Home

ଏମିତି ନିମନ୍ତ୍ରଣ କାର୍ଡ ଦେଖି ଅତିଥି ଆଶ୍ଚର୍ଯ୍ୟ, ଯିବେ କି ନାହିଁ ପଡ଼ିଲେ ଦ୍ୱନ୍ଦ୍ୱରେ

ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ମାସମାସ ଧରି ପରିଶ୍ରମ କରାଯାଇଥାଏ। ବରକନ୍ୟାଙ୍କ ଡ୍ରେସ କିଣିବାଠାରୁ ଆରମ୍ଭ କରି ସବୁକିଛି ସ୍ବତନ୍ତ୍ର ଭାବରେ ବଛା ଯାଇଥାଏ। ଯଦି ଏଥିରେ…

ମାନହାନୀ ମାମଲାରେ କେଜରିଓ୍ବାଲ-ସଞ୍ଜୟ ସିଂଙ୍କୁ ସମନ…

ଅହମଦାବାଦ,୧୬।୪ : ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଏଏପି ନେତା ସଞ୍ଜୟ ସିଂଙ୍କୁ ସମନ ଜାରି କରିଛନ୍ତି। ଏକ ମାନହାନି ମାମଲାରେ ଏହି ସମନ ଜାରି କରାଯାଇଛି। ବାସ୍ତବରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗରେ ଦର୍ଶାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସବୁଠୁ ଛୋଟ ସାଇକେଲ

ସାଇକେଲ ତ ଜୀବନରେ ସମସ୍ତେ ଚଲାଇଥିବେ। ଏହାକୁ ଚଳାଇବା ଶରୀର ପାଇଁ ଯେମିତି ଉପକାରୀ ପରିବେଶ ପାଇଁ ମଧ୍ୟ ଏହା ସେତିକି ଉପକାରୀ। ସେଥିପାଇଁ ତ ସାଇକେଲ ଚଳାଇବାକୁ ଆଜିକାଲି ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯାଉଛି। ଏହାକୁ ନଜରରେ ରଖି ସାଇକେଲ…

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ସକ୍ରିୟ ମାମଲା ୬୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଆଖିରେ ପଟି ବାନ୍ଧି ଫୁଟବଲ୍‌ ଖେଳ

ସାରା ପୃଥିବୀରେ ଫୁଟବଲ୍‌ ଏକ ଲୋକପ୍ରିୟ ଖେଳ। ଏହାର ଫ୍ୟାନ୍‌ ସବୁଠି ଅଛନ୍ତି। ଏମିତିକି ଏହି ଖେଳପ୍ରତି ଭଲ ପାଇବା ଦିନକୁ ଦିନ ବଢିବାରେ ବି ଲାଗିଛି। ତେଣୁ ଦୃଷ୍ଟିହୀନମାନେ ବି ଏହି ଖେଳ ଖେଳିବାକୁ ଆଗେଇ ଆସିଛନ୍ତି। ଫଳରେ ବ୍ଲାଇଣ୍ଡ…

ସୁଟ୍‌ ବୁଟ୍‌ ପିନ୍ଧି ପାହାଡ ଚଢା

ପାହାଡ ଚଢାଳୀଙ୍କୁ ଉପଯୁକ୍ତ ପୋଷାକ ସହ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅନେକ ପାହାଡଚଢା ସରଞ୍ଜାମ ବି ଧରିବାକୁ ହୁଏ। କାରଣ ଏସବୁ ବିନା ପାହାଡ ଚଢିବା ବିପଜ୍ଜନକ ହୋଇପାରେ। ତେବେ ଜାପାନର ନୋବୁତାକା ସାଦା ନାମକ ଜଣେ ବ୍ୟକ୍ତିଙ୍କୁ…

ଓ୍ବାଙ୍ଖେଡେରେ ଏମଆଇ-କେକେଆର ଲଢ଼େଇ…

ମୁମ୍ବାଇ,୧୬।୪ : ଆଇପିଏଲ ୨୦୨୩ରେ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ତଥା ଆଇପିଏଲର ୨୨ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମଧ୍ୟରେ ଅପରାହ୍ନ…

ଦ କ୍ୟାନ୍ସର ହବ୍‌

ଗୁଟଖା, ପାନ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏକଥା ଜାଣି ମଧ୍ୟ ଲୋକେ ଏହାକୁ ଖାଇଥାନ୍ତି। ଏହାକୁ ଖାଇ ନିଜ ସ୍ବାସ୍ଥ୍ୟ ଖରାପ କରିବା ସହ ଛେପ ପକାଇ ପରିବେଶକୁ ବି ଦୂଷିତ କରନ୍ତି। ଗୁଟ୍‌ଖା ବିକ୍ରି କରୁଥିବା ଲୋକଙ୍କର ବି…

ଟ୍ରେନ୍‌ ଧକ୍କାରେ ଯୁବକଙ୍କ ଜୀବନ ଗଲା

କେନ୍ଦୁଝର,୧୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ଼ଙ୍କ ପୁଅ ନରହରି  (୨୨) ବୋଲି ଜଣାପଡିଛି। ପ୍ରକାଶ ଯେ, ନରହରି ଶନିବାର…

ସୁଦାନ ହିଂସାକାଣ୍ଡ: ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଏସ୍‌. ଜୟଶଙ୍କର

କାହିରା/ନୂଆଦିଲ୍ଲୀ,୧୬ା୪: ସୁଦାନର ରାଜଧାନୀ ଖାର୍ତୁମରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ହିଂସା ସମୟରେ ଗୁଳି ଚଳାଇବାରୁ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଖାର୍ତୁମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ମୃତ ଆଲବର୍ଟ ଅଗଷ୍ଟିନ ସୁଦାନର ଏକ…

ତାରା ଟିମ୍‌ଟିମ୍‌ ହୁଏ କାହିଁକି?

ରାତିର କାଳିମା ଭିତରେ ଟିମ୍‌ ଟିମ୍‌ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ? ହେଲେ କେବେ ଭାବିଛନ୍ତି ଏଇ ତାରାସବୁଟିମ୍‌ ଟିମ୍‌ ହେବାପରି କାହିଁକିଦେଖା ଯାଆନ୍ତି? ତାରା ସବୁବେଳେ ମଣିଷକୁ ଆକର୍ଷିତ କରି ଆସିଛି। ପିଲାଠୁ ବୁଢା…

ବସ୍‌ ଚଳାଚଳ ବ୍ୟାହତ, ଯାତ୍ରୀ ହଟହଟା

ବରଗଡ଼ ଅଫିସ୍‌,୧୬।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହୋଇଥିବା ହିଂସାକୁ ନେଇ ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ଅନୁଭୂତ ହୋଇଛି। ସମ୍ବଲପୁରରେ କର୍ଫ୍ୟୁ ଜାରି କରାଯାଇଥିବା ଯୋଗୁ ଶନିବାର ବସ୍‌ ଚଳାଚଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri