Home

ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା ୨ ବର୍ଷ…

ନୂଆଦିଲ୍ଲୀ, ୨୫।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସଚିବ ଅଜୟ କୁମାର ସିଂଙ୍କ କାର୍ଯ୍ୟକାଳ ଦୁଇ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଏବେ ଅଜୟ କୁମାରଙ୍କ କାର୍ଯ୍ୟକାଳ ୨୫ ସେପ୍ଟେମ୍ବର ୨୦୨୪…

ଶପିଂ କରିପାରିବି ୩୬୫ ଦିନ

ପିଲାଦିନ: ଯାଜପୁର ଜିଲା ନୀଳାଦେଇ ପୁରରେ ମୋ ଗାଁ। ସେଇ ଗାଁରେ ଅଛି ମୋର ଅନେକ ସ୍ମୃତି। ପିଲାଦିନେ ମୁଁ ଗାଁ ଆମ୍ବ ତୋଟାରୁ ଆମ୍ବ ତୋଳୁଥିଲି, ଅନ୍ୟ ବାଡିରୁ ପିଜୁଳି, କୋଳି ଚୋରି କରୁଥିଲି। ହେଲେ ଏସବୁ କରିବାବେଳେ ମୁଁ…

ପାକିସ୍ତାନରୁ ଆସିଥିବା ପ୍ରଦୀପ ଜ୍ୟୋତି ପୂଜା ଉପରେ ରୋକ ଲଗାଇଲେ ଗେହଲୋଟ ସରକାର …

ଜୟପୁର, ୨୫।୯ : ରାଜସ୍ଥାନର ସୀମାନ୍ତ ବାଡମେର ଜିଲାରେ ଅବସ୍ଥିତ ହିଙ୍ଗଲାଜ ମାତା ମନ୍ଦିରରେ ନବରାତ୍ରୀ ସମୟରେ ପୂଜାପାଠ ଉପରେ ଲାଗିଥିବା ନିଷେଧାଦେଶକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରକାରଙ୍କୁ ଭାଜପା ନେତା…

ଶାଶୁ ଶ୍ୱଶୁରଙ୍କୁ ଉପହାର ଦେଇଥିଲି

ଦୁଇହଜାର ପାଞ୍ଚ ମସିହା, ଫେବୃୟାରୀ ମାସ। ତାରିଖ ଠିକ୍‌ ଭାବେ ମନେନାହିଁ। ସେଣ୍ଟ୍ରାଲ ବ୍ୟାଙ୍କରୁ ଉଠାଇଥିଲି ପନ୍ଦରଶହ ଟଙ୍କା, ସରକାରୀ ଚାକିରି ଜୀବନର ମୋ ପ୍ରଥମ କମାଣି। ଜାନୁୟାରୀ ମାସରେ ଯୋଗ ଦେଇଥିଲି ଶିକ୍ଷୟିତ୍ରୀ ଭାବେ। ଦରମା ଆସିବା ପର୍ଯ୍ୟନ୍ତ ଖର୍ଚ୍ଚ…

ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ହାଇଦ୍ରାବାଦରେ ଖେଳାଯିବ। ସିରିଜ ହାତେଇବା ପାଇଁ ଉଭୟ ଦଳ ପଡିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚରେ ଭାରତକୁ ଚାରି ଉଇକେଟରେ ପରାଜୟର…

ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି-ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ମନଲାଖି ଭୂମିକାଟିଏ ପାଇବା ପରେ ଚଙ୍କି ତନୟା ଅନନ୍ୟା ପାଣ୍ଡେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ସମାଜ ସେବା ଉପରେ ପର୍ଯ୍ୟବସିତ ଏକ ଫିଲ୍ମରେ ସେ…

ଦୁର୍ଗାପୂଜାରେ ତିତିଲି

ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ତିତିଲି’। ଏ ସମ୍ପର୍କରେ ନିକଟରେ ପ୍ରଯୋଜନା ସଂସ୍ଥା ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟାନରରେ ନିର୍ମିତ ପଞ୍ଚମ ଫିଲ୍ମଟି ସେପ୍ଟେମ୍ବର ୩୦ରେ ପରଦା ଉପରକୁ ଆସିବ।…

ପାଠକୀୟ ସ୍ବୀକୃତି ମୋ ପାଇଁ ସବୁକିଛି

ଦୀର୍ଘ ତିନି ଦଶନ୍ଧିରୁ ଅଧିକ ହେବ ସେ ରଚନା କରିଚାଲିଛନ୍ତି ଏକାଧିକ ଗଳ୍ପ, ନାଟକ, ଉପନ୍ୟାସ ପୁଣି ଇଞ୍ଜିନିୟରିଂ ଓ ବାସ୍ତୁଶାସ୍ତ୍ର ସମ୍ପର୍କିତ ଅନେକ ପୁସ୍ତକ । କେତେକ ହିନ୍ଦୀ ଓ ଇଂଲିଶ ପୁସ୍ତକକୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ରଚିତ…

ସ୍କୁଟିରେ ଭର୍ତ୍ତି କଲେ ୫୫ ହଜାର ଟଙ୍କାର ପେଟ୍ରୋଲ…

ଥାଣେ, ୨୫।୯ : ପେଟ୍ରୋଲ ପମ୍ପରେ କମ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଛି, କିନ୍ତୁ ମହାରାଷ୍ଟ୍ରର ଥାଣେରେ ଏହାର ଓଲଟା ଘଟିଛି। ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କଠାରୁ ୫୫ ହଜାର ଟଙ୍କା ଆଦାୟ କରାଯାଇଛି।…

ଫୁଲରୁ ସୌନ୍ଦର୍ଯ୍ୟ

ବ୍ୟୁଟି ପ୍ରଡକ୍ଟ ତିଆରି କରିବାରେ ଫୁଲର ବ୍ୟବହାର ସବୁଠୁ ଅଧିକ ହୋଇଥାଏ ବୋଲି ସର୍ବେକ୍ଷଣ କୁହେ। କାରଣ ଫୁଲରେ ଏମିତି ଅନେକ ପ୍ରକାରର ଭିଟାମିନ୍ସ ଓ ମିନେରାଲ୍ସ ରହିଥାଏ, ଯାହା କେତେକ ତ୍ୱଚାଜନିତ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଏହା…

କାଙ୍କଡ଼ପାଳରେ ଫାଙ୍କା ଗୁଳିମାଡ଼, ଭୟରେ ଛାତରୁ ଖସି ଜଣେ ଆହତ

ଢେଙ୍କାନାଳ ଅଫିସ,୨୫ା୯: ଢେଙ୍କାନାଳ ସଦରଥାନା କାଙ୍କଡ଼ପାଳ ଗାଁରେ ଶନିବାର ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡ଼ି ଜଣେ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି କାଙ୍କଡ଼ପାଳ ଗାଁ ମଝିରେ…

ଭାରତ-ଚାଇନା ସହିତ ସମ୍ପର୍କ ନେଇ ଦ୍ୱନ୍ଦ୍ୱରେ ଶ୍ରୀଲଙ୍କା…

କଲମ୍ବୋ, ୨୫।୯ : ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ଖୁବ ଶୀଘ୍ର ଉଭୟ ଭାରତ ଏବଂ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବେ। ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) କୁ ଚୂଡ଼ାନ୍ତ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri