Home

ବସ୍‌ ପାଲଟିଲା ଘର

ଡେନ ଓ ଡିନା ନାମକ ଦମ୍ପତି ସହରର ବ୍ୟସ୍ତବହୁଳ ଜୀବନ ବିତାଇବାକୁ ଆଉ ଚାହୁଁ ନ ଥିଲେ। ଅଫିସ୍‌ରୁ ଘର। ଘରୁ ପୁଣି ଅଫିସ୍‌। ମାତ୍ର ୨-୩ ଘଣ୍ଟା ସମୟ ପିଲାଙ୍କ ସହ ଏକାଠି ବିତାଇବାକୁ ମିଳୁଥିଲା। ତେଣୁ ନିଷ୍ପତ୍ତି ନେଲେ…

ଟାଇଟାନିକ ଜାହାଜ ପରି ଘର

ସମସ୍ତେ ଚାହାନ୍ତି ନିଜର ଏକ ସୁନ୍ଦର ଘର ହେଉ। ଯାହାକୁ ସେମାନେ ନିଜ ମନ ମୁତାବକ ଡିଜାଇନ୍‌ କରିବେ ଓ ନିଜ ମନ ମୁତାବକ ସଜାଇବେ। ହେଲେ କାହାର ଏଇ ସ୍ବପ୍ନ ସତ ହେଇପାରେ ତ କାହାର ନୁହେଁ। ତେବେ ପଶ୍ଚିମବଙ୍ଗରେ…

କଟନ୍‌ କ୍ୟାଣ୍ଡି

ପିଲାମାନଙ୍କର ଏହା ଖୁବ୍‌ ପ୍ରିୟ। ଯାତ୍ରା, ମେଳା, ବଜାର ଆଦିରେ ମିଳେ। ତା’ର ମିଠା ସ୍ବାଦ ଓ ଗୋଲାପୀ ରଙ୍ଗ ପିଲାଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ବର୍ଷ ବର୍ଷ ବିତି ଯାଇଥିଲେ ହେଁ, କମିନି ଏହାର ଚାହିଦା। କିଏ ଏହାକୁ…

ନଜରରେ ଭାରତୀୟ ଆଥ୍‌ଲେଟ

ପ୍ରତି ବର୍ଷ ମେ’ ୭ ତାରିଖକୁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ଭାବରେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହା ସହିତ ଶିଶୁ ଓ ଯୁବକମାନଙ୍କ ମଧ୍ୟରେ ଫିଟ୍‌ନେସ୍‌କୁ…

କଟକ, କନ୍ଧମାଳର ସହଜ ବିଜୟ

ଭୁବନେଶ୍ୱର,୭।୫ (ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର କ୍ୱାର୍ଟରଫାଇନାଲ ଲିଗ୍‌ ପର୍ଯ୍ୟାୟରେ ଶନିବାର ଖେଳାଯାଇଥିବା ଦୁଇଟି ମ୍ୟାଚରେ କଟକ ଓ କନ୍ଧମାଳ ସେମାନଙ୍କ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଧନଉଲ୍‌ଟି

ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଧନଉଲ୍‌ଟି। ଶୈଳନିବାସ ଭାବେ ବି ଏହା ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଢେର୍‌ ସୂଯୋଗ ରହିଛି ଏଠାରେ। ସେଥିପାଇଁ ଖରାଦିନ ହେଉ କି ଶୀତଦିନ ସବୁବେଳେ ଏଠି ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ…

ଭଦ୍ରକରେ ଓସିଏ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ

ଭୁବନେଶ୍ୱର, ୭।୫ (ସ୍ପୋଟର୍‌ସ ବ୍ୟୁରୋ): ଭଦ୍ରକ ରେଲଓ୍ବେ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲାର ଜୋନାଲ ଭେନ୍ୟୁ ଭଦ୍ରକରେ ୯୭ଜଣ…

ଫେୟାର ପ୍ଲେ କମିଟିର ସଦସ୍ୟ ଅପରାଜିତା

ଭୁବନେଶ୍ୱର,୭।୫(ସ୍ପୋଟର୍‌ସ ବ୍ୟୁରୋ): ସର୍ବଭାରତୀୟ ଚେସ୍‌ ସଂଘ ଫେୟାର ପ୍ଲେ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଓ ଆର୍ବିଟର ଅପରାଜିତା ଗୋଛିକାର। ସର୍ବଭାରତୀୟ ଚେସ୍‌ ଫେଡେରେଶନ ପକ୍ଷରୁ ଗଠିତ ଏହି କମିଟିରେ ଅପରାଜିତାଙ୍କ…

ଦାମୀ ବହି

ଦ କୋଡେକ୍ସ ଲିସେଷ୍ଟର: ଲିଓ ନାର୍ଡୋ ଦା ଭିନ୍ସିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ପୃଥିବୀର ସବୁଠାରୁ ପ୍ରସିଦ୍ଧ ସାଇଣ୍ଟିଫିକ୍‌ ଜର୍ନଲ ଅଟେ। ଏହା ‘କୋଡେକ୍ସ ହାମର୍‌’ ନାମରେ ବି ପରିଚିତ। ଏଥିରେ ୭୨ ପୃଷ୍ଠା ଅଛି। ଏହା ଲିଓନାର୍ଡୋ ଦା…

ଅନ୍‌ଏକାଡେମିରେ ଯୋଗଦେଲେ ଅଭେଦ

ନୂଆଦିଲ୍ଲୀ,୭।୫: ଦେଶର ସର୍ବବୃହତ୍‌ ଲର୍ନି ପ୍ଲାଟ୍‌ଫର୍ମ ଅନ୍‌ଏକାଡେମିରେ ବରିଷ୍ଠ ଏବଂ ଅଭିଜ୍ଞ ୟୁପିଏସ୍‌ସି ଶିକ୍ଷାବିତ୍‌ ଅଭାଦ୍‌ ଓଝା ନିକଟରେ ଉପସଭାପତି ୟୁପିଏସ୍‌ସି ପରୀକ୍ଷା ଭାବେ ପ୍ଲାଟ୍‌ଫର୍ମରେ ଯୋଗଦେଇଛନ୍ତି। ଏପରିକି ନୂଆଦିଲ୍ଲୀର ଅନ୍‌ଏକାଡେମି ସେଣ୍ଟରଠାରେ ଅଭାଦ୍‌ ୟୁପିଏସ୍‌ସି ପାଇଁ ଶିକ୍ଷାଦାନ କରିବେ। ବିଶେଷକରି…

‘ଦିବ୍ୟ ୱେଟ୍‌-ଗୋ’ରୁ ମୋଟାପଣ ମୁକ୍ତି ସମ୍ଭବ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ସମୟରେ ମୋଟାପଣ ଏକ ବଡ଼ ସମସ୍ୟା ଭାବେ ସମାଜରେ ଉଭା ହୋଇଛି। ଉଲ୍ଲେଖଯୋଗ୍ୟ, ମୋଟା ହେବା ସହଜ କିନ୍ତୁ ତାହାକୁ କମାଇବା ଅତ୍ୟନ୍ତ କଠିନ ବ୍ୟାପାର। ଏପରିକି ମୋଟାପଣରୁ ମୁକ୍ତି ପାଇଁ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ନେତୃତ୍ୱରେ ପତଞ୍ଜଳି ଅନୁସନ୍ଧାନ…

‘ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଝୁଲିପଡିବି’, ଡବ୍ଲୁଏଫଆଇ ମୁଖ୍ୟ କହିଲେ- ମୁଁ କ’ଣ ରାବଣ, ପ୍ରମାଣ ଦେଖାନ୍ତୁ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୫: ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି କି ତାଙ୍କ ବିରୋଧରେ ଆସିଥିବା ଗୋଟିଏ ବି ଅଭିଯୋଗ ପ୍ରମାଣିତ ହେଲେ ସେ ଫାଶୀରେ ଝୁଲି ପଡିବେ। ସୂଚନାଯୋଗ୍ୟ କିଛିଦିନ ହେବ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri