Home

ସରିଲା ଦିବ୍ୟଶଙ୍କରଙ୍କ ନିର୍ବନ୍ଧ: ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କ ନିର୍ବନ୍ଧ ସରିଥିବା ବେଳେ ରବିବାର ହାତଗଣ୍ଠି ପଡ଼ିବ। ସୋସିଆଲ ମିଡିଆରେ ନିର୍ବନ୍ଧ ସମୟର ଏକାଧିକ ଫଟୋ ଭାଇରାଲ ହେଉଛି। ଏହାକୁ ନେଇ…

ରୁଷିଆ ବିରୋଧରେ ୟୁରୋପୀୟ ସଂଘର ନୂଆ କଟକଣା…

ମସ୍କୋ,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ବର୍ଷେ ବିତିଛି। କିନ୍ତୁ ଉଭୟ ପକ୍ଷ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ୟୁରୋପୀୟ ୟୁନିଅନ ମଧ୍ୟ ଏହାର ପ୍ରତିବନ୍ଧକ ହଟାଇବାକୁ ପ୍ରସ୍ତୁତ ନୁହେଁ। ୟୁରୋପୀୟ ୟୁନିଅନରୁ ପ୍ରତିବନ୍ଧକ ପ୍ରକ୍ରିୟା ଜାରି…

୫୨ ବର୍ଷ ହେବ ମୋ ପାଖେ ନାହିଁ ଘର: ରାହୁଲ

ନୂଆଦିଲ୍ଲୀ,୨୬।୨: ୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନ ଅର୍ଥାତ୍‌ ରବିବାର ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୪ ମାସର ‘ଭାରତ ଯୋଡୋ ଯାତ୍ରା’ ବିଷୟରେ ବର୍ଣ୍ଣନା କରି ରାହୁଲ କହିଥିଲେ, ଲକ୍ଷ…

ଆମରେଲି ଜିଲା ଅତ୍ୟଧିକ ଭୂକମ୍ପ ପ୍ରବଣ: ୨ ବର୍ଷରେ ୪୦୦ ଥର ଭୂକମ୍ପ, ଭୟରେ ଲୋକେ ଘର ବାହାରେ ଶୋଉଛନ୍ତି…

ଗାନ୍ଧିନଗର,୨୬।୨ : ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପରେ ସାମାନ୍ୟ କମ୍ପନ ମଧ୍ୟ ସେମାନଙ୍କୁ ଭୟଭୀତ କରୁଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବୈାନିକମାନେ କହିଛନ୍ତି ଯେ…

ଏହି ଦେଶରେ କମୁଛି ସମୁଦ୍ର ଜଳ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ବଢୁଥିବା ସମୁଦ୍ର ଜଳ ଯୋଗୁ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି। ଏପରିକି ଅନେକ ସହରରେ ବୁଡ଼ିଯିବାର ଅବସ୍ଥା ମଧ୍ୟ ହୋଇଯାଇଛି। ନିକଟରେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ତା’ ରିପୋର୍ଟରେ କହିଛି, ଗତ ୧୦୦ ବର୍ଷ ମଧ୍ୟରେ ଆମେରିକାର ସମୁଦ୍ର ପତ୍ତନ…

ରୁଷିଆ ବିରୋଧରେ ଦକ୍ଷିଣ କୋରିଆ: ଖୁସି ବ୍ୟକ୍ତ କଲେ ଜେଲେନସ୍କି

କିଭ୍‌,୨୬ା୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ବର୍ଷେ ପୂରଣ ହେବା ପରେ ଦକ୍ଷିଣ କୋରିଆ ରୁଷିଆ ବିରୋଧରେ ଠିଆ ହୋଇଛି। ଦକ୍ଷିଣ କୋରିଆ ଏନେଇ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଫଳରେ…

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଇରାନର କମାଣ୍ଡର…

ଓ୍ବାଶିଂଟନ,୨୬।୨ : ଇରାନର ରିଭୋଲ୍ୟୁସାରୀ ଗାର୍ଡ ଏରୋସ୍ପେସ ଫୋର୍ସର ମୁଖ୍ୟ କମାଣ୍ଡର ଅମିରାଲି ହାଜିଜାଦେହ କହିଛନ୍ତି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବେ। ଇରାନ ନିଜର ନୂତନ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି ଯାହାର ଲକ୍ଷ୍ୟ ଭେଦ…

ଦକ୍ଷିଣ କୋରିଆର ସୈନ୍ୟ ସହାୟତା ୟୁକ୍ରେନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ: ଜେଲେନସ୍କି…

କିଭ୍‌,୨୬।୨ : ରୁଷିଆ ଆକ୍ରମଣର ବର୍ଷେ ବିତିବା ପରେ ଦକ୍ଷିଣ କୋରିଆ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଶା ପ୍ରକଟ କରିଛନ୍ତି ଯେ…

ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌,୨୬ା୨: ରବିବାର କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସରେ ଖେଳାଯିବ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ବିଗତ ଏକ ବର୍ଷ ମଧ୍ୟରେ ଘରୋଇ ଦଳ କ୍ରିକେଟରେ ବେଶ୍‌…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ୪ ବର୍ଷ…

ନୂଆଦିଲ୍ଲୀ,୨୬।୨ : ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ୪ ବର୍ଷ ପୂରିଛି। ଏହା ଭାରତୀୟ ସେନାର ସାହସିକତାକୁ ସ୍ମରଣ କରାଇ ଦେଇଛି। ୨୦୧୯ ଫେବୃଆରୀ ୨୬ ରେ ପାକିସ୍ତାନର ପାସ୍ତୁନ ଖ୍ବା ସ୍ଥିତ ବାଲାକୋଟରେ ଭାରତୀୟ ବାୟୁସେନା ରାତି ଅଧରେ ଆତଙ୍କବାଦୀଙ୍କ ବେସକୁ…

ପୁଣି ଟାର୍ଗେଟ କିଲିଂ: ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା…

ଶ୍ରୀନଗର,୨୬।୨ : ଆତଙ୍କବାଦୀମାନେ ପୁଣି ଥରେ କଶ୍ମୀର ଉପତ୍ୟକାର ପୁଲୱାମାରେ ଟାର୍ଗେଟରେ କିଲିଂ କରିଛନ୍ତି। ରବିବାର ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଉପରକୁ ଗୁଳି ଚଳାଇ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି। ସଞ୍ଜୟ ଶର୍ମାଙ୍କୁ ଶୀଘ୍ର ନିକଟସ୍ଥ…

ଶାହାରୁଖଙ୍କ ଏହି ଗୀତ ସବୁଠୁ ହିଟ୍‌, ପାଇସାରିଲାଣି ୧୯୫ ମିଲିୟନରୁ ଅଧିକ ଭ୍ୟୁ

ମୁମ୍ବାଇ: ଆଜିକାଲି ୟଶରାଜଙ୍କ ଫିଲ୍ମରେ ନିର୍ମିତ ଡକ୍ୟୁମେଣ୍ଟାରୀ ‘ରୋମାଣ୍ଟିକ୍ସ’କୁ ବହୁତ ପସନ୍ଦ କରାଯାଉଛି। ୟଶରାଜଙ୍କ ସବୁଠୁ ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ଦିଲଓ୍ବାଲେ ଦୁଲ୍‌ହାନିଆ ଲେ ଯାୟେଙ୍ଗେ’। ଏହି ଫିଲ୍ମର ସମସ୍ତ ଗୀତ ହିଟ୍‌ ଥିଲା ଏବଂ ଏହାର ଟାଇଟଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri