୨୦୨୩ ସୁଦ୍ଧା ଗୋଆରେ ଖୋଲିବ ୫ଶହ ସିନେମା ହଲ୍
ପଣଜୀ,୬।୧୨: ୨୦୨୩ ମାର୍ଚ୍ଚରେ ଭାରତର ଗ୍ରାମାଞ୍ଚଳର ଲୋକମାନେ ନିଜ ଗାଁରେ ସିନେମା ଉପଭୋଗ କରିପାରିବେ। ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢ଼ାଇବା ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ବର୍ଷ ସରକାର ସିଏସ୍ସି ମାଧ୍ୟମରେ ଗାଁରେ ସିନେମା…
ଶୀତଦିନେ ଖାଆନ୍ତୁ କମଳା
ଶୀତଦିନେ ବଜାରରେ କମଳା ସହଜରେ ଉପଲବ୍ଧ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ। ଭିଟାମିନ ସିରେ ଭରପୂର କମଳା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ବ୍ୟତୀତ, କମଳା ଆପଣଙ୍କୁ ଶୀତ କାରଣରୁ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟସମସ୍ୟାକୁ ଦୂର…
ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…
ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ରୁଷିଆ ଜାପାନ ନିକଟସ୍ଥ ବିବାଦୀୟ କୁରିଲ ଦ୍ୱୀପପୁଞ୍ଜରେ କ୍ଷେପଣାସ୍ତ୍ର…
ମଦ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ପୁଣି ଥରେ ସମନ ପଠାଇଲା ସିବିଆଇ
ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ସିବିଆଇ ପୁଣି ଥରେ ସମନ କରିଛି। ଟିଆରଏସ୍ ଏମ୍ଏଲ୍ସିର କବିତାଙ୍କ ବୟାନ ରେକର୍ଡ ଡିସେମ୍ବର ୧୧ରେ ପୂର୍ବାହ୍ନ ୧୧ଟାରେ ତାଙ୍କ ହାଇଦ୍ରାବାଦ…
ମହାରାଷ୍ଟ୍ରର ଧୈର୍ଯ୍ୟର ପରୀକ୍ଷା ନକରୁ କର୍ନାଟକ: ପାଓ୍ବାରଙ୍କ ଚେତାବନୀ…
ମୁମ୍ବାଇ,୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଉଗ୍ରରୂପ ନେବାକୁ ଲାଗିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକ ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର…
ଗୈରିକ ପୋଷାକରେ ଆମ୍ବେଡକରଙ୍କ ପୋଷ୍ଟର: ତାମିଲନାଡୁରେ ରାଜନୈତିକ ବିବାଦ…
ଚେନ୍ନାଇ,୬।୧୨ : ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ଦେଶ ସମ୍ବିଧାନର ନିର୍ମାତା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଡକରଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦେଶବାସୀ ତାଙ୍କ ଅବଦାନକୁ ସର୍ବଦା ମନେ…
ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କଲା ପୋଲିସ
କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ ନେଇ କୋଲକାତା ପୋଲିସ ମଙ୍ଗଳବାର ପରେଶ ରାୱଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଆଇପିସି…
ଧୋନୀ ନା ନେହେରା…. ଟି୨୦ ଟିମ୍ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍ ଇଣ୍ଡିଆ କୋଚ୍?
ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ ଦ୍ରାବିଡ…
ଉତ୍ତେଜନା ଆଶଙ୍କା: ମହାରାଷ୍ଟ୍ରର ଦୁଇ ମନ୍ତ୍ରୀଙ୍କ ବେଲଗାଭି ଗସ୍ତ ବାତିଲ…
ମୁମ୍ବାଇ,୬।୧୨: କର୍ନାଟକ ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ ମହାରାଷ୍ଟ୍ରର ଦୁଇଜଣ ମନ୍ତ୍ରୀ ବେଲଗାଭି ଗସ୍ତକୁ ବାତିଲ କରିଛନ୍ତି। ଉତ୍ତୋଜନାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମନ୍ତ୍ରୀମାନେ ବେଲାଗାଭି ଯାତ୍ରା ସ୍ଥଗିତ ରଖିଛନ୍ତି। ସୀମା ବିବାଦରେ ସମନ୍ବୟ ରକ୍ଷା ପାଇଁ ଗଠିତ ମହାରାଷ୍ଟ୍ର…
ସୀମା ବିବାଦ ସହିତ କର୍ନାଟକ ନିର୍ବାଚନର କୌଣସି ସମ୍ପର୍କ ନାହିଁ: ବୋମ୍ମାଇ…
ବେଙ୍ଗାଲୁରୁ,୬।୧୨ : ମହାରାଷ୍ଟ୍ର ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଉଭୟ ରାଜ୍ୟବାସୀଙ୍କୁ ସଦଭାବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। କର୍ନାଟକର ଲୋକଙ୍କ ସ୍ବାର୍ଥ ରକ୍ଷା କରାଯିବ। ତାଙ୍କ ସରକାର ରାଜ୍ୟ ସୀମା ତଥା ଅନ୍ୟାନ୍ୟ…
ଉଗ୍ରରୂପ ନେଲା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ: ଟ୍ରକ ରୋକିବା ସହ ପଥର ମାଡ଼ କଲେ ଲୋକେ…
ମୁମ୍ବାଇ/ବେଙ୍ଗାଲୁରୁ,୬।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେବା ଆରମ୍ଭ କରିଛି। ମଙ୍ଗଳବାର କର୍ନାଟକର ବେଲଗାଭିର ବାଗେୱାଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କର୍ନାଟକର ରକ୍ଷଣ ବୈଦିକ କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ରର ଟ୍ରକ ଉପରେ ପଥର ଫିଙ୍ଗିଥିଲେ।…
ଦୈନିକ ସଂକ୍ରମଣ ୨ ଶହ ତଳେ…
ନୂଆଦିଲ୍ଲୀ, ୬।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ସେହିପରି ସୁସ୍ଥତା…
Archives


