Home

ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ

କାଲିଫର୍ନିଆ,୨୬।୨: ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ ହୋଇଛି। ଏଲନ ମସ୍କଙ୍କ ମାଲିକାନା ଟୁଇଟର୍‌ ଦଶଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଅକ୍ଟୋବର ଶେଷରେ ମସ୍କ ସୋସିଆଲ ନେଟୱାର୍କ ହାସଲ କରିବା ପରଠାରୁ ଏହା ଅନ୍ତତଃ ପକ୍ଷେ ଅଷ୍ଟମ ରାଉଣ୍ଡ ଛଟେଇ ବୋଲି କୁହାଯାଉଛି।…

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏସ୍‌ ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ। ମାର୍ଚ୍ଚ ୧ରୁ ବିଧିବଦ୍ଧ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ…

କଂଗ୍ରେସର ବିଜ୍ଞାପନ ବିବାଦ: ପୋଷ୍ଟରରେ ମୌଲାନା ଆଜାଦଙ୍କ ଫଟୋ ନାହିଁ…

ରାୟପୁର,୨୬।୨ : ରାୟପୁରରେ ୮୫ ତମ କଂଗ୍ରେସ ସମ୍ମିଳନୀର ଏକ ବିଜ୍ଞାପନ ନେଇ ବିବାଦ ସୃଷ୍ଟି ହୋଇଛି। ପାର୍ଟିର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଉପରେ ଅନେକ ଆଲୋଚନା ହେଉଛି। ଏହି ବିଜ୍ଞାପନରେ ଦେଶର ସ୍ବାଧୀନତା ସମୟରେ…

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସମସ୍ତେ ବୁଡ଼ିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ମୃତଦେହ କୂଳ ନିକଟରେ…

ଥରିଲା ଗୁଜରାଟ

ଗାନ୍ଧିନଗର,୨୬।୨: ଗୁଜରାଟରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ତୀବ୍ରତା ମାପ କରାଯାଇଛି। ରବିବାର ଅପରାହ୍ନ ୩.୨୧ରେ ଏହା ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୁଜରାଟର ରାଜକୋଟଠାରୁ ପ୍ରାୟ ୨୭୦ କିଲୋମିଟର ଉତ୍ତର ଉତ୍ତର…

ଭଗବାନଙ୍କ ଶରଣରେ ରାହୁଲ-ଆଥିୟା

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଉଭୟ ଟେଷ୍ଟ ଏବଂ ଦିନିକିଆରେ ତାଙ୍କ ବ୍ୟାଟରୁ ରନ ବାହାରକୁ ଆସୁନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟେଷ୍ଟ ସିରିଜର ୩ ଇନିଂସରେ ସେ…

ଆଇଏମଏଫ ଋଣ ପାଇଁ ୧୯ ପ୍ରତିଶତ ସୁଧହାର ବୃଦ୍ଧି ଲାଗି ପ୍ରସ୍ତୁତ ପାକିସ୍ତାନ…

ଇସଲାମାବାଦ,୨୬।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ସ୍ଥିର ହୋଇଥିବା ଅନ୍ୟ ଏକ ସର୍ତ୍ତ ପୂରଣ ପାଇଁ ପାକିସ୍ତାନ ସରକାର ଧାର୍ଯ୍ୟ ସୁଧ ହାରକୁ ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା…

ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ କିମ୍ବା…

କୋରାପୁଟ ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ

କୋରାପୁଟ,୨୬ା୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର କୋଟିଆ ପଞ୍ଚାୟତର ଜାନିଗୁଡ଼ା ଷ୍ଟ୍ରବେରୀ ଫାର୍ମ ପରିଦର୍ଶନ କରିଛନ୍ତି। ଚାଷୀ ବାସନା ଗେମେଲଙ୍କ ସହ ଆଲୋଚନା କରି କେତେ ଅର୍ଥ ପାଉଛନ୍ତି ତାହା ପଚାରି ବୁଝିଥିବା ଜଣାପଡ଼ିଛି। ସେଠାରେ…

ଉତ୍ତରପ୍ରଦେଶ ଆଇନ ବ୍ୟବସ୍ଥା ବିକାଶ ମୁହାଁ: ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୨୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଶଂସା କରି କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଉତ୍ତରପ୍ରଦେଶରେ ମାଫିଆ ରାଜ ଥିଲା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ଥିଲା।…

ପ୍ରିୟଙ୍କାଙ୍କ ହାତ ଧରିଲେ ଦିବ୍ୟଶଙ୍କର

ଭବାନୀପାଟଣା,୨୬ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରବିବାର ଦ୍ବିତୀୟ ବିବାହ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ…

ରାଜନୀତିରୁ ଅବସର ନେଇ ମୁହଁ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୨୬।୨: କଂଗ୍ରେସର ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଅଧିବେଶନରେ ଦେଇଥିବା ଭାଷଣ ପରେ ସେ ଖୁବ୍‌ଶୀଘ୍ର ରାଜନୀତିରୁ ଅବସର ନେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି କଳ୍ପନାଜଳ୍ପନାକୁ ସୋନିଆ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ମୁଖପାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri