ପ୍ରଥମ ଦିନ ଏତିକି ଟଙ୍କା ରୋଜଗାର କଲା ‘ପଠାନ୍’
ବଲିଉଡ ଫିଲ୍ମ ‘ପଠାନ୍’ର କ୍ରେଜ ଏବେ ସବୁଠି ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବୁଧବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ‘ପଠାନ’ ଦର୍ଶକଙ୍କଠାରୁ ଜବରଦସ୍ତ ରେସପନ୍ସ ପାଇଛି। ଫିଲ୍ମଟି ପ୍ରଥମ ଦିନ…
ଶୀତ ପରେ ପୁଣି ବଢ଼ିବ ରୁଷିଆ ଆକ୍ରମଣ, ୟୁକ୍ରେନ୍କୁ ସମସ୍ତ ସହାୟତା ଯୋଗାଇବା ଆମେ ପ୍ରସ୍ତୁତ: ଆମେରିକା…
ମସ୍କୋ,୨୬।୧ : ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ପାଟ୍ରିୟଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବା ପରେ ବର୍ତ୍ତମାନ ଆମେରିକା ମଧ୍ୟ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିଛି। ଏହା ବ୍ୟତୀତ ୟୁକ୍ରେନ ସେନାକୁ ସାହାଯ୍ୟ କରିବା ପାଇଁ ଜର୍ମାନୀ ଟ୍ୟାଙ୍କ ପଠାଇବାକୁ ମଧ୍ୟ…
ଗ୍ୟାସ୍ ଲିକ୍ ଘଟଣା: ଚାଲିଗଲା ୧୬ ଜୀବନ
ଇସଲାମାବାଦ୍,୨୬।୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ସପ୍ତାହେ ମଧ୍ୟରେ ଗ୍ୟାସ ଲିକ ଘଟଣାରେ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ବୁଧବାର କ୍ୱେଟାର କିଲି ବାଡେଜାଇ ଅଞ୍ଚଳରେ ଥିବା…
ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଓଏଫ୍ସି
ଭୁବନେଶ୍ୱର,୨୬ା୧(ସ୍ପୋଟର୍ସ ବ୍ୟୁରୋ):ଇଣ୍ଡିଆନ୍ ସୁପର ଲିଗ୍ରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଓଡ଼ିଶା ଏଫ୍ସି(ଓଏଫ୍ସି)। ଦଳ ନିଜ ଅନ୍ତିମ ୬ ମୁକାବିଲାରୁ ୫ଟିରେ ପରାଜିତ ହୋଇଥିବା ବେଳେ ବିଜୟଧାରାକୁ ଫେରିବାକୁ ପ୍ରୟାସ କରିବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନରେ ଏଟିକେ ମୋହନବାଗାନ…
୫ ଫ୍ରାଞ୍ଚାଇଜିରୁ ଆୟ ୪,୬୬୯ କୋଟି
ମୁମ୍ବାଇ,୨୬ା୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍ସ…
ଟାଇସନଙ୍କ ବିରୋଧରେ ବଳାତ୍କାର ମାମଲା
ନ୍ୟୁୟର୍କ,୨୬ା୧(ଏପି): ଜଣେ ମହିଳା ପୂର୍ବତନ ହେଭିଓ୍ବେଟ ବକ୍ସିଂ ଚାମ୍ପିୟନ ମାଇକ୍ ଟାଇସନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି, ୧୯୯୦ ଦଶକ ପ୍ରାରମ୍ଭରେ ନ୍ୟୁୟର୍କର ଆଲବାନୀଠାରେ ଏକ ନାଇଟ୍ କ୍ଲବରେ ଟାଇସନଙ୍କ ସହ ତାଙ୍କର ଦେଖାହୋଇଥିଲା।…
ସେମିରେ ଜୋକୋଭିଚ୍,ଟମି
ମେଲବୋର୍ନ,୨୬ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗ ସେମିରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍ ଜୋକୋଭିଚ୍ ଓ ଆମେରିକୀୟ ଟମି ପଲ୍। ସେହିପରି ମହିଳା ସିଙ୍ଗଲ୍ସରେ ବେଲାରୁଷର ଆରିନା ସାବାଲେଙ୍କା ଓ ପୋଲାଣ୍ଡର ମାଗଦା ଲିନେଟ୍ ସେମିରେ…
ପୁଣି ଫେସ୍ବୁକ୍-ଇନ୍ଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ
ନ୍ୟୁୟର୍କ,୨୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫେରିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍ ହେବ ବୋଲି ମେଟା ଘୋଷଣା କରିଛି। ଜାନୁଆରୀ ୬, ୨୦୨୧ରେ, କ୍ୟାପିଟାଲ…
ସିୟୁଟିଏମ୍ରେ ୩ଦିନିଆ ‘ଆଗ୍ରିଭିଜନ-୨୦୨୩’
ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ (ସିୟୁଟିଏମ୍) ପରିସରରେ ଏକ ୩ଦିନିଆ ଜାତୀୟସ୍ତରୀୟ କର୍ମଶାଳା ‘ଆଗ୍ରିଭିଜନ-୨୦୨୩’ ଅନୁଷ୍ଠିତ ହେବ। ଏପରିକି କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍ଏଆର୍ଏମ୍) ଓ ସେଞ୍ଚୁରିଅନ୍ ୟୁନିଭର୍ସିଟି…
ବାଲାଜୀ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର ଆଉଟ୍ଲେଟ୍
ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବାଲାଜୀ ଗ୍ରୁପ୍ର ମଲ୍ଟି ବ୍ରାଣ୍ଡ୍ ଷ୍ଟୋର ‘ବାଲାଜି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର’ର ଏକ୍ସକ୍ଲୁସିଭ ଆଉଟ୍ଲେଟ ବୁଧବାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରୁପ୍ର ଏହି ସର୍ବବୃହତ୍ ମଲ୍ଟି ବ୍ରାଣ୍ଡ୍ ଷ୍ଟୋର ସ୍ଥାନୀୟ…
ଭୟଙ୍କର ବୋମା ବିସ୍ଫୋରଣ: ୨୭ ମୃତ
ଆବୁଜା,୨୬।୧: ନାଇଜେରିଆରେ ବଡ଼ ବୋମା ବିସ୍ଫୋରଣର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ନାଇଜେରିଆରେ ଏହି ଘଟଣା ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି…
ସୁବାସ ଭାଟିକା ଡୁପ୍ଲେକ୍ସ ଲାଗି ଭୂମି ପୂଜନ
ବ୍ରହ୍ମପୁର ଅଫିସ,୨୬ା୧: ବ୍ରହ୍ମପୁର ସହରବାସୀଙ୍କୁ ଚାହିଦା ମୁତାବକ ଡୁପ୍ଲେକ୍ସ ଯୋଗାଇବା ଲକ୍ଷ୍ୟରେ ସୁବାସ ଭାଟିକା ଏକ ନୂତନ ପ୍ରୟାସ ଆରମ୍ଭ କରିଛି। ଏହି ମର୍ମରେ ବୁଧବାର ହରିଡାଖଣ୍ଡିଠାରେ କମ୍ପାନୀର ନୂତନ ପ୍ରକଳ୍ପର ଭୂମି ପୂଜନ ହୋଇଯାଇଛି। ଏଥିରେ ସୁବାସ ଭାଟିକାର ମାଲିକ…
Archives


