Home

ଶ୍ରୀଲଙ୍କା ଆଗରେ ପାହାଡ଼ ଭଳି ଟାର୍ଗେଟ: ୫୦ ଓଭରରେ ଭାରତ ୩୭୩/୭

ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌। ଅଧିନାୟକ ରୋହିତ ଶର୍ମା, ଓପନର୍‌ ଶୁଭମନ ଗିଲ ଏବଂ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ବିରୋଧୀ ଟିମ୍‌ ଆଗରେ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ…

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ ଉପରେ ରାଜ୍ୟପାଳ ଆର.ଏନ ରବିଙ୍କ ମନ୍ତବ୍ୟ ଶାସକ ବିଧାୟକଙ୍କୁ ଅସନ୍ତୁଷ୍ଟ କରିଛି। ମଙ୍ଗଳବାର ଡିଏମକେ…

ଦ୍ୱିତୀୟ ବିବାହ ଲାଗି ଦିନ ଗଣିଲେଣି ହ୍ରିତିକ ! ଚଳିତ ବର୍ଷ ମିଳିପାରେ…

ବମ୍ବେ: ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ। ଚଳିତ ବର୍ଷ ସେ ପ୍ରେମିକା ସବା ଆଜାଦଙ୍କ ହାତ ଧରିପାରନ୍ତି। ଉଭୟ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଏଣୁ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର…

ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିବାଦ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପାଇଁ କଂଗ୍ରେସର ଦାବି…

ଥିରୁଭାନନ୍ତପୁରମ୍‌,୧୦।୧ : କେରଳରେ ଏକ ସରକାରୀ ବିଦ୍ୟାଳୟରେ ଯୁବ ମହୋତ୍ସବର ଉଦଘାଟନ ଉତ୍ସବ ସମୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏନେଇ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି…

ଦଳରୁ ଶତକ-ଦ୍ୱିଶତକ ମାରିଥିବା ଖେଳାଳି ବାହାର, ଚମକାଇଲା ରୋହିତଙ୍କ ନିଷ୍ପତ୍ତି

ଗୁଆହାଟି,୧୦।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ଗୁଆହାଟିର ବାରସପାରା ଷ୍ଟାଡିୟମରେ ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଉଛି। ତେବେ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ…

କୋଟିଶ୍ୱର ସିଂ ଗୁଆହାଟୀ ହାଇକୋର୍ଟ ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତ…

ଗୁଆହାଟୀ,୧୦।୧ : ଜ ଷ୍ଟିସ ଏନ.କୋଟିଶ୍ୱର ସିଂଙ୍କୁ ଗୁଆହାଟୀହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନ୍ୟାୟ ବିଭାଗ, ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଜଷ୍ଟିସ କୋଟିଶ୍ୱର ସିଂ ଜାନୁଆରୀ ୧୨ ରୁ…

ବିଧାନସଭା ନିର୍ବାଚନ ପୂର୍ବରୁ ବସଯାତ୍ରା ଅଭିଯାନ ଘୋଷଣା କଲା କଂଗ୍ରେସ…

ବେଙ୍ଗାଲୁରୁ,୧୦।୧ : କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ବସ ଯାତ୍ରା ଆରମ୍ଭ ପାଇଁ ଘୋଷଣା କରାଯାଇଛି। ଏହି ଯାତ୍ରାର ଉଦ୍ଦେଣ୍ୟ ରାଜ୍ୟରୁ କ୍ଷମତାସୀନ ଭାଜପାକୁ କ୍ଷମତାଚ୍ୟୁତ କରିବା ବୋଲି କଂଗ୍ରେସ କହିଛି। ବସଯାତ୍ରା ଅଭିଯାନ ବେଲଗାଭିରୁ ଆରମ୍ଭ କରାଯିବ…

ଚାଇନାର ଧମକ ପରେ ଜର୍ମାନୀର ସହାୟତା ଲୋଡିଲା ତାଇଓ୍ବାନ…

ତାଇପେଇ ସିଟି/ବେଜିଂ,୧୦।୧ : ଚାଇନାର ଧମକ ପରେ ତାଇଓ୍ବାନ କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଜର୍ମାନୀର ସହାୟତା ଲୋଡ଼ିଛି। ତାଇଓ୍ବାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ବେନ ଜର୍ମାନୀ ସାଂସଦଙ୍କ ସହିତ ଏକ ବୈଠକରେ ମଙ୍ଗଳବାର ଚାଇନା ଧମକ ନେଇ ଆବଶ୍ୟକ…

ଜାପାନ-ଅଷ୍ଟ୍ରେଲିଆ ବନ୍ଧୁତା ବୃଦ୍ଧି ନେଇ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ଥିତି ମନେ ପକାଇଲା ଚାଇନା…

ବେଜିଂ,୧୦।୧ : ଅଷ୍ଟ୍ରେଲିଆର କ୍ଷମତାସୀନ ବାମପନ୍ଥୀ ସରକାର ଚାଇନା ସହିତ ମିତ୍ରତା ହାତ ବଢ଼ାଇବାର ପ୍ରୟାସ କରୁଛନ୍ତି। ତେବେ ଏହାକୁ ନେଇ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର କୌଣସି ମତାମତ ଦେବାକୁ ପଛଘୁଞ୍ଚା ଦେବାରେ ଲାଗିଛନ୍ତି। ଜାପାନ ସହିତ ଅଷ୍ଟ୍ରେଲିଆ…

ଦକ୍ଷିଣ କୋରିଆ ନାଗରିକଙ୍କ ଶର୍ଟ ଟର୍ମ ଭିଜା ଉପରେ କଟକଣା ଜାରି କଲା ଚାଇନା…

ବେଜିଂ,୧୦।୧ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ସ୍ଥିତିରେ ରହିଛି। କେତେକ ଦେଶ ଏବେ ଚାଇନାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି। ଏହାକୁ ନେଇ ଚାଇନା କ୍ରୋଧ ପ୍ରକାଶ କରିବା ସହିତ ଏହାକୁ ନିନ୍ଦା କରିଛି। ଏବେ…

ମୂଳ ଭାରତୀୟ ନାସାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ନିଯୁକ୍ତ…

ଓ୍ବାଶିଂଟନ,୧୦।୧ : ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି। ଟେକ୍ନୋଲୋଜି ନୀତି ଏବଂ ସ୍ପେସ ପ୍ରୋଗ୍ରାମ ଉପରେ ସେ ନାସା ମୁଖ୍ୟ ବିଲ ନେଲସନଙ୍କ ମୁଖ୍ୟ ପରାମର୍ଶଦାତା…

ଦେଢ଼ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri