Home

ସଲ୍‌ମାନଙ୍କ ସହ କାମ କରିବାକୁ କିଛି ରୁଲ୍‌ ନାହିଁ

ମୁମ୍ବାଇ: ବିଗ୍‌ବସ୍‌ ଫେମ୍‌ ଶେହେନାଜ୍‌ ଗିଲ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ସହ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ରେ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ଶେହେନାଜ୍‌ଙ୍କ ସହ ଅଭିନେତ୍ରୀ ପଲକ୍‌ ତିୱାରୀ କହିଥିଲେ କି ସଲ୍‌ମାନଙ୍କ ସହ…

ଗୁରୁଦ୍ୱାରା ଗୁଳିକାଣ୍ଡ ମାମଲାରେ ୧୭ ଗିରଫ, ମେଶିନ ଗନ ଏକ ୪୭ ଜବତ

ଓ୍ବାଶିଂଟନ,୧୮।୪: ଆମେରିକାର କାଲିଫର୍ନିଆରେ ଥିବା ସୌକ୍ରାମେଂଟୋ ସ୍ଥିତ ଏକ ଗୁରୁଦ୍ୱାରରେ ଗତ ମାସରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ବଡ ଧରଣର ଚଢାଉ କରିଛି। କୁହାଯାଉଛି କି ଏହି ଘଟଣାକୁ ନେଇ ପ୍ରାୟ ୨୦ଟି ସ୍ଥାନରେ ଚଢାଉ କରାଯାଇଛି। ଏହାସହ ୧୭…

ଟାଟୁରେ ଭର୍ତ୍ତି ଶିକ୍ଷକଙ୍କ ଶରୀର

ପ୍ୟାରିସ: ଆମେ ଶିକ୍ଷକଙ୍କୁ ସବୁବେଳେ ସରଳ ମଣିଷ ଭାବେ ଦେଖିବାକୁ ପାଇଥାଉ। ତାଙ୍କ ଆସନ ସର୍ବଦା ବହୁ ଊର୍ଦ୍ଧ୍ୱରେ ରହିଥାଏ। ସେମାନେ ନିଜ ଚାଲିଚଳନ, ବେଶଭୂଷାକୁ ସାଧାରଣ ରଖିଥା’ନ୍ତି। ହେଲେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ପେସାରେ ଜଣେ ଶିକ୍ଷକ, ହେଲେ…

ତୃତୀୟ ଦିନରେ ସୁଦାନ ବିଦ୍ରୋହ: ୯୭ ନାଗରିକ ମୃତ

ଖାର୍ଟୋମ, ୧୮।୪: ସୁଦାନ ରାଜଧାନୀ ଖାର୍ଟୋମ୍‌ରେ ସେନା ଓ ଶକ୍ତିଶାଳୀ ବିଦ୍ରୋହୀ ସଙ୍ଗଠନ ମଧ୍ୟରେ ସଂଘର୍ଷ ସୋମବାର ତୃତୀୟ ଦିନରେ ପହଞ୍ଚିଛି। ଏଥିରେ ଅନୂ୍ୟନ ୯୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ସେଣ୍ଟ୍ରାଲ ଖାର୍ଟୋମର ରାସ୍ତାରେ କୁଢ଼ କୁଢ଼ ମୃତଦେହ ପଡ଼ିରହିଥିବାବେଳେ…

ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ ଦିଆଯାଉ…

ଜୟଆଲୁକ୍କାସର କ୍ୟାଶବ୍ୟାକ ସେଲିବ୍ରେଶନ

ନୂଆଦିଲ୍ଲୀ,୧୮।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ କ୍ୟାଶବ୍ୟାକ ସେଲିବ୍ରେଶନ କ୍ୟାମ୍ପେନିଙ୍ଗର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଜୟଆଲୁକ୍କାସରେ କିଣାକିଣି କଲେ ଗ୍ରାହକଙ୍କୁ ପ୍ରତି କ୍ରୟ ଉପରେ କ୍ୟାଶବ୍ୟାକର ସୁବିଧା ପ୍ରଦାନ…

ରାଉରକେଲାରେ କଲ୍ୟାଣ ଜୁଏଲର୍ସ

ଭୁବନେଶ୍ୱର,୧୮।୪: କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ମଙ୍ଗଳବାର ଷ୍ଟିଲ୍‌ ସିଟି ରାଉଲକେଲାଠାରେ ଖୋଲିବାକୁ ଯାଉଛି। ବିଶେଷ କରି ରାଉରକେଲା ସହରରେ ବ୍ରାଣ୍ଡ୍‌ର ଏହା ପ୍ରଥମ ଷ୍ଟୋର ହୋଇଥିବା ବେଳେ ଓଡ଼ିଶା ବଜାରରେ ୩ୟ ଶୋ’ରୁମ୍‌…

ଆଜି ଖୋଲିବ ଆପଲ ରିଟେଲ ଷ୍ଟୋର

ମୁମ୍ବାଇ,୧୮।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇ ଫୋନ୍‌ ନିର୍ମାତା ‘ଆପଲ’ର ପ୍ରଥମ ରିଟେଲ ଷ୍ଟୋର ମଙ୍ଗଳବାର ମୁମ୍ବାଇର ବିକେସିସ୍ଥିତ ଜିଓ ଓ୍ବାର୍ଲଡ ସେଣ୍ଟରଠାରେ ଖୋଲିବାକୁ ଯାଉଛି। ବିଶେଷ କରି ଉକ୍ତ ଷ୍ଟୋର ଜରିଆରେ ବ୍ରାଣ୍ଡ୍‌ର ସମସ୍ତ ଫୋନ୍‌ ଭାରତୀୟ ଗ୍ରାହକ ସହଜରେ…

ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୧୮।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏପରିକି ସେ ଉକ୍ତ ମଣ୍ଡଳର ଉପ-ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ମିଶ୍ର ଭୁବନେଶ୍ୱର ଜୋନାଲ…

ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୩୪%

ନୂଆଦିଲ୍ଲୀ,୧୮।୪: କ୍ରମାଗତ ୧୦ ମାସ ହେବ ଦେଶର ହୋଲସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ)ରେ ହ୍ରାସ ପରିଲକ୍ଷିତ ହେଉଛି। ଫଳରେ ଦରବୃଦ୍ଧି ଓ ମାନ୍ଦାବସ୍ଥା ସମୟରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳୁଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି…

ଜାତି ଜନଗଣନା ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ,୧୮।୪(ପି.ଟି.): ବିରୋଧୀଙ୍କୁ ସମାଲୋଚନା କରିବା ଲାଗି କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଜାତିଭିତ୍ତିକ ରାଜନୀତି କରିବା ସହ ଦେଶରେ ସାମାଜିକ-ଅର୍ଥନୈତିକ ଓ ଜାତି ଜନଗଣନାକୁ ଅଟକାଇଥିବା କଂଗ୍ରେସ ସୋମବାର ଅଭିଯୋଗ କରିଛି। ଅବହେଳିତ ବର୍ଗ ଫମ୍ପା ପ୍ରତିଶ୍ରୁତି ନୁହେଁ, ଅର୍ଥନୈତିକ ଓ…

ଏକ୍ସବିବି ୧.୧୬.୧ ଭାରିଆଣ୍ଟରେ ୪୩୬ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ମ୍ୟୁଟେଟେଡ୍‌ ସବ୍‌ ଭାରିଆଣ୍ଟ ଏକ୍ସବିବି ୧.୧୬.୧ ଭୂତାଣୁ ଦ୍ୱାରା ୪୩୬ ଜଣ ଆକ୍ରାନ୍ତ ହୋଇଥିବା ଭାରତୀୟ ସାର୍ସକୋଭ୍‌-୨ ଜେନୋମିକ୍ସ କୋନ୍‌ସୋର୍ଟିଅମ୍‌ (ଆଇଏନ୍‌ଏସ୍‌ଏସିଓଜି) କହିଛି। ଦେଶରେ ପ୍ରଥମ କରି ଜାନୁୟାରୀରେ ଓମିକ୍ରନ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri