‘ସ୍ଥାୟୀ ସମାଧାନ ସନ୍ଧାନ ଦିଗରେ ପ୍ରତିବଦ୍ଧ’

ନୂଆଦିଲ୍ଲୀ,୧୩।୩: ଦ ନଜ୍‌ ସେଂଟର୍‌ ଫର୍‌ ସୋସିଆଲ ଇନୋଭେଶନ ଓ ଆଶୀର୍ବାଦ ପାଇପ୍‌ସ ପକ୍ଷରୁ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ସହଭାଗିତାରେ ଆଶୀର୍ବାଦ ୱାଟର ଚ୍ୟାଲେଞ୍ଜର ୭ଜଣ ଫାଇନାଲିଷ୍ଟଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ବିଶେଷ କରି ଶ୍ରେଷ୍ଠ ୨୫ ୱାଟର ଇନୋଭେଟରଙ୍କ ମଧ୍ୟରୁ ଉକ୍ତ ଫାଇନାଲିଷ୍ଟମାନଙ୍କୁ ଚୟନ କରାଯାଇଛି।

ସୂଚନାଯୋଗ୍ୟ ୨୦୨୨ରେ ୧୪୦ଜଣ ଆବେଦନକାରୀଙ୍କ ମଧ୍ୟରୁ ଉପରୋକ୍ତ ପ୍ରତିଯୋଗୀଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଯେଉଁମାନଙ୍କ ଉଦ୍ଭାବନଗୁଡିକ ମଧ୍ୟରେ ୱାଟର ଲିକେଜ୍‌ ଓ ବିତରଣ ପାଇଁ ସମାଧାନ, ବର୍ଜ୍ୟଜଳ ବିଶୋଧନ, ଜଳ ବିଶୁଦ୍ଧିକରଣ, ଜଳର ବାୟୁମଣ୍ଡଳୀୟ ଉପତ୍ାଦନ ଓ ଜଳ ଇକୋସିଷ୍ଟମଗୁଡିକୁ ସକ୍ଷମ କରିବା ଆଦି ସାମିଲ ରହିଥିଲା। ଏହି ସମାଧାନଗୁଡିକ ମଧ୍ୟରୁ ଅନେକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ମେଶିନ୍‌ ଲର୍ଣ୍ଣିଂ ଭଳି ଟେକ୍ନୋଲୋଜିଗୁଡିକର ବ୍ୟବହାର କରିଛନ୍ତି। ଏପରିକି ଆଗାମୀ ଦିନରେ ଏହା ବେଶ ମୂଲ୍ୟସାପେକ୍ଷ ହେବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଏ ଗୁଡିକ ଦେଶବ୍ୟାପୀ ଜଳର ଅଭାବ ଥିବା ଘରଗୁଡିକ ପାଇଁ ସମ୍ଭାବ୍ୟ ରୂପେ ଉପଯୋଗୀ ଅଟେ।

ଏ ସମ୍ପର୍କରେ ଦ ନଜ୍‌ ପ୍ରାଇଜ୍‌ର ନିର୍ଦ୍ଦେଶିକା କନିଷ୍କା ଚାଟର୍ଜୀ କହିଛନ୍ତି, ଜଳ କ୍ଷେତ୍ରରେ ଥିବା ବୃହତ୍‌ ଇକୋସିଷ୍ଟମକୁ ଯେଉଁଭଳି ଭାବେ ଦ/ନଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସମର୍ଥନ କରିବା ପାଇଁ ଆଗେଇ ଆସିଛି ତାହା ପ୍ରେରଣାଦାୟକ ଓ ଉତ୍ସାହଜନକ ଅଟେ। ସେହିଭଳି ଆଶୀର୍ବାଦ ପାଇପ୍‌ସର ପରିଚାଳନା ନିର୍ଦ୍ଦେଶକ ଦୀପକ ମେହୋତ୍ରା କହିଛନ୍ତି, ଜଳ ସୁରକ୍ଷା ଆମ ଦେଶ ପାଇଁ ଏକ ପ୍ରମୁଖ ସମସ୍ୟା ଏବଂ ଆଶୀର୍ବାଦ ପାଇପ୍‌ସ ସ୍ଥାୟୀ ସମାଧାନ ସନ୍ଧାନ କରିବା ଦିଗରେ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri