Home

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ପୋଲିସକୁ ମିଳିଲା ୫-୬ କିଲୋ ଆଇଇଡି

ଜମ୍ମୁ,୭।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପୋଲିସକୁ ବଡ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଏକ ଜିଲାରେ ୫ କିଲୋଗ୍ରାମ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ(ଆଇଇଡି) ସହ ଜଣେ ଜଣେ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଆଇଇଡି ଜବତ କରାଯିବ ପରେ ଏକ ବଡ…

ଟସ ଜିତିଲା ଏଲଏସଜି, ପ୍ରଥମେ ବୋଲିଂ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ…

ପଦିଏ କଥା

ଜ୍ୟାକଲିନ୍‌ ଫର୍ନାଡିସଙ୍କ ମୁହଁରେ ଏବେ ଜଣଙ୍କର ପ୍ରଶଂସା ଶୁଣିବାକୁ ମିଳୁଛି। ସେ କିଏ ଜାଣନ୍ତି ? କଙ୍ଗନା ରାଣାଓ୍ବତ। ଯୁଆଡେ ଗଲେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏହି ଅଭିନେତ୍ରୀ। ଏହା ପଛରେ ସେଭଳି କାରଣ ମଧ୍ୟ ରହିଛି। ନିକଟରେ ଏକ…

ଜୟପୁରରେ ଆରଆର-ଏସଆରଏଚ ଲଢ଼େଇ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ (ଅଧିନାୟକ/ଓ୍ବିକେଟ କିପର), ଯଶସୱୀ…

ସୋନାକ୍ଷୀଙ୍କ ଟିପ୍ସ

ଶତ୍ରୁଘ୍ନ ତନୟା ସୋନାକ୍ଷୀ ସିହ୍ନାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ସେ ଏବେ ନିଜ ସାଙ୍ଗମାନଙ୍କୁ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ହେଲେ କେଉଁ ପ୍ରକାର ଟିପ୍ସ ବାଣ୍ଟୁଛନ୍ତି ଜାଣିବେନି ? କଥା କ’ଣ କି ନିକଟରେ ତାଙ୍କର କେତେ ଜଣ…

ଆଇପିଏଲ ୫୧ ତମ ମ୍ୟାଚରେ ଜିଟି-ଏଲଏସଜି ଲଢ଼େଇ, ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଦର୍ଶକଙ୍କ ଆଖି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ…

ହଜବ୍ୟାଣ୍ଡ ଡେ’ କେୟାର ସେଣ୍ଟର

ମା’ ବାପା ଉଭୟେ କର୍ମଜୀବୀ ହୋଇଥିଲେ ପିଲାଙ୍କୁ ସେମାନେ କିଛି ଘଣ୍ଟା ପାଇଁ ଡେ’ କେୟାର ସେଣ୍ଟରରେ ଛାଡିଥାନ୍ତି। ଯେଉଁଠି ପିଲାଙ୍କୁ ଖୁଆଇ, ପିଆଇ, ଖେଳାଇ ବେଶ୍‌ ଆରାମରେ ରଖାଯାଏ। ଆଉ କର୍ମଜୀବୀ ମା’ବାପା ନିଜ କାମ କରିପାରନ୍ତି। ସେମାନଙ୍କ ପାଇଁ…

‘କଶ୍ମୀର ଫାଇଲ୍ସ’କୁ ପଛରେ ପକାଇ ବକ୍ସ ଅଫିସ୍‌ରେ ହିଟ୍‌ ହେଲା ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍‌ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍‌ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା। ରିଲିଜ ପୂର୍ବରୁ କଂଗ୍ରେସ ସମେତ ଅନେକ ଦଳ ଏହାକୁ ବ୍ୟାନ…

ଏଥର ଫଟୋଗ୍ରାଫି

କରୀନା କପୁର ଓରଫ ବେବୋଙ୍କ ମନ ଏବେ ଗୋଟିଏ ଜିନିଷ ଆଡକୁ ମନ ଢ଼ଳିଛି। ତାହା କ’ଣ ଜାଣନ୍ତି ? ଫଟୋଗ୍ରାଫି। ତେଣୁ ସେ ଯୁଆଡେ ଗଲେ ସାଙ୍ଗରେ କ୍ୟାମେରା ନେବାକୁ ଭୁଲୁ ନାହାନ୍ତି। ଅବସର ମିଳିବା ମାତ୍ରେ ସେ ନିକଟସ୍ଥ…

ସ୍ତ୍ରୀଙ୍କୁ ଖଣ୍ଡଖଣ୍ଡ କରି କାଟି ଅଖାରେ ପୂରାଇ ରେଳଧାରଣାରେ ଫିଙ୍ଗିଦେଲେ ସ୍ବାମୀ

ବସ୍ତା,୭ା୫(ଡି.ଏନ୍‌.ଏ.): ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଅଖାରେ ଭର୍ତ୍ତି କରି ନିକଟସ୍ଥ ରେଳଧାରଣାରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ବସ୍ତା…

କଖାରୁ ଫୋପାଡ଼ିବା ପ୍ରତିଯୋଗିତା

କଖାରୁ ଏକ ପରିବା। ଏଥିରେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିଥାଉ। ହେଲେ ଆମେରିକାରେ ଏହାକୁ ନେଇ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏକ ପ୍ରତିଯୋଗିତା। ଯେଉଁଥିରେ କଖାରୁକୁ ଫୋପଡ଼ା ଯାଏ। ଏଥିପାଇଁ ମେସିନ୍‌ ବି ବ୍ୟବହାର କରାଯାଏ। ଯିଏ କଖାରୁକୁ…

‘ସାରା ବିଶ୍ୱରେ ଦେଶ ଅପମାନିତ ହେଉଛି’

ଇସଲାମାବାଦ,୭ା୫: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ବିଦେଶ ଗସ୍ତ ପାଇଁ ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଇଂଲଣ୍ଡର ରାଜା ଚାଲର୍‌ସ ତୃତୀୟଙ୍କ ଶପଥ ଗ୍ରହଣ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri