ଦେଶରେ ସୁଦୃଢ଼ ହେବ ଇ-କୋର୍ଟ ଭିତ୍ତିଭୂମି: ସିଜେଆଇ
କଟକ ଅଫିସ,୭।୫: ଓଡ଼ିଶା ହାଇକୋର୍ଟ ଭଳି ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଉପଯୋଗର ସମ୍ଭାବନାମୟ ଦିଗ ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ କଟକସ୍ଥିତ ଜୁଡିସିଆଲ ଏକାଡେମୀଠାରେ…
ମଣିପୁର ହିଂସା: ମୃତ୍ୟୁ ୫୪କୁ ବୃଦ୍ଧି
ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫୪ରେ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟର ହିଂସାପ୍ରବଣ ଅଞ୍ଚଳକୁ ସୈନ୍ୟବାହିନୀ ନିୟନ୍ତ୍ରଣକୁ ନେବା ପରେ ଇମ୍ଫାଲ ଉପତ୍ୟକାରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହନ…
ଦଶପଲ୍ଲାରେ ଆସାମର ବାଉଁଶକଳା
ନୟାଗଡ଼ ଅଫିସ, ୭ା୫: ବଲାଙ୍ଗୀ ବାଉଁଶରେ ଆସାମର କାରୁକାର୍ଯ୍ୟକୁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗଁ।ର ଆଦିବାସୀମାନେ ଆପଣେଇବା ଆରମ୍ଭ କରିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିପରି ଅଧିକ ଅର୍ଥ ସଂଗ୍ରହ କରି ପାରିବେ…
ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ
ମୁମ୍ବାଇ: ବଲିଉଡ୍ର ଆକ୍ସନ କିଙ୍ଗ୍ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଅଭିନୟ ଜଗତରେ ପ୍ରବେଶ କରିଛନ୍ତି। କରଣ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା।…
କୂଅଖୋଳାରେ ସୀମିତ ଜଳପ୍ରକଳ୍ପ
ଲୋଇସିଂହା, ୭ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଗାଁ ା କିଡ଼ନୀ ରୋଗରେ ଏହି ଗଁ।ର ବହୁ ଲୋକଙ୍କ ଜୀବନ ଗଲାଣି। ଆଉ କେତେକ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହା ଜଣାପଡିଲା…
ଚାହିଦା ଅଛି, ପ୍ରୋତ୍ସାହନ ନାହିଁ
ନୟାଗଡ଼ ଅଫିସ,୭।୫: ନୟାଗଡ଼ର ଆଖୁ ଅଧିକ ଦୋରୁଅ ଓ ଶର୍କରାଯୁକ୍ତ ଥିବାରୁ ଗୁଡ଼ର ଚାହିଦା ବଢ଼ିବାରେ ଲାଗିଛି। ହେଲେ ଏଥିପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ଫଳରେ ଚାଷୀମାନେ କେବଳ ନିଜ ଶ୍ରମ ବିନିଯୋଗ କରି ଏହି ବ୍ୟବସାୟ ଚଳାଇଛନ୍ତି। ନୟାଗଡ଼ ଚିନି…
ଡିସିପିଓଙ୍କ ଚିଠିକୁ ବିଡିଓ, ସିଡିପିଓ ଦେଇଥିଲେ ଅଧିକ ଗୁରୁତ୍ୱ
ସୋନପୁର, ୭ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଗ୍ରାମାଞ୍ଚଳରେ ସଚେତନତା ନମ୍ବର ପ୍ଲେଟ୍ ପ୍ରଦାନ ନାଁରେ ବଡ ଧରଣର ଠକେଇ ହୋଇଛି। ବିହାରର ରୋହତସ ଜିଲା ବହୁଆରା ଅଞ୍ଚଳର ମନୋଜ କୁମାର ଗୁପ୍ତା ନାମକ ବ୍ୟକ୍ତି ଜିଲା ପ୍ରଶାସନର ସହଯୋଗରେ ଲୋକଙ୍କୁ ଠକିଛନ୍ତି ।…
ମଣ୍ଡି ଖୋଲିଲାନି, ରାସ୍ତା ଉପରେ ଧାନ
ବରଗଡ଼ ଅଫିସ୍/ ଭେଡ଼େନ, ୭ା୫: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଅଧୀନ ମଣ୍ଡି ଗୁଡ଼ିକ ଖୋଲିଥାନ୍ତା ଏବଂ ଧାନ ସଂଗ୍ରହ ଆରମ୍ଭ ହୋଇଥାନ୍ତି। ତେବେ ବୈଠକର…
ଶୁଖୁଛି ନାଗାବଳୀ, କମୁଛି ପାଣି
ରାୟଗଡ଼ା, ୭ା୫(ସ୍ବ.ପ୍ର.) ରାୟଗଡ଼ା ଜିଲାର ଜଳ ପାଇଁ ଜୀବନରେଖା ହେଉଛି ଚିରସ୍ରୋତା ନାଗାବଳୀ। ଏହାର ଉପତ୍ତ୍ତି ନିୟମଗିରି ପାହାଡ଼ରୁ ହୋଇଥିଲେ ହେଁ ଅନାଦି କାଳରୁ ଜିଲାବାସୀଙ୍କ ଜୀବନର ଆଧାର ପାଲଟିଛି। କୃଷି କ୍ଷେତ୍ରରୁ ଆରମ୍ଭ କରି ଜନସାଧାରଣଙ୍କ ଶୋଷ ମେଣ୍ଟାଇବାରେ ପ୍ରମୁଖ…
୧୦ ଏକର ଜମିରେ ୮ଫୁଟ୍ର ପାଣି
ପାପଡ଼ାହାଣ୍ଡି, ୭ା୫ (ଡି.ଏନ୍.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବିରିଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ପୋଲ ସ୍ଥାନାନ୍ତର ଯୋଗୁ ୧୦ ଏକର ଜମିରେ ପାଣି ଜମିଛି। କାଳ ବୈଶାଖୀ ବର୍ଷାରେ ବର୍ତମାନ ଜମିରେ ୮ ଫୁଟ ଉଚ୍ଚର ପାଣି ଜମି…
ସପ୍ତାହେ ନ ପୂରୁଣୁ ରାସ୍ତାରୁ ଉଠିଲାଣି ପିଚୁ
ଚନ୍ଦାହାଣ୍ଡି, ୭ା୫ (ଡି.ଏନ୍.ଏ.) ଗ୍ରାମାଞ୍ଚଳରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ ଭତାଝରରୁ ଧୁରୁଆପଡ଼ା ରାସ୍ତାକୁ ଏସ୍ଆର ଫଣ୍ଡରେ ସଡ଼କ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ସଡକ ତିଆରି ହେଲା। ଟଙ୍କା…
୬ ଦିନ ହେଲା ବାଲିଯାତ୍ରା ପଡ଼ିଆ ଅନ୍ଧାର
ପାରାଦୀପ, ୭ା୫(ସ୍ବ.ପ୍ର.) ପାରାଦୀପର ସବୁଠାରୁ ଚିତ୍ତବିନୋଦନ ସ୍ଥାନ ବାଲିଯାତ୍ରା ପଡ଼ିଆ ତଥା ବତୀଘର ପାଖ ସମୁଦ୍ର ବେଳାଭୂମି ଗତ ୬ ଦିନ ହେଲା ଅନ୍ଧାରରେ ରହିଛି। ଏହାଦ୍ୱାରା ଉକ୍ତ ସ୍ଥାନ ସା ପରଠାରୁ ଶୂନଶାନ ହେବା ସହ ଭୟାତୁର ପରିବେଶ ସୃଷ୍ଟି…
Archives


