ବଜାର ଯିବା ବେଳେ ବାଟରେ ଚାପିଦେଲା ଟ୍ରକ୍
ସିମୁଳିଆ,୪ା୩(ଡି.ଏନ୍.ଏ.): ଶନିବାର ସନ୍ଧ୍ୟାରେ ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ(ଓଆର ୦୫ ଏପି ୦୦୧୭) ଟ୍ରକ୍ ଧକ୍କାରେ କୈଳାସ ଲେଙ୍କା(୫୧) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସ୍ଥାନୀୟ ସୋର…
କାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ, ଆଜି ବନ୍ଧାହେଲେ ୨ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର,୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ…
ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଓ୍ବର୍ନଙ୍କୁ ମନେ ପକାଇ ଭାବୁକ ହେଲେ ସଚିନ, କହିଲେ…
ନୂଆଦିଲ୍ଲୀ,୪।୩: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବନ୍ଧୁ ତଥା ଅଷ୍ଟ୍ରେଲିଆର ମହାନ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ଶେନ୍ ଓ୍ବର୍ନଙ୍କୁ ମନେ ପକାଇଛନ୍ତି ସଚିନ ତେନ୍ଦୁଲକର। ସେ ଟୁଇଟ୍ କରି ଓ୍ବର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଚିନ କହିଛନ୍ତି, ଆମେ ମଇଦାନରେ ଅନେକ ସ୍ମରଣୀୟ ମୁକାବିଲା ଖେଳିଛେ।…
ଆପଣଙ୍କ ଖୁସିକୁ ବରବାଦ କରୁଛି କି ଏହି ୪ ଅଭ୍ୟାସ! ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ…
ଜୀବନରେ ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ ନକାରାତ୍ମକ ଚିନ୍ତାଧାର ଆସିଲେ ଖୁସି ଗାଏବ ହୋଇଯାଏ। ଅନେକ ଥର ଏଭଳି ଚିନ୍ତା ପଛରେ…
ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧୀ ପିଟିଶନ ଖାରଜ କଲେ ସୁପ୍ରିମ୍କୋର୍ଟ: ତମାଖୁ ବ୍ୟବସାୟୀଙ୍କୁ ନୋଟିସ ଜାରି…
ନୂଆଦିଲ୍ଲୀ,୪।୩ : ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଏହାର ଜବାବ ମାଗିବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ, ତାମିଲନାଡୁର ଖାଦ୍ୟ ସୁରକ୍ଷା କମିଶନରଙ୍କ ୨୦୧୮ ବିଜ୍ଞପ୍ତିକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି।…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ
କୋକସରା,୪ା୩(ଡି.ଏନ୍.ଏ.): ରବିବାର କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିଠାରେ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ ଫୋର ଓ୍ବେ ରାସ୍ତା ଲୋକାର୍ପଣ କରିବେ। ଏନେଇ ଶନିବାର ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ…
ସମୁଦ୍ରରେ ପାଇପ ଲାଇନରୁ ଅଶୋଧିତ ତୈଳ ଲିକ୍: ସଙ୍କଟରେ ଜଳଚର…
ଚେନ୍ନାଇ,୪।୩ : ତାମିଲନାଡୁର ନାଗପଟ୍ଟିନମ ଜିଲାର ନାଗୁର ପଟିନାଚେରୀ ଉପକୂଳରୁ ଏକ ବିଶୋଧନାଗାରର ପାଇପଲାଇନରୁ ଅଶୋଧିତ ତୈଳ ଲିକ ହୋଇଛି। ତେବେ ଏହା ପରେ ଏହାକୁ ନିୟନ୍ତ୍ରଣକୁ ନିଆଯାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶନିବାର…
‘ବାହୁବଲୀ ୨’କୁ ପଛରେ ପକାଇଲା ‘ପଠାନ୍
ବମ୍ବେ: ଥମିବାର ନାଁ ନେଉନାହିଁ ‘ପଠାନ୍’ର କ୍ରେଜ୍। ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମ ରିଲିଜର ୩୮ ଦିନରେ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଛି। ‘ବାହୁବଲୀ ୨’ର ହିନ୍ଦୀ କଲେକ୍ସନକୁ ପଛରେ ପକାଇ ‘ପଠାନ୍’ଟି ସବୁଠାରୁ ଅଧିକ…
ସୁପ୍ରଭା ହତ୍ୟା ମାମଲା: ଏତଲାକାରୀ ସ୍ବାମୀ ହିଁ ଅଭିଯୁକ୍ତ
ଛତ୍ରପୁର,୪ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁ ରାଧେଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ତାଙ୍କ ଘରେ ଫେବୃୟାରୀ ୧୬ ତାରିଖ ରାତିରେ ହତ୍ୟା କରାଯାଇଥିଲା। ସୁପ୍ରଭାଙ୍କୁ ହତ୍ୟା କରାଯାଇଥିବା ଏବଂ ଘରୁ ସୁନା ଅଳଙ୍କାର…
ସରକାରୀ ଶିକ୍ଷକ ତାଲିମ ପାଇଁ ଯିବେ ଫିନଲାଣ୍ଡ: ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ…
ନୂଆଦିଲ୍ଲୀ,୪।୩ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଫିନଲାଣ୍ଡରେ ତାଲିମ ପାଇଁ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ ପ୍ରାଥମିକ ଇନ-ଚାର୍ଜଙ୍କ ସଂଖ୍ୟାକୁ ୫୨ ର ୮୭ କୁ ବୃଦ୍ଧି କରିଛନ୍ତି। ଉପରାଜ୍ୟପାଳଙ୍କ ଅନୁଯାୟୀ,…
ପାଗଳ କଲା ଆଲିଆଙ୍କ ଆଉଟ୍ଫିଟ୍
ମୁମ୍ବାଇ: ବଲିଉଡ୍ର ଷ୍ଟାଇଲ୍ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍ଫିଟ୍ ଏବଂ ଲୁକ୍ରେ ଲୋକଙ୍କୁ ପାଗଳ କରିଦିଅନ୍ତି। ଏପରିକି ଲୋକେ ଆଲିଆଙ୍କ ଲୁକ୍ ଆଉ ଷ୍ଟାଇଲ୍କୁ ଫଲୋ ବି କରନ୍ତି। ଏବେ…
ଅସୁସ୍ଥ ମା’ଙ୍କୁ ଭେଟିବାକୁ ଦେଲେନି ଭାଇ, ଦ୍ୱାର ମୁହଁରୁ ଫେରିଲେ ଅଭିନେତା
ବମ୍ବେ: ମା’ଙ୍କୁ ଭେଟିବାକୁ ଦେଲେନି ଭାଇ। ସ୍ତ୍ରୀ ଆଲିଆଙ୍କ ପରେ ଭାଇଙ୍କ ସହ କଳହକୁ ନେଇ ଚର୍ଚ୍ଚାରେ ବଲିଉଡ୍ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ରବିବାର ନଓ୍ବାଜ ଡେରାଡୁନରୁ ଫେରିିବାର ଥିଲା। ମାତ୍ର ମା’ଙ୍କ ଦେହ ଖରାପ ଖବର ଶୁଣି ସେ ଶୀଘ୍ର…
Archives


