Home

କରୋନା ପାଇଁ ବେଜିଂକୁ ଦାୟୀ କଲେ ନିକ୍କି ହେଲି

ୱାଶିଂଟନ,୨୮ ।୨: ଆମେରିକାନ ରିପ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ମଙ୍ଗଳବାର କହିଛନ୍ତି କୋଭିଡ-୧୯ ସମ୍ଭବତଃ ଚାଇନାର ଲାବୋରୋଟୋରିରୁ ଆସିଛି, ସେଥିପାଇଁ ଚାଇନାକୁ ଦିଆଯାଉଥିବା ଆମେରିକା ସହାୟତାକୁ କମ କରିଦେବା ଦରକାର । ହେଲି ମଙ୍ଗଳବାର ଟୁଇଟ କରିଛନ୍ତି, କୋଭିଡ-୧୯…

ପ୍ରିୟଙ୍କାଙ୍କ ଜବରଦସ୍ତ ଆକ୍ସନ

ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ପ୍ରଥମ ଲୁକ ଶେୟାର କରିଛନ୍ତି। ଏହି ୱେବ ସିରିଜରେ ଅଭିନେତ୍ରୀ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଲୁକରେ ପ୍ରିୟଙ୍କା ଏକ ଲାଲ ରଙ୍ଗର…

ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୮।୨: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲାର ପଦ୍ମଗୋରାଠାରେ ଏକ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲବାଗ ସିଂ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଥିଲେ ମଧ୍ୟ ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି। ସୂଚନାନୁସାରେ, ମୃତ ଆତଙ୍କବାଦୀ କଶ୍ମୀର ପଣ୍ଡିତ ସଞ୍ଜୟ…

ଆମେରିକା-ବ୍ରିଟେନ ପରେ ଏବେ କାନାଡାରେ ଟିକଟକ ଉପରେ ଲାଗିଲା ପ୍ରତିବନ୍ଧକ, କର୍ମଚାରୀ କରିପାରିବେ ନାହିଁ ବ୍ୟବହାର

ଓଟାୱା,୨୮ ।୨: କାନାଡା ସରକାର ସର୍ଟ-ଫର୍ମ ଭିଡିଓ ଆପ ଟିକଟକକୁ ବ୍ୟାନ କରିଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ଏକ ବୟାନରେ କହିଛନ୍ତି, ମଙ୍ଗଳବାରଠାରୁ ମୋବାଇଲ…

ଟ୍ରେନ୍‌ରେ ଗଞ୍ଜେଇ ଟାଣୁଥିବା ମହିଳା ଯାତ୍ରୀଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୨୭।୨: ବିମାନ ଯାତ୍ରା ହେଉ ଅବା ରେଳ ଯାତ୍ରା, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଇଛି। ଯେଉଁ ଯାତ୍ରୀ ଉକ୍ତ ନିୟମକୁ ଉଲ୍ଲଂଘନ କରନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟର ଆଇନ ବ୍ୟବସ୍ଥା…

ତେଲେଙ୍ଗାନାରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌, ୨୭।୨: ତେଲଙ୍ଗାନା ଓ୍ବାରାଙ୍ଗାଲର ଜଣେ ଇଞ୍ଜିନିୟରିଂ ଛାତ୍ରୀ ରବିବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁରୁଷ ବନ୍ଧୁ ମୃତାଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଆଉ କେତେଜଣ ବନ୍ଧୁଙ୍କ ସହ ଶେୟାର କରିବାକୁ ନେଇ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି।…

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ସମର୍ଥନ ପ୍ରତ୍ୟାହାର କଲା ଓଲିଙ୍କ ଦଳ

କାଠମାଣ୍ଡୁ,୨୭।୨: ନେପାଳର ଦ୍ୱିତୀୟ ବୃହତ୍‌ ରାଜନୈତିକ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସିପିଏନ୍‌-ୟୁଏମ୍‌ଏଲ୍‌ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଫଳରେ ନେପାଳରେ ଦୁଇ ମାସ ହେଲା ଗଢ଼ା ହୋଇଥିବା ମେଣ୍ଟ ସରକାର ଏବେ…

କର୍ନାଟକ ନିର୍ବାଚନରେ ୟେଦୁରପ୍ପା ରହିବେ ଭାଜପାର ପୋଷ୍ଟର ବୟ

ବେଙ୍ଗାଲୁରୁ,୨୭।୨: କର୍ନାଟକର ୪ଥର ଥିବା ମୁଖ୍ୟମନ୍ତ୍ରୀ ଥିବା ତଥା ଭାଜପାର ବରିଷ୍ଠ ନେତା ବି.ଏସ୍‌ ୟେଦୁରପ୍ପାଙ୍କୁ ୮୦ ବର୍ଷ ବୟସ ହେଲାଣି। ଏହାସତ୍ତ୍ୱେ ମଧ୍ୟ ସେ ଚଳିତ ଥର ରାଜ୍ୟରେ ଭାଜପାର ପୋଷ୍ଟର ବୟ ହୋଇ ରହିବେ। କିଛି ଏଭଳି ସୂଚନା…

ଖାର୍ଗେ ଛିଡା ହେଲେ ଖରାରେ, ସୋନିଆଙ୍କୁ ମିଳିଲା ଛତା, ପ୍ରଧାନମନ୍ତ୍ରୀ କହିଲେ ଖାର୍ଗେଙ୍କ ଭଳି ବରିଷ୍ଠ ନେତାଙ୍କୁ ଦେଖି ମୁଁ ଦୁଃଖିତ …

ନୂଆଦିଲ୍ଲୀ,୨୭।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ରାୟପୁରରେ ଅନୁଷ୍ଠିତ ହୋଇଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଛତା ତଳେ ଛିଡା ହେବା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଖରାରେ ଛିଡା ହୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି।…

ସନ୍ଧ୍ୟା ୫ଟା ସୁଦ୍ଧା ନାଗାଲାଣ୍ଡରେ ୮୧.୯୪, ମେଘାଳୟରେ ୭୪.୩୨ ପ୍ରତିଶତ ଭୋଟିଂ

କୋହିମା/ଶିଲଂ,୨୭।୨: ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଶେଷ ହେବାର ଥିଲା। ହେଲେ କେବଳ ଧାଡ଼ିରେ ରହିଥିବା ଭୋଟର…

କୃଷକଙ୍କୁ ମିଳିଲା ହୋଲି ଉପହାର: ଆକାଉଣ୍ଟକୁ ୧୩ତମ କିସ୍ତି ପଠାଇଲେ ମୋଦି

ନୂଆଦିଲ୍ଲୀ,୨୭।୨: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏଥର ହୋଲିରେ ଦେଶର କୋଟି କୋଟି ଚାଷୀଙ୍କୁ ମୋଦି ସରକାରଙ୍କ ପକ୍ଷରୁ ଏକ ଉପହାର ଭେଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି କେନ୍ଦ୍ରସରକାର କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…

ପାଟନାରେ ଏଏପି କର୍ମକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ

ପାଟନା,୨୭।୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇତିମଧ୍ୟରେ ପାଟନାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri