Home

@ମୋଦିଆର୍କାଇଭ୍‌ରେ ପ୍ରଧାନମନ୍ତ୍ରୀଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ,୨୫ା୧: ଗତ ସପ୍ତାହରେ ନୂଆଦିଲ୍ଲୀରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବାବେଳେ @ମୋଦିଆର୍କାଇଭ୍‌ ନାମକ ଟୁଇଟର ହ୍ୟାଣ୍ଡେଲ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେକ ପୁରୁଣା ଫଟୋ ଶେୟାର କରାଯାଇଥିଲା। ୧୯୯୬ରେ ଭୋପାଳରେ ଆୟୋଜିତ ଭାଜପା କାର୍ଯ୍ୟକାରିଣୀ ପରଠୁ ବିଭିନ୍ନ ସମ୍ମିଳନୀବେଳର ଫଟୋଗୁଡ଼ିକୁ…

ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…

ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍‌ ୟୁରୋପ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି। ଅଧ୍ୟୟନ ଅନୁଯାୟୀ ଏହି ସଂକ୍ରମଣ…

‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗନେବେ ଗଞ୍ଜାମର ୨ ଛାତ୍ର

ନୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି-୨୦୨୩)ରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମ୍‌ରେ ଆସନ୍ତା ୨୭ରେ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ଭାଗରୁ ୧୦୨ ଛାତ୍ରୀଛାତ୍ର ସାମିଲ ହେବେ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୨ ଜଣ ଛାତ୍ର ଅଛନ୍ତି।…

କର୍ମୀଙ୍କୁ ଟେକା ଫିଙ୍ଗିଲେ ମନ୍ତ୍ରୀ

ଥିରୁଭାଲୁର,୨୫ା୧: ତାମିଲନାଡୁର ଜଣେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରକୁ ଟେକା ଫିଙ୍ଗିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଥିରୁଭାଲୁର ଜିଲାରେ ଏକ କାର୍ଯ୍ୟକ୍ରମରେ ଡିଏମ୍‌କେ ନେତା ତଥା ତାମିଲନାଡୁ ମନ୍ତ୍ରୀ ଏସ୍‌.ଏମ୍‌. ନାସାର ବସିବା ପାଇଁ ଚେୟାର ଆଣିବାରେ…

ଭାରତରେ ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୧: ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତ୍ତହ ଏଲ୍‌-ସିସି ମଙ୍ଗଳବାର ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ଭବ୍ୟ ସ୍ବାଗତ କରିଥିଲେ। ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେବାକୁ ଥିବା…

ପୁଲଓ୍ବାମା ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା: ଆମେରିକା…

ଓ୍ବାଶିଂଟନ,୨୫।୧ : ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା। ତତ୍କାଳୀନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ…

ଆଜି ‘ପଠାନ୍‌’ ରିଲିଜ୍‌

ମୁମ୍ବାଇ: ବହୁ ବାଦବିବାଦ ପରେ ବୁଧବାର ରିଲିଜ୍‌ ହେଉଛି ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’। ଲୋକପ୍ରିୟ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ହାଇବଜେଟ୍‌ ସିନେମା ପାଇଁ ମଙ୍ଗଳବାର ୪.୧୯ ଲକ୍ଷ ଆଡଭାନ୍ସ ଟିକେଟ ବିକ୍ରି ହୋଇଛି। ଫିଲ୍ମଟି ମୋଟ ୫, ୦୦୦ ପ୍ରେକ୍ଷାଳୟରେ…

କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…

ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ସରକାରୀ ଗଣମାଧ୍ୟମ ଆରଏନଜେଡ ଏହି ସୂଚନା ଦେଇଛି । ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ଭାବରେ…

‘ନ୍ୟାୟପାଳିକାରେ କେନ୍ଦ୍ରର ହସ୍ତକ୍ଷେପ ବିପଜ୍ଜନକ’

ମହୀଶୂର,୨୫ା୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତି ଏବଂ ନ୍ୟାୟିକ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଠିକ୍‌ ନୁହେଁ। ଏହା ବିପଜ୍ଜନକ ବୋଲି କର୍ନାଟକର ପୂର୍ବତନ ଲୋକାୟୁକ୍ତ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏନ୍‌. ସନ୍ତୋଷ ହେଗଡେ ମଙ୍ଗଳବାର କହିଛନ୍ତି। ଗଣମାଧ୍ୟମ ସହ ଏକ ଆଲୋଚନା…

ପୁଣି ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ: ଅନିର୍ଦ୍ଦିଷ୍ଟ କାଳ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୫ା୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା କାଉନ୍‌ସିଲରଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁ ମଙ୍ଗଳବାର ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଦ୍ୱିତୀୟ ଥର ପାଇଁ ଅଟକିଛି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ହାଉସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ…

ନୂତନ ପର୍ଯ୍ୟଟନ ନୀତି

ଯେକୌଣସି ରାଷ୍ଟ୍ରର ଉନ୍ନତିରେ ପର୍ଯ୍ୟଟନ ଶିଳ୍ପର ଭୂମିକା ପ୍ରଣିଧାନଯୋଗ୍ୟ। ଅନ୍ୟ ସମସ୍ତ ନିବେଶ କ୍ଷେତ୍ରରେ ପରିବେଶକୁ ଧୂଆଁ ନିର୍ଗତ ହେଉଥିବା ସ୍ଥଳେ, ପର୍ଯ୍ୟଟନ ଶିଳ୍ପକୁ ଧୂମବିହୀନ ଶିଳ୍ପର ମାନ୍ୟତା ଦିଆଯାଏ। ଆରୁବା, ବ୍ରିଟିଶ ଉପଦ୍ୱୀପ, ମାଳଦ୍ୱୀପ, ସେଚିଲସ, ବାହାମସ ଆଦି ଅର୍ଥନୀତିରେ…

ନବୀନ ଜିନ୍ଦଲଙ୍କୁ ହତ୍ୟା ଧମକ

ରାୟପୁର,୨୫ା୧: ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ୪୮ ଘଣ୍ଟା ମଧ୍ୟରେ ଯଦି ସେ ୫ ନିୟୁତ ପାଉଣ୍ଡ ପୈଠ ନ କରନ୍ତି, ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଚିଠିରେ ଉଲ୍ଲେଖ ରହିଛି। ବିଳାସପୁର କେନ୍ଦ୍ରୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri