ଏହି ମାମଲାରେ କୋହଲିଙ୍କୁ ପଛରେ ପକାଇଲେ ବିଗ୍ବସ୍ ବିଜେତା ଏମ୍ ସି ଷ୍ଟାନ୍
ବମ୍ବେ: ‘ବିଗ୍ବସ୍ ୧୬’ ବିଜେତା ହେବା ପରେ ଦିନକୁ ଦିନ ଏମ୍ସି ଷ୍ଟାନଙ୍କ ଲୋକପ୍ରିୟତା ବଢ଼ୁଛି। ଶୋ’ରେ ତାଙ୍କର ଯୋଗଦାନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ହେଁ ଶିବ ଠାକ୍ରେ, ପ୍ରିୟଙ୍କା ଚାହର ଚୌଧୁରୀଙ୍କ ଭଳି ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ସେ।…
ଦେଶରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…
‘ଟିପୁଙ୍କ ସମର୍ଥକ ନୁହେଁ, ରାମ ଭଜନ ଗାଉଥିବା ଲୋକ ହିଁ ଏଠି ରହିବେ’
ବେଙ୍ଗାଲୁରୁ,୧୫।୨: କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। କର୍ନାଟକ ରାଜନୀତିରେ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନ ଏକ ବଡ଼ ପ୍ରସଙ୍ଗ। ଏବେ ଭାଜପାର ରାଜ୍ୟ ସଭାପତି ନାଲିନ କୁମାର କେଟେଲ ଟିପୁ ସୁଲତାନଙ୍କୁ…
ଜିଲାପାଳଙ୍କ ଅଫିସ ଘେରିଲେ ଭାଜପା କର୍ମୀ
କେନ୍ଦୁଝର,୧୫ା୨(ସ୍ବ.ପ୍ର.): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବୁଧବାର ଭାଜପା ପକ୍ଷରୁ ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…
ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ୍’କୁ ବନ୍ଦ କଲା ଜିଓ ମାର୍ଟ
ନୂଆଦିଲ୍ଲୀ,୧୫: ରିଲାଏନ୍ସ ରିଟେଲର ଏକ ନିଷ୍ପତ୍ତି ଜିଓ ମାର୍ଟର ଗ୍ରାହକଙ୍କୁ ଚକିତ କରିଛି। ଜିଓ ମାର୍ଟ ଏହାର ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’କୁ ବନ୍ଦ କରିବାକୁ ଘୋଷଣା କରିଛି। ଏହି ଆପ୍ ମାଧ୍ୟମରେ ତୁରନ୍ତ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏହା…
ଉତ୍ତର କୋରିଆର ଶାସକ ହେବେ କି କିମ୍ଙ୍କ ଝିଅ
ସିଓଲ,୧୫ା୨: ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ୧୦ ବର୍ଷର ଝିଅ କିମ୍ ଜୁ ଏ ସର୍ବସାଧାରଣରେ ହାଜର ହୋଇଥିଲେ। ଏହା ପରଠାରୁ ସେ ପିତାଙ୍କ ଉତ୍ତରାଧିକାରୀ ହେବା ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ…
ମୋଦି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ,୧୫।୨: ମୋଦି କ୍ୟାବିନେଟ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ସରକାର ସମବାୟ ସମିତିକୁ ମଜଭୁତ କରିବେ। ବିଭିନ୍ନ ଉଦ୍ଦେଶ୍ୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ…
ଏସ୍ବିଆଇ ଋଣ ହେଲା ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଇଏମ୍ଆଇ
ନୂଆଦିଲ୍ଲୀ,୧୫।୨: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଋଣକୁ ମହଙ୍ଗା କରିଛି। ଆର୍ବିଆଇ ଦ୍ୱାରା ରେପୋ ରେଟ୍ ବୃଦ୍ଧି କରାଯିବା ପରେ ଏସ୍ବିଆଇ ଏହାର ସମସ୍ତ ପ୍ରକାର ମାନଦଣ୍ଡ ହାରକୁ ୦.୧୦% ବୃଦ୍ଧି କରିଛି। ବ୍ୟାଙ୍କର ଏହି…
ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀ ଉଚ୍ଛେଦ ଦାବି
ବଲାଙ୍ଗୀର ଅଫିସ,୧୫ା୨: ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍ପିଏସ୍ ଶିକ୍ଷକ ସଂଘ ଜିଲା ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ଘୋଷିତ ‘ରିପିଲ ଆଣ୍ଡ୍ ସ୍ପେଶାଲ ପ୍ରୋଭିଜନ ରୁଲ୍ସ’ ୨୦୨୨ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲାର…
ଆଜମ ଖାନଙ୍କୁ ପୁଣି ବଡ଼ ଝଟ୍କା
ଲକ୍ଷ୍ନୌ,୧୫।୨: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜମଙ୍କ ଆସନ ଖାଲି ପଡିଥିବା ଘୋଷଣା କରିଛି। ସୋମବାର ମୋରାଦାବାଦର…
ଆତ୍ମସମର୍ପଣ କଲେ ୩୩ ନକ୍ସଲ
ରାୟପୁର,୧୫।୨: ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକମାରେ ଆୟୋଜିତ ଏକ ସାଧାରଣ ସଭାରେ ୩୩ ନକ୍ସଲମାନେ ଏକତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅନେକ ନକ୍ସଲଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ଏସପିଙ୍କ ଉପସ୍ଥିତିରେ ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ସୁକମା ପୋଲିସ…
୨୦ ଦିନ ହେଲା ଜଳୁଛି କୋଇଲା ଖଣି
ଜୟପୁର,୧୫ା୨: ଦୀର୍ଘ ୨୦ ଦିନ ହେଲା ମାଟାସୁଖର ଲିଗ୍ନାଇଟ କୋଇଲା ଖଣିରୁ ବିଷାକ୍ତ ଧୂଆଁ ବାହାରୁଛି। ନାଗୋର ଜିଲାର ପ୍ରସିଦ୍ଧ କସନାଉ-ମାଟାସୁଖ ଲିଗ୍ନାଇଟ କୋଇଲା ପ୍ରକଳ୍ପ ୧୧ ମାସ ହେବ ବନ୍ଦ ହୋଇରହିଛି। ମାଟାସୁଖ ଖଣିରେ ଖୋଲା ଜଳୁଥିବା କୋଇଲା ଧୂଆଁ …
Archives


