Home

‘ଭାରତ ଚାହିଁଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ’

ଓ୍ବାଶିଂଟନ,୭ା୧: ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ମୁକାବିଲା ପାଇଁ କୂଟନୈତିକ ସ୍ତରରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ। ନେଡ୍‌ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ, ଭାରତ…

ସିରିଜ ଜିତିଲା ଭାରତ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ଲାଭ କରି ଭାରତ ୨-୧ରେ ସିରିଜ ଜିତିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ ଜିତି ଭାରତ…

୫ ଟିଟିପି ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ…

ଇସଲାମାବାଦ,୭।୧ : ପାକିସ୍ତାନ ପୋଲିସ ପକ୍ଷରୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଆତଙ୍କବାଦୀ ସଂଗଠନର ୫ ସଦସ୍ୟଙ୍କୁ ଗିରଫ କରିଛି। ପଞ୍ଜାବ ପ୍ରଦେଶରୁ ମିଳିଥିବା ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ପଞ୍ଜାବ ପୋଲିସର…

କେଜ୍‌ରିଓ୍ବାଲ-ସାକ୍ସେନା ଚିଠିରେ ଚିଠିରେ ମୁହାଁମୁହିଁ

ନୂଆଦିଲ୍ଲୀ,୭ା୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି)ର ମେୟର ନିର୍ବାଚନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଲ୍‌ଜି ଭି.କେ ସାକ୍ସେନାଙ୍କ ମଧ୍ୟରେ ଏକ ଲେଟର ଓ୍ବାର ବା ଚିଠିରେ ଚିଠିରେ ମୁହାଁମୁହିଁ ହୋଇଛନ୍ତି। କେଜ୍‌ରିଓ୍ବାଲ ଶନିବାର ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନାଙ୍କୁ…

‘ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ, କେବଳ ଦୁଃଖ’

ମୁମ୍ବାଇ,୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ ବରଂ ଏହି ପଦବୀରେ ରହିବାରେ ବହୁତ ଦୁଃଖ ଅଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ରାଜଭବନରେ ଆୟୋଜିତ…

ତଳେ ପଡ଼ିଗଲେ, ତଥାପି ମାରିଲେ ଛକା

ରାଜକୋଟ,୭।୧: ଫୁଲ୍‌ଟସ୍‌ ବଲ୍‌ ଖେଳିବାକୁ ଯାଇ ତଳେ ପଡ଼ିଗଲେ, ତଥାପି ଛକା ମାରିଲେ କ୍ରିକେଟର। କିଛି ଏଭଳି ଦୃଶ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟି୨୦ ମୁକାବିଲାରେ ଦେଖିବାକୁ ମିଳିଛି। ଭାରତୀୟ ଇନିଂସର ୧୩ତମ ଓଭରର ଦ୍ୱିତୀୟ ବଲ୍‌ରେ…

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଶିନ୍ଦେ ସରକାର: ସଞ୍ଜୟ ରାଉତଙ୍କ କଟାକ୍ଷ…

ମୁମ୍ବାଇ,୭।୧ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରକୁ ଶିସେନା ଉଦ୍ଧବ ଠାକରେ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଶିନ୍ଦେ ସରକାର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ସରକାର ଫେବୃୟାରୀ…

ନୋରା ନୁହନ୍ତି, ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆର୍ୟନ ଖାଁ !

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ। କିଛି ଦିନ ଧରି ସେ ନୋରା ଫତେହୀଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏବେ କାହାଣୀ ପଲଟି ଯାଇଛି। ପାକିସ୍ତାନୀ ଅଭିନେତ୍ରୀ…

ଯନ୍ତ୍ରୀଙ୍କର ରହିଛି ୧୪ ପ୍ଲଟ୍‌, ଏକାଧିକ କୋଠା

ଭୁବନେଶ୍ୱର,୭ା୧(ବ୍ୟୁରୋ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର ଆରଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କର ୨ଟି ତିନି ମହଲା କୋଠା ଗୋଟିଏ ଦୁଇ ମହଲା କୋଠା ସମେତ ୧୪ଟି ପ୍ଲଟ୍‌ ରହିଛି। ଏହା ସହିତ…

୪୫ ବଲ୍‌ରେ ଶତକ

ରାଜକୋଟ,୭।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ ଅନ୍ତର୍ଜାତୀୟ ଫର୍ମାଟରେ ସେ ନିଜର ତୃତୀୟ ଶତକ ମାରିବାରେ ସଫଳ ହୋଇଛନ୍ତି। ମାତ୍ର ୪୫ ବଲ୍‌ରେ ୮ ଛକା ଏବଂ ୬ ଚୌକା…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୨୯ ରନ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ରାଜକୋଟର ସୌରାଷ୍ଟ୍ର କ୍ରିକେଟ…

ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ୍‌

ନୂଆଦିଲ୍ଲୀ,୭।୧: ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ। ଚଳିତ ବର୍ଷ ଏପ୍ରିଲ ସୁଦ୍ଧା କମ୍ପାନୀର କିଛି କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ ଘୋଷଣା କରାଯିବ ବୋଲି ସିଇଓ କ୍ରିସ କେମ୍ପକିନସ୍କି କହିଛନ୍ତି। ତେବେ କମ୍ପାନୀରେ ୨ ଲକ୍ଷ କର୍ମଚାରୀ ଅଛନ୍ତି। ଏବେ ସେମାନଙ୍କର ଭୂମିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri