ଭାରତକୁ ୧୧୯ ରନ୍ର ଟାର୍ଗେଟ୍ ଦେଲା ଓ୍ବେଷ୍ଟଇଣ୍ଡିଜ
କେପଟାଉନ୍, ୧୫।୨: ମହିଳା ଟି-୨୦ ବିଶ୍ୱକପ୍ର ଏକ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଭାରତକୁ ୧୧୯ ରନ୍ର ଟାର୍ଗେଟ୍ ଦେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୧୮ ରନ ସଂଗ୍ରହ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ…
ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳିବ ଛୁଟି ! ଦାବିକୁ ନେଇ ଫେବୃୟାରୀ ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ,୧୫।୨: ଦେଶର ସମସ୍ତ କାର୍ଯ୍ୟରତ ମହିଳା ଏବଂ ଛାତ୍ରୀଙ୍କୁ ‘ମାସିକ ଋତୁସ୍ରାବ’ ସମୟରେ ଛୁଟି ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ବୁଧବାର ସୁପ୍ରିମକୋର୍ଟରେ ଏହି ପିଟିସନର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଥିଲା। ଏହା…
ଯନ୍ତ୍ରୀଙ୍କ ଘରୁ ବାଳଶ୍ରମିକ ଉଦ୍ଧାର
ଫୁଲବାଣୀ ଅଫିସ,୧୫ା୨: ଫୁଲବାଣୀ କ୍ଷୁଦ୍ର ଜଳସେଚନ (ଏମ୍ଆଇ) ବିଭାଗ ଯନ୍ତ୍ରୀଙ୍କ ଘରୁ ଜଣେ ବାଳଶ୍ରମିକଙ୍କୁ ବୁଧବାର ଚାଇଲ୍ଡ ଲାଇନ ଏବଂ ଜିଲା ଶ୍ରମ ବିଭାଗ ଅଧିକାରୀ ଚଢ଼ାଉ କରି ଉଦ୍ଧାର କରିଛ। ନାବାଳକଙ୍କୁ ଜିଲା ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ…
ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍ରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହେଡ୍କ୍ବାର୍ଟର, ଟିମ୍ ୬୦, ଓଏସ୍ଏପି ଫିଟ୍ ରହିବେ ସେଥିପାଇଁ କମିଶନରେଟ ପୋଲିସ…
୯୧ କୋଟିର ମାଲିକ ହାର୍ଦ୍ଦିକ ! ମଇଦାନ ସହ ରୋଜଗାର ମାମଲାରେ…
ନୂଆଦିଲ୍ଲୀ,୧୫।୨: ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆର ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା। ୨୦୧୬ରେ ଟି୨୦ରେ ଡେବ୍ୟୁ କରିଥିଲେ ସେ। ଏହାପରଠାରୁ ସେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ମଇଦାନ ସହ ରୋଜଗାର ମାମଲାରେ ବି ସେ ବହୁତ…
ଗୋବରରୁ ପ୍ରସ୍ତୁତ ୩୫ ଫୁଟ୍ର ହନୁମାନଙ୍କ ମୂର୍ତ୍ତି: ହଜାର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ କ୍ଷତି
ଜୟପୁର,୧୫।୨: ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ ନାରାୟଣ ଧାମ ମନ୍ଦିର କମ୍ପ୍ଲେକ୍ସରେ ଏହାକୁ ପ୍ରତିଷ୍ଠା ହୋଇଛି। ଗତ ଜାନୁଆରୀ ୨୪ରେ ହନୁମାନଜୀଙ୍କ…
ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ଭାଜପା କର୍ମୀ
କୋରାପୁଟ,୧୫ା୨(ସ୍ବ.ପ୍ର.): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ତୁରନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରି ବୁଧବାର କୋରାପୁଟ ଜିଲା ଭାଜପା ପକ୍ଷରୁ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପାର ଏହି ବିକ୍ଷୋଭ ନେଇ ପୋଲିସ…
ଭାବୁକ ହେଲେ ଧାଓ୍ବନ: କହିଲେ ‘କ୍ରିକେଟରେ ନିଜର ସର୍ବଶ୍ରେଷ୍ଠ ଦେଇଛି, ହେଲେ…
ନୂଆଦିଲ୍ଲୀ,୧୫।୨: ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଟିମ୍ରୁ ବାଦ୍ ପଡ଼ିଛନ୍ତି ଓପନର୍ ଶିଖର ଧାଓ୍ବନ। ରୋହିତ ଶର୍ମା ଏବଂ କେ ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯିବା ସମୟରେ ନଭେମ୍ବରରେ ତାଙ୍କୁ ଟିମ୍ ଇଣ୍ଡିଆ ଅଧିନାୟକ କରାଯାଇଥିଲା। ହେଲେ ଏହାପରେ ତାଙ୍କୁ ସୁଯୋଗ ମିଳିନାହିଁ।…
ଭାଜପାରୁ ଇସ୍ତଫା ଦେବାବେଳେ କାନ୍ଦି ପକାଇଲେ ଶିବ ପ୍ରତାପ
ଶିମଲା,୧୫।୨:ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର ୨ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଗୋରଖପୁରରେ ରାଜ୍ୟ ସଭାପତି ଡା. ଧର୍ମେନ୍ଦ୍ର ସିଂଙ୍କୁ ତାଙ୍କ ଇସ୍ତଫା ପତ୍ର…
‘ପାର୍ଲାମେଣ୍ଟରେ ନାରାବାଜି କରି ନୁହେଁ, ଆଲୋଚନା ଦ୍ୱାରା ଜଣେ ହୁଅନ୍ତି ନେତା’
ନୂଆଦିଲ୍ଲୀ,୧୫।୨: ପାର୍ଲାମେଣ୍ଟରେ ହୋଇଥିବା ହଙ୍ଗାମାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍ବେଗ ପ୍ରକାଶ କରିଛନ୍ତି। ବୁଧବାର ଗୁଜରାଟ ବିଧାନସଭା ନିର୍ବାଚିତ ସଦସ୍ୟଙ୍କ ପାଇଁ ଦୁଇ ଦିନିଆ ଆଭିମୁଖ୍ୟ କାର୍ଯ୍ୟକ୍ରମ ଉଦ୍ଘାଟନ କରି ସେ କହିଛନ୍ତି, ଆଜିକାଲି ପାର୍ଲାମେଣ୍ଟରେ ହେଉଥିବା…
ମାଣ୍ଡିଆପଲ୍ଲୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଗଞ୍ଜାମ ଜିଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ…
ଭାରତୀୟ ଦଳ ପାଇଁ ଖୁସି ଖବର
କେପଟାଉନ,୧୫।୨: ଟି-୨୦ ମହିଳା ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଜିତିବା ପରେ ଆଜି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ଖେଳିବାକୁ ପଡିଆକୁ ଓହ୍ଲାଇଛି। ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଅଧିନାୟକ ହେଲି ମାଥ୍ୟୁସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
Archives


