ସୁଦାନରୁ ସୁରକ୍ଷିତ ଫେରିଲେ ଆମେରିକା ଦୂତାବାସ ଅଧିକାରୀ, ଭାରତ ସମେତ ଅନ୍ୟ ଦେଶର ୯୧ ନାଗରିକ ସାମିଲ…
ଖାର୍ତୁମ,୨୩।୪ : ଗତ କିଛି ଦିନ ହେବ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶରେ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସୁଦାନର ରାପିଡ ସପୋର୍ଟ ଫୋର୍ସ…
ଡ୍ୟାନ୍ସ ଥେରାପି
ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରିରୀକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଅନେକ ରୋଗର ନିରାକରଣ ଡ୍ୟାନ୍ସ ଥେରାପି: ଦିନଯାକର ପରିଶ୍ରମ…
୩୬ ଦିନ ପରେ ପଳାତକ ଅମୃତପାଲ ଗିରଫ…
ମୋଗା,୨୩।୪ : ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶେଷରେ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାରଥିଲେ। ପୋଲିସ…
କଦଳୀ ଖାଇଲେ ମିଳିଥାଏ ଏହି ୫ ଉପକାର
ପାଚିଲା କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କଦଳୀରେ ଅନେକ ପୁଷ୍ଟିକର ଉପାଦାନ ଏବଂ ଭିଟାମିନ ମିଳିଥାଏ। ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କଦଳୀରେ ଭିଟାମିନ ସି, ଡାଏଟାରୀ ଫାଇବର ଏବଂ ମାଙ୍ଗାନିଜ ଭରପୂର ପରିମାଣରେ ରହିଛି।…
ପଞ୍ଜାବର ଦମ୍ଦାର ବିଜୟ
ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର ୩୧ତମ ହାଇସ୍କୋରିଂ ମ୍ୟାଚ୍ରେ ପଞ୍ଜାବ ୧୩ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ସହ ପଞ୍ଜାବ ୮ ପଏଣ୍ଟ ପାଇ ଟେବୁଲର ପଞ୍ଚମସ୍ଥାନକୁ ଉନ୍ନିତ ହୋଇଛି। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା…
୧୦୦ ପରିବାରକୁ ଗୋଟିଏ ନଳକୂପ, ବାଲ୍ଟିଏ ପାଣି ପାଇଁ ଲମ୍ବା ଧାଡ଼ି
କଣ୍ଟିପାଳ/ଆନନ୍ଦପୁର,୨୨ା୪(ଡି.ଏନ୍.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ଗ୍ରାମର ମହାପାତ୍ର ସାହିରେ ପାନୀୟ ଜଳ ସଙ୍ଗଟ ଉଗ୍ରରୂପ ଧାରଣ କରିଛି। ସାହିରେ ବସବାସ କରୁଥିବା ପରିବାରବର୍ଗଙ୍କ ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟ ଜଳ ପାଇଁ ଗୋଟିଏ ନଳକୂପ…
ମୁମ୍ବାଇ ଆଗରେ ୨୧୫ ରନ୍ର ବିଜୟ ଟାର୍ଗେଟ୍
ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର ୩୧ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮…
ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି…
ରାହୁଲ ବାସଭବନ ଛାଡ଼ିବା ସମୟରେ କାନ୍ଦିଲେ ପ୍ରିୟଙ୍କା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୨ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ତୋଗଲକ୍ ଲେନରେ ଥିବା ସରକାରୀ ବାସଭବନ ଶନିବାର ଛାଡ଼ି ଦେଇଛନ୍ତି। ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ମାଆ ସୋନିଆ ଗାନ୍ଧୀଙ୍କ…
ଗର୍ଭପାତ ଲାଗି ବ୍ୟବହୃତ ବିବାଦୀୟ ଔଷଧକୁ ବୈଧ କହିଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୨୨ା୪: ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ‘ମିଫେପ୍ରିଷ୍ଟୋନ’ ଔଷଧକୁ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। କିଛିଦିନ ଧରି ଗର୍ଭପାତ ପାଇଁ ବ୍ୟବହୃତ…
ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ
କୋଲକାତା,୨୨ା୪: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଜଣେ ଆଦିବାସୀ ନବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଲିସରେ…
ଯାତ୍ରୀବାହୀ ବସ୍-କାର୍ ମୁହାଁମୁହିଁ
କୋକସରା,୨୨ା୪(ଡି.ଏନ୍.ଏ.): ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲା ଆମପାଣି ଘାଟିରେ ଦୁର୍ଘଟଣା ଘଟିଛି। କୋକସରା ବ୍ଲକ ଆମପାଣି ଘାଟିର ବୁଲାଣିରେ ଶନିବାର ଯାତ୍ରୀବାହୀ ଘରୋଇ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍ ଓ କାରରେ ଥିବା…

