Home

ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ,୬ା୧: ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ସ୍ବତନ୍ତ୍ର ଅଟେ। ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ…

୩୨ ବର୍ଷ ବିତିଲା, ସରୁନି ରାସ୍ତା କାମ

ପ୍ରୀତିପୁର,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏକ ରାସ୍ତା କାମ ୩୨ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନି। ଏଭଳି ଅବହେଳାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରିପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ଲକର ଜରି ଛାନ୍ଦମୁଣ୍ଡ ଗ୍ରାମର ବିସିଜେ ହାଇସ୍କୁଲ…

ସଙ୍କୁଚିତ ହେଉଛି ବୈତରଣୀ

ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ…

ମାଞ୍ଚେଷ୍ଟର ସିଟି ସହ ଜିଓର ସହଭାଗିତା

ନୂଆଦିଲ୍ଲୀ,୬।୧: ମାଞ୍ଚେଷ୍ଟର ସିଟି କ୍ଲବ୍‌ ବୁଧବାର ଦେଶର ଅଗ୍ରଣୀ ପ୍ରାଇଭେଟ୍‌ ଟେଲିକମ୍‌ ସଂସ୍ଥା ଜିଓ ସହିତ ତାର ନୂତନ ଆଞ୍ଚଳିକ ଭାଗିଦାରୀ ରୂପେ ଚୁକ୍ତିନାମା କରିଛି ବୋଲି ମାଞ୍ଚେଷ୍ଟର ସିଟି କ୍ଲବ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା ମ୍ୟାନ୍‌ସିଟିର ଓଟିଟି…

କ୍ଷମା ମାଗିଲେ ସୋନୁ

ମୁମ୍ବାଇ: ସୋନୁ ସୁଦ୍‌ ତାଙ୍କର ଏକ ଭିଡିଓ ନେଇ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଗତ ଡିସେମ୍ବର ୧୩ରେ ସେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍‌ ଡୋର ପାଖରେ ବସି ଏକ ଭିଡିଓ କରିଥିଲେ। ସେ ସେହି ଭିଡିଓକୁ ସୋସିଆଲ ମିଡିଆରେ…

ସବୁଠୁ ବଡ଼ ସୁଇମିଂପୁଲ୍‌

ସାଣ୍ଟିଆଗୋ: ଯେଉଁମାନେ ନଦୀ ଏବଂ ସମୁଦ୍ରରେ ଗାଧୋଇବାକୁ ଡରନ୍ତି, ସେମାନେ ସୁଇମିଂପୁଲ୍‌ରେ ତାଙ୍କର ଏହି ଇଚ୍ଛା ପୂରଣ କରନ୍ତି। ବର୍ତ୍ତମାନ ପ୍ରାୟ ସମସ୍ତ ରିସର୍ଟରେ ସୁଇମିଂପୁଲ୍‌ର ବ୍ୟବସ୍ଥା ରହିଛି। ଏହା ଛୋଟ ଏବଂ ବେଶି ଗଭୀର ହୋଇ ନ ଥିବାରୁ ଅତ୍ୟନ୍ତ…

‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ

ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ଯେଉଁଠାରେ ବଜର ରାତି ୮ଟାରେ ବନ୍ଦ ହୋଇଯାଉଛି ସେଠାରେ କମ ସନ୍ତାନ ପ୍ରସବ ହେଉଛନ୍ତି…

ଯୁଦ୍ଧ ଅନାଥଙ୍କ ବିଶ୍ୱ ଦିବସ: ଶାନ୍ତି ଦ୍ୱାରା ହୃଦୟ ଜୟ ହିଁ ପ୍ରକୃତ ବିଜୟ

ଶାନ୍ତି ଏବଂ ସହନଶୀତଳତା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା। ସ୍ନେହ ପ୍ରେମ ଭଲ ପାଇବା ଏବଂ ଶାନ୍ତି ଦ୍ୱାରା ହୋଇଥିବା ହୃଦୟ ଜୟ ହିଁ…

ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୬।୧: ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସିଇଏସ୍‌ ୨୦୨୩ ପୂର୍ବରୁ ଏହାର ନୂଆ ନିଓ କ୍ୟୁଏଲ୍‌ଇଡି, ମାଇକ୍ରୋ ଏଲ୍‌ଇଡି ଓ ସାମ୍‌ସଙ୍ଗ୍‌ ଓ ଏଲ୍‌ଇଡି ଶୃଙ୍ଖଳା ସମେତ ନୂଆ ଲାଇଫ୍‌ଷ୍ଟାଇଲ୍‌ ପ୍ରଡକ୍ଟ ଓ ଆସେସୋରିଜ୍‌ର ଉନ୍ମୋଚନ…

ତନିସ୍କରେ ଫେଷ୍ଟିଭାଲ ଅଫ୍‌ ଡାଇମଣ୍ଡ୍ସର ଶୁଭାରମ୍ଭ

ଭୁବନେଶ୍ୱର,୬ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ‘ଫେଷ୍ଟିଭାଲ ଅଫ୍‌ ଡାଇମଣ୍ଡ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୀରା ଗହଣାର ସର୍ବବୃହତ୍‌ ସମ୍ଭାର ‘ସମର ଏଡିଟ୍‌-୨୩’ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ମୁଦି, ପେଣ୍ଡେଣ୍ଟ,…

ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ‘ଉଦ୍ୟୋଗିନୀ’

ଭୁବନେଶ୍ୱର,୬।୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ଦ୍ୱାରା ପରିଚାଳିତ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ପକ୍ଷରୁ ନିକଟରେ ଏକ ନୂତନ ପ୍ରକଳ୍ପ ‘ଉଦ୍ୟୋଗିନୀ’ ଶୁଭାରମ୍ଭ କରାଯାଇଛି। ଏପରିକି ୪,୧୦୦ ମହିଳା ସଦସ୍ୟାଙ୍କୁ ନେଇ ଉକ୍ତ ମହିଳା ସମବାୟ ସମିତି ପରିଚାଳିତ ହେଉଛି।…

ହ୍ରାସ ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୬।୧: ଗତ ବର୍ଷର ଶେଷ ମାସରେ ଭାରତୀୟ ଅଟୋ ବଜାରରେ ଗାଡ଼ି ବିକ୍ରି ମାନ୍ଦା ରହିଥିବା ସୂଚନା ମିଳିଛି। ଏପରିକି ୨୦୨୨ ଅକ୍ଟୋବର ଏବଂ ନଭେମ୍ବର ମାସରେ ଗାଡ଼ି ବିକ୍ରିରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ, ଡିସେମ୍ବରରେ ଏହାର ସଂଖ୍ୟା ହ୍ରାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri