Home

ପୂର୍ବତନ ସମିତିସଭ୍ୟଙ୍କ ଘରକୁ ବୋମାମାଡ଼

କାମାକ୍ଷାନଗର,୧୦ା୪(ଡି.ଏନ୍‌.ଏ.): ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଧୀନ କୋଟଗରା ଗ୍ରାମ। ଶନିବାର ମଧ୍ୟରାତିରେ ପୂର୍ବତନ ସମିତିସଭ୍ୟ ଅଶ୍ୱିନୀ କୁମାର ପରିଡ଼ାଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଗ୍ୟାରେଜରେ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ନୂଆ ନିର୍ଦ୍ଦେଶାଳୟ

ଭୁବନେଶ୍ବର,୧୦ା୪(ବ୍ୟୁରୋ): ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସକାଶେ ‘ପରିବାର-ଦ ପୋର୍ଟାଲ ଫର୍‌ ପ୍ରବାସୀ ଓଡ଼ିଆଜ୍‌-କନେକ୍ଟିଙ୍ଗ ଦ ରୁଟ୍‌ସ’ ନାମକ ଉତ୍ସର୍ଗୀକୃତ ପୋର୍ଟାଲ ହେବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ। ଏହି ପରିଷଦରେ ସଦସ୍ୟମାନେ ରାଜ୍ୟ ସରକାରଙ୍କ…

ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ ହେବାକୁ…

ଅକ୍ଷରା ଥିଏଟର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କ ପରଲୋକ

ନୂଆଦିଲ୍ଲୀ, ୧୦ା୪: କିମ୍ବଦନ୍ତୀ ଥିଏଟର ଅଭିନେତ୍ରୀ ତଥା ଦିଲ୍ଲୀର ଖ୍ୟାତନାମା ଅକ୍ଷରା ଥିଏଟରର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନରେ ଜନ୍ମିତ ଜଲାବାଳା…

ଘୃଣା ମନ୍ତବ୍ୟ: କାଜଲ ହିନ୍ଦୁସ୍ତାନୀ ଗିରଫ

ନୂଆଦିଲ୍ଲୀ, ୧୦ା୪: ଗୁଜରାଟର ଉନା ସହରରେ ରାମନବମୀ ଅବସରରେ ଘୃଣିତ ଭାଷଣ ଦେଇଥିବା ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା କାଜଲ ହିନ୍ଦୁସ୍ତାନୀଙ୍କୁ ରବିବାର ଗିରଫ କରାଯାଇଛି। ତାଙ୍କର ଘୃଣିତ ମନ୍ତବ୍ୟକୁ ନେଇ ଏପ୍ରିଲ ୧ରେ ଉନା ସହରରେ ସାମ୍ପ୍ରଦାୟିକ ସଂଘର୍ଷ ଘଟିଥିଲା। ରବିବାର ସକାଳେ…

ଆଜିଠୁ ଦୁଇ ପର୍ଯ୍ୟାୟରେ ଖାତାଦେଖା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ +୨ ବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ’ ଶେଷ ସୁଦ୍ଧା ପ୍ରକାଶ ପାଇବ। ଏଥିପାଇଁ ସୋମବାରଠାରୁ ଖାତାଦେଖା ଆରମ୍ଭ ହେଉଛି। ରବିବାର ଏ ସମ୍ପର୍କରେ ସୂଚନା ଦେଇ…

ସରକାର ବିରୋଧୀ ଗୀତ ପାଇଁ ରାପର ଗିରଫ

ମୁମ୍ବାଇ, ୧୦ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାପର ଉମେଶ ଖାଡ଼େଙ୍କ ଅଶ୍ଳୀଳ ଓ ଅପମାନଜନକ ଗୀତ ରାଜନେତା, କୃଷକ ଓ ସାଧାରଣ…

ପ୍ରକଳ୍ପ ବିଳମ୍ବିତ, ଖର୍ଚ୍ଚ ବଢ଼ୁଛି

ନୂଆଦିଲ୍ଲୀ,୧୦ା୪: ଦେଶର ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସର୍ବାଧିକ ବିଳମ୍ବିତ ହୋଇଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁସାରେ ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ୭୧୭ ପ୍ରକଳ୍ପ ମଧ୍ୟରୁ ୪୦୭ ବିଳମ୍ବିତ ହେଇଥିବାବେଳେ…

ନାବାଳକଙ୍କୁ ଜିଭ ଚାଟିବାକୁ କହିଲେ ଦଲାଇ ଲାମା

ନୂଆଦିଲ୍ଲୀ,୧୦ା୪: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣେ ଭାରତୀୟ ନାବାଳକ ପ୍ରଣାମ କରିବା ପାଇଁ ତଳକୁ ନଇଁ ପଡ଼ିଥିବାବେଳେ ୮୭ ବର୍ଷୀୟ ଦଲାଇ ଲାମା ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏପରି କି…

ଭାରତରେ ବାଘ ସଂଖ୍ୟା ବଢୁଛି

ମହୀଶୂର,୧୦ା୪: ୨୦୨୨ ଗଣନା ଅନୁସାରେ ଭାରତରେ ୩,୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ମହୀଶୂରରେ ଜାରି କରିଥିବା ଟାଇଗର ସେନ୍‌ସସ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟାନୁସାରେ ଦେଶରେ ବାଘସଂଖ୍ୟା ୨୦୦୬ରେ ୧,୪୧୧ ଥିଲା। ୨୦୧୦ରେ ଏହା…

ଝଡ଼ ବର୍ଷା ନେଇ ୧୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ପାରଦ ଉପରମୁହାଁ ରହିଥିବାବେଳେ ପାଗ ଶୁଖିଲା ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ଥିବାବେଳେ କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ…

୮ ଓ୍ବିକେଟରେ ଜିତିଲା ଏସଆରଏଚ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚରେ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପଞ୍ଜାବ କିଙ୍ଗ୍‌ସ(ପିବିକେଏସ ) ବିପକ୍ଷରେ ୭ ଓ୍ବିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୪ରନ ଲକ୍ଷ୍ୟର ପିଛା କରି ଏସଆରଏଚ ୧୭.୧ ଓଭରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?