କେନ୍ଦ୍ର ସରକାର ଏକୁଟିଆ ମିଥ୍ୟା ଖବର ବିରୋଧରେ ଲଢ଼ି ପାରିବେନି: ଏଡିଟର୍ସ ଗିଲ୍ଡ…
ନୂଆଦିଲ୍ଲୀ,୧୯।୧ : ମିଥ୍ୟା ଖବର ଉପରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଏବଂ ଏହାକୁ ରୋକିବା ପାଇଁ କିଛି ଆଇଟି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି। ତେବେ ଏହାର କାର୍ଯ୍ୟକାରିତା ପୂର୍ବରୁ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ ହୋଇଛି।…
ମିଲର, ସମ୍ପାଦକ ଗିରଫ ଦାବିରେ ବିକ୍ଷୋଭ
କେନ୍ଦୁଝର,୧୯ା୧(ସ୍ବ.ପ୍ର.): ଏଫ୍ଏକ୍ୟୁ ଆଳରେ ଧାନର ମୂଲ୍ୟ କଟା ଯାଉଥିବା, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ମଣ୍ଡିରେ ଧାନ କିଣା ଯାଉ ନ ଥିବା, ମିଲରମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଆଦି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର…
୨୪ କ୍ୟାରେଟ୍ ସୁନାରେ ନଖ ସଜାନ୍ତି ଏହି ମହିଳା
ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି ସବୁବେଳ ପାଇଁ ଆରାମ ଦାୟକ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ସେମାନଙ୍କ ନିକଟରେ ଏତେ ଟଙ୍କା ଅଛି ଯେ, ଏହାର ମୂଲ୍ୟ ବି ବୁଝନ୍ତି ନାହିଁ। ତେଣୁ ନିଜ ଶରୀର…
ଦୈନିକ ପଜିଟିଭ୍ ହାର ଏକ ପ୍ରତିଶତରୁ କମ୍…
ନୂଆଦିଲ୍ଲୀ, ୧୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
୧୫ ବର୍ଷ ପୁରୁଣା ଗାଡ଼ିର ପଞ୍ଜୀକରଣ ରଦ୍ଦ: ଏପ୍ରିଲ ୧ରୁ ଲାଗୁ…
ନୂଆଦିଲ୍ଲୀ,୧୯।୧ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର…
ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ
ମାଲକାନଗିରି,୧୯ା୧(ଡି.ଏନ୍.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଙ୍କ…
ଭାରତୀୟ ରାଜନୀତିରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭଳି ନେତାଙ୍କର ରହିଛି ଆବଶ୍ୟକତା: ଜୟରାମ ରମେଶ…
ନୂଆଦିଲ୍ଲୀ,୧୯।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ ପରି ଭାରତୀୟ ରାଜନୀତିରେ ନେତାଙ୍କ ଆବଶ୍ୟକତା ରହିଛି। ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ମହାନ କ୍ରିକେଟର ବିଜୟ ମର୍ଚାଣ୍ଟ ଥରେ…
ମହାମାରୀ ପରେ ସ୍କୁଲ ନାମ ଲେଖାରେ ୯୮.୪ ପ୍ରତିଶତ ବୃଦ୍ଧି, ସରକାରୀ ସ୍କୁଲରେ ଶିକ୍ଷାସ୍ତରରେ ସୁଧାର…
ନୂଆଦିଲ୍ଲୀ,୧୯।୧ : କରୋନା ମହାମାରୀ ପରେ, ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରୀଛାତ୍ରମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୬ ରୁ ୧୪ ବର୍ଷ ବୟସର ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ନାମଲେଖା ହାର ୨୦୧୮ ରେ ୯୭.୨ ପ୍ରତିଶତରୁ…
ଓଲଟିଲା ବସ୍, ୨୧ ନିର୍ମାଣ ଶ୍ରମିକ ଗୁରୁତର
ରାଜକନିକା,୧୯ା୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଗଞ୍ଜା ନିକଟରେ ଗୁରୁବାର ସକାଳେ ‘ଦୟାଲ’ ନାମକ ଏକ ବସ୍ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରୁ ୨୧ ଜଣ ଗୁରୁତର ହୋଇଛନ୍ତି। ୧୮ ଜଣଙ୍କୁ…
ଦେବାଳିଆ ଆଇନରେ ହେବ ପରିବର୍ତ୍ତନ…
ନୂଆଦିଲ୍ଲୀ,୧୯।୧ : ସରକାର ଇନସଲଭେନ୍ସି ଏବଂ ଦେବାଳିଆ କୋଡ (ଆଇବିସି) ରେ କେତେକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପରିବର୍ତ୍ତନଗୁଡିକ ପ୍ରକ୍ରିୟାକୁ ଶୀଘ୍ର ଟ୍ରାକିଂ କରିବାରେ ସାହାଯ୍ୟ କରିବ ଏବଂ ପୂର୍ବରୁ ପ୍ରସ୍ତୁତ ଢାଞ୍ଚାର ପରିସର ବୃଦ୍ଧି କରିବ। ବିଚାର…
କରୋନା ମହାମାରୀ ଯୋଗୁ ପାଠପଢ଼ାରେ ବାଧା: ପିଲା ଗଣିତରେ ଦୁର୍ବଳ…
ନୂଆଦିଲ୍ଲୀ,୧୯।୧ : ମହାମାରୀ ପରେ ପିଲାମାନଙ୍କର ମୌଳିକ ପଢ଼ିିବା କ୍ଷମତା କ୍ଷତିଗ୍ରସ୍ତ ହୋଇଛି । ଏହା ୨୦୧୨ର ପୂର୍ବସ୍ତରକୁ ଖସି ଆସିଛି। ଏନଜିଓ ପ୍ରଥମ ଦ୍ୱାରା କରାଯାଇଥିବା ଏଏସଇଆର-୨୦୨୦୨ ବାର୍ଷିକ ସ୍ଥିତି ଶିକ୍ଷା ଶିକ୍ଷା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟ…
ଡାକ୍ତରଙ୍କ ପାଇଁ ପୁଣି ଲାଗୁ ହେବ ଜିଲା ଆବାସ କାର୍ଯ୍ୟକ୍ରମ: ଜିଲା ଡାକ୍ତରଖାନାରେ ୩ ମାସ କାର୍ଯ୍ୟ…
ନୂଆଦିଲ୍ଲୀ,୧୯।୧ : କରୋନା କାରଣରୁ ଦୁଇ ବର୍ଷ ବିଚାରାଧୀନ ରହିବା ପରେ ବର୍ତ୍ତମାନ ଦେଶର ଜିଲା ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ପାଇଁ ଜିଲା ଆବାସ କାର୍ଯ୍ୟକ୍ରମ ପୁଣି କାର୍ଯ୍ୟକାରୀ ହେବ। ପିଜି ଛାତ୍ରଛାତ୍ରୀଙ୍କ ଲାଗି ତିନି ମାସର ଜିଲା ଆବାସ କାର୍ଯ୍ୟକ୍ରମ କାର୍ଯ୍ୟକାରୀ…
Archives


