Home

ଓମେନ୍ସ ପ୍ରିମିୟର ଲିଗ୍‌: ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ

ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ସର୍ବ ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୫ଟି ଫ୍ରାଞ୍ଚାଇଜ୍‌ ଦଳକୁ ନେଇ ଏହି ପ୍ରତିଯୋଗିତା ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲିଗ୍‌ରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ମ୍ୟାଚଗୁଡ଼ିକ ମୁମ୍ବାଇର…

ଦ୍ୱିତୀୟ ଦିନରେ ଓ୍ବାଚ୍‌ମ୍ୟାନ, ସୁଇପର ନିଯୁକ୍ତି ବିବାଦ

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକକୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାରଠାରୁ ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠୀକୁ ସୁଇପର ଓ ଓ୍ବାଚ୍‌ମ୍ୟାନ ଭାବେ ନିଯୁକ୍ତି ଦେଇଥିବା ବିରୋଧରେ ଫାଟକରେ…

ମୋଦିଙ୍କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବା ପାଇଁ ଆମେରିକାର ବିଲିୟନେୟାର ଜର୍ଜ ସୋରୋସ ଭାରତରେ ରାଜନୈତିକ ଦଳଗୁଡିକୁ…

ବିରାଟ ରାଜା ପଧାନଙ୍କୁ ବିଜ୍ଞାନ ସଂଚାରକ ଜାତୀୟ ସମ୍ମାନ

ଲକ୍ଷ୍ନୌ,୧୭ା୨: ଲକ୍ଷ୍ନୌସ୍ଥିତ ବାବା ଭୀମ ରାଓ ଆମ୍ବେଦକରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଜନପ୍ରିୟ ବିଜ୍ଞାନ ଲେଖକ ତଥା ବିଜ୍ଞାନ ସଞ୍ଚାରକ ବିରାଟ ରାଜା ପଧାନଙ୍କୁ ପ୍ରଫେସର ହରିଶଙ୍କର ଶ୍ରୀବାସ୍ତବ ଜାତୀୟ ବିଜ୍ଞାନ ସଂଚାରକ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟସ୍ଥିତ ଅଟଳ…

କୁମ୍ଭୀରକୁ ପିଠିରେ ପକାଇ ଦୌଡୁଛି କୁନି ବାଳକ, ଭିଡିଓ ଦେଖିଲେ…

ପ୍ରକୃତିରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯାହାର ରୂପ ଅତ୍ୟନ୍ତ ଭୟଙ୍କର। ଯେତେବେଳେ ସେମାନେ ସାମ୍ନାକୁ ଆସନ୍ତି, ଭୟରେ ମଣିଷର ଅବସ୍ଥା ଖରାପ ହୋଇଯାଏ। ଏହି ଭୟଙ୍କର ଜୀବମାନଙ୍କ ମଧ୍ୟରୁ କୁମ୍ଭୀର ଅନ୍ୟତମ। ଯେତେ ସାହସୀ ଲୋକଟିଏ ହୋଇ ଥାଉନା କାହିଁକି…

ଅଶ୍ୱିନ୍‌ଙ୍କୁ ସଫଳତା: ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସ୍କୋର ୯୪/୩

ନୂଆଦିଲ୍ଲୀ,୧୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦିନର ଲଞ୍ଚ ପର୍ଯ୍ୟନ୍ତ ୩ ଉଇକେଟ୍‌ ହରାଇ ୯୪ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳ…

ଦେଶରେ ଆଜି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଗୁଗ୍‌ଲ ଇଣ୍ଡିଆରୁ ୪୫୩ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ/କାଲିଫର୍ନିଆ,୧୭।୨: ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି…

୪ କିଲୋ କାଟିବା ପାଇଁ ମିଲର୍ସଙ୍କ ଧମକ

କୁତ୍ରା,୧୭।୨(ଡି.ଏନ୍‌.ଏ.): ଧାନମଣ୍ଡିରେ ଏବର୍ଷ କଟ୍‌ନୀଛଟ୍‌ନୀ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଦୃଢୋକ୍ତି ପ୍ରକାଶ କରିଥିଲେ। କଟ୍‌ନୀ ଛଟ୍‌ନୀ ହେଲେ ମିଲର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ନିର୍ମାଣର ମାସେ ନ ପୁରୁଣୁ ପାଚେରି ଫାଟି ଆଁ

ଖଡ଼ିଆଳ,୧୭।୨(ଡି.ଏନ.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ନିର୍ମାଣ ହୋଇଥିବା ପାଚେରୀ କାମ ମାସେ ନ ପୁରୁଣୁ ସ୍ଥାନେ ସ୍ଥାନେ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ତେବେ ଅତିନିମ୍ନର କାମ ଯୋଗୁ ପାଚେରୀର ଏହିପରି…

ଅପରାଧୀଙ୍କୁ ସାବାଡ଼ କରିବ ମିଶନ୍‌ ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଏବେ ଏକ ନୂଆ ପ୍ରୟୋଗ ଆରମ୍ଭ କରିଛି। ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଚଳାଇଛି ମିଶନ୍‌ ବୁଲଡୋଜର। ଗୁରୁବାର ଚତୁର୍ଥଦିନରେ ପୋଲିସ ଅଭିଯୁକ୍ତ ଶ୍ରୀପତି ସିଂଙ୍କ ରାଜୀବନଗରପଡା…

ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ

ଭାରତର ତାରକା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତି ଅନୁଯାୟୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଛନ୍ତି। ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉଭୟଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଅଗସ୍ତ୍ୟ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri