୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଲ୍ଫାବେଟ୍
ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ସମୟରେ ଟେକ୍ନୋଲୋଜି କ୍ଷେତ୍ରର ଅନେକ ବଡ଼ କମ୍ପାନୀ ଛଟେଇ କରୁଛନ୍ତି। ଏହି କ୍ରମରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ବିଶ୍ୱବ୍ୟାପି ଏହାର ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏନେଇ ଗୁଗୁଲ ସିଇଓ ଷ୍ଟକ୍ ମେମୋରେ ସୂଚନା ଦେଇଛନ୍ତି।…
ପିଓକେକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ
ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚିଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପଡ଼ୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ଦାରିଦ୍ର ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…
ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ଆଶ୍ୱସ୍ତି: ଗିରଫଦାରୀ ଉପରେ ଲାଗିଲା ରୋକୋ
ନୂଆଦିଲ୍ଲୀ,୨୦।୧: ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫଦାରୀରୁ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ‘କାଳୀ’ ପୋଷ୍ଟର ବିବାଦକୁ ନେଇ ୪ଟି ରାଜ୍ୟରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ମଧ୍ୟ କୌଣସି…
ସ୍ଥଗିତ ହେଲା ଅନିଲ ଦେଶମୁଖଙ୍କ ଜାମିନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି
ମୁମ୍ବାଇ,୨୦।୧: ୧୦୦ କୋଟି ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନ ବିରୋଧରେ ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏହି ମାମଲାର ଶୁଣାଣି ଜାନୁଆରୀ ୨୩ରେ ହେବ ବୋଲି…
କାଳ ଭୈରବଙ୍କ ଦର୍ଶନରୁ ଆରମ୍ଭ ହେଲା ନଡ୍ଡାଙ୍କ ମିଶନ ୨୦୨୪
ବାରାଣସୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମିଶନ ୨୦୨୪ରେ ବାହାରିପଡ଼ିଛନ୍ତି। ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ଜେ.ପି ନଡ୍ଡା ଉତ୍ତରପ୍ରଦେଶ ବାରାଣସୀରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପୂର୍ବରୁ ସେ ପ୍ରଥମେ କାଶୀର କୋତଓ୍ବାଲ ବାବା…
‘ଦ ନାଇଟ୍ ମ୍ୟାନେଜର’ର ଦମ୍ଦାର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଅନିଲ କପୁର ଓ ଆଦିତ୍ୟ କପୁରଙ୍କ ଅଭିନିତ ଓ୍ବେବ ସିରିଜ୍ ‘ଦ ନାଇଟ ମ୍ୟାନେଜର’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ଅନିଲ କପୁରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିବା ବେଳେ ଆଦିତ୍ୟ ମଧ୍ୟ ନିଆରା ଅନ୍ଦାଜରେ…
ଶିଳ୍ପାଙ୍କ ଜବରଦସ୍ତ ଡ୍ୟାନ୍ସ
ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଫିଟ୍ନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଶିଳ୍ପା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ଅଧିକାଂଶ ସମୟରେ ସେ ତାଙ୍କର ଷ୍ଟାଇଲିସ୍ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥାନ୍ତି। ସେ ଏବେ ତାଙ୍କର ଏକ…
୪ଟାରେ ଖବରଦାତା ସମ୍ମିଳନୀ କରିବେ ବ୍ରଜଭୂଷଣ
ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂ ଶୁକ୍ରବାର ଅପରାହ୍ନ ୪ ଟାରେ ଏକ ଖବରଦାତା ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ…
‘କାହାକୁ ଦୁଃଖ ଦେବା ପୂର୍ବରୁ ଦୁଇଥର ଭାବ’
ମୁମ୍ବାଇ: ଡ୍ରାମାକୁଇନ୍ ରାଖୀ ସାଓ୍ବନ୍ତ ଆଜିକାଲି ଅନେକ ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୁମ୍ବାଇ ପୋଲିସ ପଚରାଉଚରା କରିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶେର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ରାଖୀଙ୍କୁ ଗୁରୁବାର…
କ୍ୟାଟ୍ରିନାଙ୍କୁ ଆଡ଼ ଆଖିରେ ଚାହିଁଲେନି ରଣବୀର-ଆଲିଆ
ମୁମ୍ବାଇ: ଆଫେୟାର ଏବଂ ବ୍ରେକଅପ୍ ବଲିଉଡରେ କିଛି ନୂଆ କଥା ନୁହେଁ। ବହୁ ବର୍ଷ ଧରି ସମ୍ପର୍କ ଥିବା ସତ୍ତ୍ୱେ ଅନେକ ଷ୍ଟାର୍ ବିବାହ କରିପାରି ନାହାନ୍ତି। ସେମାନଙ୍କର ରାସ୍ତା ଅଲଗା ହୋଇଯାଇଛି। ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ୍ ସେମାନଙ୍କ…
ଏୟାର ଇଣ୍ଡିଆ କମ୍ପାନୀ ଉପରେ ଲାଗିଲା ୩୦ ଲକ୍ଷ ଜରିମାନା
ନୂଆଦିଲ୍ଲୀ,୨୦।୧: ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଡିଡିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏଥିସହ ସଠିକ୍ କର୍ତ୍ତବ୍ୟ ପାଳନ ବିଫଳ ଯୋଗୁ ବିମାନର ପାଇଲଟ-ଇନ-କମାଣ୍ଡର ଲାଇସେନ୍ସକୁ ୩ ମାସ ପାଇଁ…
ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୦।୧: ଆଜିକାଲି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ରେ ଦଳ ୧୨ ରନ୍ରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଭ୍ରମଣକାରୀ ଦଳକୁ ୩୫୦ ରନ୍ର ଟାର୍ଗେଟ୍ ଦେଇଥିଲା। ଏହାର…
Archives


