ଜାପାନରେ ଅଣ୍ଡା ଅଭାବ, ଖାଇବାକୁ ମିଳୁନି ବର୍ଗର…
ଟୋକିଓ,୧୧।୩ : ଅତୀତରେ ବ୍ରିଟେନ, ଉତ୍ତର କୋରିଆ, ଫିଲିପାଇନ୍ସ ଭଳି ଦେଶରେ ଖାଦ୍ୟ ସଙ୍କଟ ଖବର ଆସିଥିଲା। ବ୍ରିଟେନରେ ପରିସ୍ଥିତି ଏପରି ହୋଇଥିଲା ଯେ ସେଠାରେ ଥିବା ଅନେକ ବଡ ବଡ ଦୋକାନ ବଜାରରେ କିଛି ଫଳ ଏବଂ ପନିପରିବା ଉପରେ…
ବାଂଲାଦେଶରେ ଆର୍ଥିକ ସଙ୍କଟ ଘନେଇଲା: ମୁଡିସ ରିପୋର୍ଟ…
ଢାକା,୧୧।୩ : ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିସର ରେଟିଂକୁ ହ୍ରାସ କରିବା ନିଷ୍ପତ୍ତି ନେଇ ବାଂଲାଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଚିନ୍ତା ବଢ଼ିବାରେ ଲାଗିଛି। ମୁଡିସ ବାଂଲାଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ରେଟିଂକୁ ସ୍ଥିରରୁ ନକାରାତ୍ମକକୁ ହ୍ରାସ କରିଛି। ଅର୍ଥନୀତିଜ୍ଞ ଏବଂ ଆର୍ଥିକ ବିଶ୍ଳେଷକମାନେ…
ରୁଷିଆର ବେସରକାରୀ ସେନା ୟୁକ୍ରେନ ସୈନ୍ୟବାହିନୀକୁ ଘେରି ରହିବେ, ୪୨ଟି ସହରରେ ୱାଗନର୍ ନିଯୁକ୍ତି କେନ୍ଦ୍ର…
ମସ୍କୋ,୧୧।୩ : ରୁଷିଆର ସେନା କ୍ରମାଗତ ବିମାନ ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ସହରକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି। ଏହି ସମୟରେ, ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରୁଷିଆର ଘରୋଇ ସାମରିକ କମ୍ପାନୀ ‘ୱାଗନର୍ ଗ୍ରୁପ’ ୟୁକ୍ରେନର…
‘ସିଟାଡେଲ’ରେ ମେଲ ଆକ୍ଟରଙ୍କ ବରାବର ଫିଜ ନେଇଛନ୍ତି ପ୍ରିୟଙ୍କା, କହିଲେ ୨୨ ବର୍ଷ କ୍ୟାରିୟରରେ ପ୍ରଥମଥର…
ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ପ୍ରାଇମ ଭିଡିଓ ସିରିଜ ‘ସିଟାଡେଲ’ରେ ନଜର ଆସିବେ । ନିକଟରେ ଏହି ସିରିଜର ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲରରେ ପ୍ରିୟଙ୍କା ଜବରଦସ୍ତ ଆକ୍ସନ ସିକ୍ୱୋନ୍ସ କରୁଥିବା ନଜର ଆସିଥିଲା । ଅଭିନେତ୍ରୀ…
ବିପଦରେ ୧୦୦୦ରୁ ଅଧିକ ପ୍ରବାସୀ, ୭୩ ଜଣଙ୍କ ମୃତ୍ୟୁ, ଇଟାଲୀ କୋଷ୍ଟଗାର୍ଡର ଉଦ୍ଧାର କାର୍ଯ୍ୟ ଜାରି…
ରୋମ,୧୧।୩ : ୧୦୦୦ରୁ ପ୍ରବାସୀଙ୍କୁ ଉଦ୍ଧାର କରିବା ପାଇଁ ଇଟାଲୀର କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଇତିମଧ୍ୟରେ ୭୩ ଜଣ ଲୋକ ବୁଡ଼ିଯାଇଛନ୍ତି ବୋଲି କୋଷ୍ଟଗାର୍ଡ ଏକ ବିବୃତ୍ତିରେ କହିଛି। ଦକ୍ଷିଣ କାଲେର୍ବିୟା ଅଞ୍ଚଳର ରାଷ୍ଟ୍ରପତି ରୋବର୍ଟୋ ଓଚ୍ୟୁଟୋ କହିଛନ୍ତି…
ପୁଲଓ୍ବାମା ଶହୀଦଙ୍କୁ ନେଇ ରାଜନୀତି: ଭାଜପା ପକ୍ଷରୁ ପ୍ରଦର୍ଶନ ଜାରି…
ଜୟପୁର,୧୧।୩ : ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ସ୍ତ୍ରୀମାନଙ୍କୁ ବିରୋଧ ପ୍ରସଙ୍ଗରେ ଜୟପୁରରେ ଭାଜପା କର୍ମୀ ଓ ନେତାମାନେ ପ୍ରଦର୍ଶନ କରିଛନ୍ତି। ଏନେଇ ରାଜନୀତି ଉଷ୍ଣ ହେବାରରେ ଲାଗିଛି। ପ୍ରଦର୍ଶନକାରୀମାନେ ବ୍ୟାରିକେଡିଂ ମଧ୍ୟ ଭାଙ୍ଗି ଦେଇଛନ୍ତି। ସୁରକ୍ଷା…
ନେପାଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
କାଠମାଣ୍ଡୁ,୧୧ ।୩: ନେପାଳରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଠାକାର ୩ ପ୍ରମୁଖ ରାଜନୈତିକ ଦଳର ୪ ଜଣ ପ୍ରାର୍ଥୀ ଶନିବାର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ନିର୍ବାଚନ ୧୭ ମାର୍ଚ୍ଚରେ…
ମହିଳାମାନେ ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ ହୋଇ ପହଁରି ପାରିବେ…
ବର୍ଲିନ,୧୧।୩ : ମହିଳାମାନେ ବର୍ତ୍ତମାନ ଜର୍ମାନୀର ରାଜଧାନୀ ବର୍ଲିନରେ ଥିବା ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ ହୋଇ ପହଁରି ପାରିବେ। ନଗର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରେ ମହିଳାମାନଙ୍କୁ ଶୀଘ୍ର ପୁଷ୍କରିଣୀରେ କୌଣସି ପୋଷାକ ନ ପିନ୍ଧି ଗାଧୋଇବାକୁ ଅନୁମତି ଦିଆଯିବ। ଜଣେ…
୫ ଶହ ମୁହାଁ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଦୁନିଆର ସବୁଠୁ ସୁନ୍ଦରୀ ବୈଜ୍ଞାନିକ, ସାପକୁ ନେଇ ଦେଲେ ଏମିତି ଚେତାବନୀ
ଫ୍ଲୋରିଡାସ୍ଥିତ ଭୂବିଜ୍ଞାନୀ ରୋଜି ମୋର୍ ଦୁନିଆର ସବୁଠାରୁ ସୁନ୍ଦରୀ ବୈଜ୍ଞାନିକ ଭାବରେ ଜଣାଶୁଣା। ରୋଜି କହିଛନ୍ତି, ବହୁ ବର୍ଷ ଧରି ଏଭରଗ୍ଲାଡ୍ସ ଜଙ୍ଗଲରେ ରହୁଥିବା ସାପମାନେ ବର୍ତ୍ତମାନ ଜନବସତି ଆଡକୁ ଚାଲିଆସୁଛନ୍ତି। ସେମାନେ ଜଙ୍ଗଲ ଛାଡ଼ି ସହରମୁହାଁ ହେଉଛନ୍ତି। ଏହି କାରଣରୁ…
ହିଟଲର ଆଉ ଷ୍ଟାଲିନଙ୍କ ସହ ମୋଦିଙ୍କୁ ତୁଳନା କଲା କଂଗ୍ରେସ
ନୂଆଦିଲ୍ଲୀ,୧୧ ।୩: କଂଗ୍ରେସ ନେତା ଜୟରାମ ରମେଶ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ’ର ନାମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ କରି ତାଙ୍କ ସମୟର ଏକ ଛତ୍ରବାଦୀ ଶାସକଙ୍କର ଏକ ତାଲିକା ଟୁଇଟରରେ ଶେୟାର…
ସିବିଆଇ ସମ୍ମୁଖରେ ଶନିବାର ବି ହାଜର ହେବେନି ତେଜସ୍ବୀ
ନୂଆଦିଲ୍ଲୀ,୧୧।୩: ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରର ଅଡୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର…
Archives


