବାଟ ଖୋଲ, ବିବାହ କାର୍ଡ ଦେବୁ: ପାଦ ଛୁଇଁବା ପରେ ଏମିତି କାଣ୍ଡ ଘଟିଲା, ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ତେଣ୍ଡୁଆ ପୋଲିସ ଷ୍ଟେଶନ ଅଧୀନରେ ଥିବା ଡେହରୱାରା ଅଞ୍ଚଳରେ ଦିନ ଦ୍ୱିପହରରେ ଜଣେ ବୃଦ୍ଧ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ତାଙ୍କ ୧୩ ବର୍ଷୀୟା ନାତୁଣୀଙ୍କ…

୬ଦିନ ପାଇଁ ଦିଲ୍ଲୀରୁ ଶିମଲାକୁ ସ୍ଥାନାନ୍ତରିତ ହେବ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ମାଟିରେ ନିର୍ମିତ ୧୭୫ ବର୍ଷ ପୁରୁଣା କୋଠାରେ ରହିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩।୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୨୭ ରୁ ମେ ୨ ପର୍ଯ୍ୟନ୍ତ ଶିମଲା ଗସ୍ତ କରିବେ । ଫଳସ୍ୱରୂପ, ଏହି ଛଅ ଦିନ ପାଇଁ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ପ୍ରକାର ଦିଲ୍ଲୀରୁ ଶିମଲାକୁ ସ୍ଥାନାନ୍ତରିତ ହେବ। ଏହାର ଏକ କାରଣ…

ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬: LIVE ଅପ୍‌ଡେଟ୍ସ

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬ ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହେଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା…

‘ବଲାଙ୍ଗୀରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍‌’

ଭୁବନେଶ୍ୱର,୨୩।୪(ରବିନାରାୟଣ ଜେନା): ପଶ୍ଚିମ ଓଡ଼ିଶାର ଶିଳ୍ପ ପରିବେଶକୁ ସୁଦୃଢ଼ କରିବା ପାଇଁ ବୁଧବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି,…

ଇରାନକୁ ‘Thank You’ କହିଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୨୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଇରାନ ୮ ଜଣ ମହିଳା ପ୍ରତିବାଦକାରୀଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିଛି। ଏହାକୁ ଏକ ଭଲ ଖବର। ତାଙ୍କ ଆବେଦନର ଜବାବରେ, ଇରାନ ସେମାନଙ୍କ ଦଣ୍ଡକୁ ହ୍ରାସ…

IPL ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି କାରନାମା କଲେ ଜୋଫ୍ରା ଆର୍ଚର: ଲେଖିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୨୩।୪: ଜୋଫ୍ରା ଆର୍ଚର ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ମେଡେନ ଓଭର ବୋଲିଂ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ପୂର୍ବରୁ ଅନେକ…

ପଞ୍ଚମ ପରାଜୟ ପରେ ରିଷଭ ପନ୍ତଙ୍କ ସହ ଏମିତି କାମ କଲେ ଲକ୍ଷ୍ନୌ ମାଲିକ ସଞ୍ଜୟ ଗୋଏଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୩।୪: IPL 2026 ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପରାଜୟ ବରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମୋଟ ୧୫୯ ରନ କରିଥିଲା। ଜବାବରେ ସମଗ୍ର LSG ଦଳ ମାତ୍ର ୧୧୯ ରନ୍‌ରେ ଅଲଆଉଟ…

ରାଜନୀତିରେ ବାଦବିବାଦ, ବ୍ୟକ୍ତିଗତ କାର୍ଯ୍ୟରେ ବିଜେଡି-ଭାଜପା ଏକାଠି ହୋଇ…

ଗଞ୍ଜାମ,୨୩ା୪(ବିଦ୍ୟାଧର): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ପିତା ତଥା ଧର୍ମପରାୟଣ ବ୍ୟକ୍ତି କାଶୀନାଥ ପାଢ଼ୀଙ୍କ ବିୟୋଗ ଘଟିଥିଲା। ବୁଧବାର ସ୍ବର୍ଗତ ପାଢ଼ୀଙ୍କର ଦ୍ୱାଦଶ ଦିବସରେ ସାନ ବଜାରସ୍ଥିତ ନିଜ ବାସଭବନ ଠାରେ…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ, ସକାଳୁ ସକାଳୁ…

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି, ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ବଲାଙ୍ଗୀରରେ ଭାରତ ବନ୍ଦ ପାଳନର ପ୍ରଭାବ ଅନୁଭୂତ ହୋଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?