Home

ଭାରତୀୟ ବଂଶୋଦ୍ଭବ ବାଳିକାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ୧୦୦ ବର୍ଷ ଜେଲ୍‌

ନ୍ୟୁୟର୍କ,୨୬।୩: ଆମେରିକାର ଲୁସିଆନାରେ ଭାରତୀୟ ମୂଳର ଜଣେ ପାଞ୍ଚ ବର୍ଷର ବାଳିକାଙ୍କର ମୃତ୍ୟୁ ଅଭିଯୋଗରେ କୋର୍ଟ ଅଭିଯୁକ୍ତଙ୍କୁ ୧୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ, ୨୦୨୧ରେ ପାଞ୍ଚ ବର୍ଷର ବାଳିକା ମିଆ ପଟେଲ ମାଙ୍କହାଉସ ଡ୍ରାଇଭରେ ଥିବା ଏକ…

‘କଂଗ୍ରେସ’ର ଅର୍ଥ ବୁଝାଇଲେ ଜେ.ପି. ନଡା

ଭୋପାଳ,୨୬।୩: ଭାଜପା ସଭାପତି ଜେ.ପି. ନଡା ରବିବାର କଂଗ୍ରେସର ସତ୍ୟାଗ୍ରହ ଏବଂ ନାଁ ନ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ। ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଡିଭିଜନାଲ ବୁଥ ଅଧ୍ୟକ୍ଷ ସମ୍ମିଳନୀକୁ ସମ୍ବୋଧିତ କରି ନଡା କହିଛନ୍ତି, କଂଗ୍ରେସର ଅର୍ଥ…

ଡବ୍ଲୁପିଏଲ୍‌ ଫାଇନାଲ୍‌: ଟସ୍‌ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୨୬।୩: ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନର ଆଜି ଫାଇନାଲ ଖେଳାଯାଉଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ମୁକାବିଲା ହେଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ ଲାନିଙ୍ଗ ଟସ ଜିତି ପ୍ରଥମେ ବ୍ୟାଟିଂ…

ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ନୀତୁ ଘାଙ୍ଗସ ୪୫-୪୮ କିଲୋଗ୍ରାମରେ ଏବଂ ସାଓ୍ବିଟି ବୁରା ୭୫-୮୧ କିଲୋଗ୍ରାମରେ ଜିତିଥିଲେ।…

କଡ଼ା ସୁରକ୍ଷା ମଧ୍ୟରେ ଆତିକ ଅହମ୍ମଦଙ୍କୁ ଅଣାଯାଉଛି ପ୍ରୟାଗରାଜ

ପ୍ରୟାଗରାଜ,୨୬।୩: ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଏମ୍‌ପି ଆତିକ ଅହମ୍ମଦଙ୍କୁ ରବିବାର ଗୁଜରାଟର ସାବରମତି ଜେଲରୁ ୟୁପିର ପ୍ରୟାଗରାଜ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ୟୁପି ପୋଲିସ କନଭେନର ଲାଇଭ ଟ୍ରାକିଂକୁ ବନ୍ଦ କରିବା…

ପୂର୍ବତନ ସ୍ତ୍ରୀ, ଭାଇଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନି କେସ୍‌ କଲେ ଏହି ଅଭିନେତା

ନୱାଜୁଦ୍ଦିନ ସିଦ୍ଦିକି ହିନ୍ଦୀ ସିନେମାର ଜଣେ ଭେଟେରାନ ଅଭିନେତା। ଆଜିକାଲି ସେ ଚଳଚ୍ଚିତ୍ର କିମ୍ବା ଅଭିନୟ ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବତନ ସ୍ତ୍ରୀ ଆଲିଆ ସିଦ୍ଦିକି ଅଭିନେତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। କେବଳ…

ମୁଖାପିନ୍ଧା ଚୋର ଆତଙ୍କ: ଗୋଟିଏ ରାତିରେ ୨ ଘରେ ବୁଲାଇଲେ କଳାକନା

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ସହରର ବଳଦେବଜୀଉ କଲୋନୀ ଲେନ୍‌ ୬ ଏବଂ ଲେନ୍‌ ୭ରେ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଲୋକଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ଟାଉନ ଥାନାରେ ରବିବାର…

ସ୍ବିସ ଓପନ ବ୍ୟାଡମିଣ୍ଟନ: ଚାମ୍ପିଅନ୍‌ ହେଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ,୨୬।୩: ସ୍ବିସ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି ଭାରତୀୟ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀ। ଫାଇନାଲରେ ଭାରତୀୟ ଯୋଡି ଚାଇନାର ଯୋଡି ଟାଙ୍ଗ କିଆନ ଏବଂ ରେନ ୟୁ ଜିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ସାତ୍ତ୍ୱିକ ଏବଂ ଚିରାଗ…

ଜଙ୍ଗଲରୁ ମିଳିଲା ୪ ମଇଁଷି ଛୁଆଙ୍କ ମୃତଦେହ: ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨୬ା୩(ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚାରୋଟି ମଇଁଷିଙ୍କ ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ଗତ ୨୪ ତାରିଖ ରାତିରେ ଏହି ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବାଘ ମାରିଥିବା ଆଶଙ୍କା କରାଯାଇଛି। ଉକ୍ତ…

ଅଟା ପାଇଁ ଦଳାଚକଟା: ୪ ମୃତ

ଲାହୋର,୨୬।୩: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଲାଗିରହିଛି। ଲୋକେ ଅଟା ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। ପଞ୍ଜାବ ପ୍ରଦେଶରେ ସରକାରୀ ବଣ୍ଟନ କେନ୍ଦ୍ରରୁ ମାଗଣା ଅଟା ଆଣିବାକୁ ଚେଷ୍ଟା କରୁଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଚାରିଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ…

‘ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ’

କବିସୂର୍ଯ୍ୟନଗର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ।…

ପ୍ରେମିକାଙ୍କ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମିକ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜଧାନୀର ଏକ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ ହୋଇଛି । ମୃତ ଯୁବକ ଜଣକ ହେଲେ ଦୁର୍ଗାପ୍ରସାଦ ମିଶ୍ର। ଖଣ୍ଡଗିରି ଜାଗମରାସ୍ଥିତ ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକା ବାଥରୁମ୍‌ରେ ଥିବା ବେଳେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?