Home

ଚାଇନା ସହ ସମ୍ପର୍କକୁ ନେଇ ଟିକଟକ ସିଇଓଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା

ୱାଶିଂଟନ,୨୪ ।୩: ଆମେରିକାରେ ବଢି ଚାଲିଥିବା ସୁରକ୍ଷା ଚିନ୍ତା ଓ ଟିକଟକ କମ୍ପାନୀ ଉପରେ ଚାଇନ ସହ ସମ୍ଭାବିତ ପ୍ରଭାବ ମଧ୍ୟରେ ଟିକଟକର ସିଇଓ ଶାଉ ଜି ଚ୍ୟୁ ଗୁରୁବାର ଆମେରିକା କଂଗ୍ରେସ ସାମ୍ନାରେ ସାକ୍ଷି ଦେଇଛନ୍ତି । କଂଗ୍ରେସ ସମିତିର…

ନେତନ୍ୟ୍ୟାହୁଙ୍କୁ ବଞ୍ଚାଇବାକୁ ନୂଆ ଆଇନ ପାସ୍‌, ସଡ଼କରେ ବିରୋଧ ପ୍ରଦର୍ଶନ ଜାରି

ତେଲ ଆଭିବ,୨୪ ।୩: ଇସ୍ରାଏଲ ସଂସଦରେ ଗୁରୁବାର ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବିତ କିଛି ବିବାଦୀୟ ଆଇନ ମଧ୍ୟରୁ ପ୍ରଥମ ଆଇନକୁ ପାରିତ କରିଛନ୍ତି । ସଂସଦରେ ଏହି ଆଇନ ଏମିତି ସମୟରେ ପାସ ହୋଇଛି, ଯେତେବେଳେ ଏହା ବିରୋଧରେ…

ଭାରତ ଗସ୍ତରେ ଆସିଥିବା ଅଜୟ ବଙ୍ଗା କରୋନା ପଜିଟିଭ

ନୂଆଦିଲ୍ଲୀ,୨୪ ।୩: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ନୋମିନେଟ ହୋଇଥିବା ଭାରତୀୟ ଅଜୟ ବଙ୍ଗା ବିଶ୍ୱ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି । ହେଲେ ନୂଆଦିଲ୍ଲୀ ପହଞ୍ଚିବା ପରେ ସେ ନିୟମିତ…

କନ୍ନଡ ଅଭିନେତା ଚେତନଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ,୨୩।୩: ହିନ୍ଦୁତ୍ୱକୁ ନେଇ ବିବାଦୀୟ ଟୁଇଟ ପ୍ରସଙ୍ଗରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଚେତନ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ବେଙ୍ଗାଲୁରୁର ୧୩ ଏସିଏମ୍‌ଏମ୍‌ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତିି। ଦୁଇ ଜଣ ଜାମିନଦାର ଏବଂ ୨୫ ହଜାର ବ୍ୟକ୍ତିଗତ…

କାଲିଫର୍ନିଆ ଝଡ଼ରେ ଉଡ଼ିଗଲା ଘରର ଛାତ: ବିନା ବିଜୁଳିରେ ଜୀବନ ବିତାଉଛନ୍ତି ୯୦ହଜାର

ଲସ୍‌ଏଞ୍ଜେଲ୍ସ, ୨୩। ୩: ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଲଗାତର ୨ ଦିନ ସ୍ଥାନୀୟ ଅଞ୍ଚଳରେ ଝଡ଼…

ପାଓ୍ବାରଙ୍କ ଘରେ ବସିଲା ବିରୋଧୀ ନେତାଙ୍କ ବୈଠକ: ସାମିଲ ହେଲାନି ଟିଏମ୍‌ସି

ନୂଆଦିଲ୍ଲୀ,୨୩।୩: ଇଭିଏମ୍‌ ପ୍ରସଙ୍ଗକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସଭବନରେ ଗୁରୁବାର ବିରୋଧି ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ତଥା ପ୍ରସିଦ୍ଧ ଓକିଲ କପିଲ ସିବ୍ବଲ କହିଛନ୍ତି, ଯଦି…

ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

ଚଣ୍ଡିଖୋଲ/ଛତିଆ,୨୩ା୩(ଡି.ଏନ୍‌.ଏ.): ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆ ସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…

ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୩।୩: ସୁନାର ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟର ଅଭାବ ଦେଖାଦେଇଛି। ତେବେ ନିଜର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଯାଇ କାଙ୍ଗାଳ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଛି। ଏଥିସହ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ କ୍ରୟ କରାଯାଇଛି। ଏହି…

ଶିବସେନା ସଂସଦୀୟ ଦଳ ନେତା ହେଲେ ଗଜାନନ କୀର୍ତ୍ତିକାର

ନୂଆଦିଲ୍ଲୀ,୨୩ା୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଲୋକ ସଭା ସଦସ୍ୟ ଗଜାନନ କୀର୍ତ୍ତିକାରଙ୍କୁ ଏହାର ଦାୟିତ୍ୱ ଦେଇଛି। ଶିବସେନା ମୁଖ୍ୟ ଏକନାଥ ଏନେଇ ଲୋକ…

ହଟ୍ଟଗୋଳରୁ ରାଜ୍ୟ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ, ୨୩ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ତଦନ୍ତ ଦାବି ନେଇ ସରକାରୀ ଏବଂ ବିରୋଧୀ ଦଳ ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ଲାଗିରହିବାରୁ ଗୁରୁବାର ରାଜ୍ୟ…

ପୁଟିନ୍‌ଙ୍କୁ ବିଦେଶରେ ଗିରଫ ଅର୍ଥ ‘ଯୁଦ୍ଧ ଘୋଷଣା’

ମସ୍କୋ,୨୩।୩: ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି) ଦ୍ୱାରା ରୁଷିଆର ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇସିସିର ଏହି ଆଦେଶ ଉପରେ ରୁଷିଆ ସରକାର ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି।…

ପୁଣି ଥରିଲା ପାକିସ୍ତାନ

ଇସ୍‌ଲାମାବାଦ,୨୩।୩: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫୈସଲାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ଲୋକମାନେ ଭୂକମ୍ପ କମ୍ପନ ଅନୁଭବ କରିଥିଲେ। ଗୁରୁବାର ସନ୍ଧ୍ୟାରେ ୪ଟା ୩୮ ମିନିଟ୍‌ରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୪.୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri