ଆନ୍ଧ୍ର ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪।୧୦: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ନିଶ୍ଚିତକରଣ…
କାଳୀପୂଜା ଦେଖିବାକୁ ଯାଇଥିଲେ ଯୁବକ: ଟାଣିଆଣି ପିଟିପିଟି ମାରିଦେଲେ
ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼-ସୋହେଲା ରାସ୍ତାର ଦଶମାଇଲ ଛକ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଛୁରିଆପାଲି ନିକଟ ଗୋବିନ୍ଦପୁର ଗ୍ରାମର ଅଜିତ ବାଗ(୨୩) ବୋଲି ଜଣାପଡ଼ିଛି। ବରଗଡ଼ ସଦର…
ମଦଦୋକାନ ସବୁ ବନ୍ଦ: ନୂଆପଡ଼ା ଉପନିର୍ବଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆପଡ଼ା,୨୪ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଓ ଭୋଟ ଗଣତି ସମୟରେ ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ। ଅବକାରୀ କମିଶନର, ଓଡ଼ିଶା କଟକଙ୍କ ଚିଠି ସଂଖ୍ୟା- ୮୫୦୬/ତା୨୦ା୧୦ା୨୦୨୫ ଅନୁଯାୟୀ ଜିଲାପାଳଙ୍କୁ ପ୍ରାପ୍ତ କ୍ଷମତା ଅନୁସାରେ ଏହା ନିର୍ଦ୍ଦେଶିତ ହୋଇଛି। ଉପନିର୍ବାଚନ…
8th pay commissionକୁ ନେଇ ମନ୍ତ୍ରୀ ଦେଲେ ବଡ଼ ଅପ୍ଡେଟ୍: ସରକାରୀ କର୍ମଚାରୀଙ୍କୁ ମିଳିବ…
ନୂଆଦିଲ୍ଲୀ,୨୪।୧୦:କେନ୍ଦ୍ର ସରକାର ଖୁବ ଶୀଘ୍ର ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ନୂତନ ଘୋଷଣା କରିବାର ସମ୍ଭାବନା ରହିଛି। ଫଳରେ ଅଷ୍ଟମ ବେତନ କମିଶନ ପ୍ରକ୍ରିୟାରେ ଚାଲିଥିବା ବାଧା ସମାଧାନ ହେବ ବୋଲି ଆଶା କରାଯାଉଛି। ଏହି ଖବର ପ୍ରାୟ ୧୦…
ପନିପରିବା ଦର ଆକାଶଛୁଆଁ: ଗ୍ରାହକ ଅସନ୍ତୁଷ୍ଟ
ଦାରିଙ୍ଗବାଡି, ୨୪/୧୦(ଅରୁଣ ସାହୁ ): ପନିପରିବା ଦର ଆକାଶଛୁଆଁ। ବଜାରରେ ସମସ୍ତ ଦର ବୃଦ୍ଧି ଗ୍ରାହକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକା କଷ୍ଟ ଦେଉଛି ପନିପରିବା ଦର। ଖାଉଟିଙ୍କୁ ଚଳିବା ମୁସ୍କିଲ ହୋଇପଡିଛି। ସ୍ବଳ୍ପ ରୋଜଗାର କରୁଥିବା ଗରିବ ସୀମାରେଖା…
ଲଜ୍ଜାଜନକ ରେକର୍ଡ ଲିଷ୍ଟରେ ସାମିଲ ହେଲେ ବିରାଟ କୋହଲି
ଆଡିଲେଡ,୨୪।୧୦:ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ୨ ଉଇକେଟରେ ପରାସ୍ତ ହୋଇଛି। ଏହି ହାଇଭୋଲଟେଜ ମ୍ୟାଚ୍ରେ ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ବିରାଟ କୋହଲିଙ୍କ ଲଗାତାର ଦ୍ୱିତୀୟଥର ପାଇଁ ଶୂନରେ ଆଉଟ ହେବା। ଏକଦା ରନ ମେସିନ ଭାବରେ ଜଣାଶୁଣା…
ବିକାଶରେ ବାଧକ ସାଜିଛି ଗୁଡ଼ାଙ୍ଗଘାଟି: ପ୍ରାଥମିକ ଶିକ୍ଷାରୁ ପିଲାଙ୍କ ପାଠପଢା ଠପ୍
ଭବାନୀପାଟଣା,୨୪ା୧୦(ଉତ୍ତମ କୁମାର ଦାଶ):ସରକାର ବଦଳିଛି, ମାତ୍ର କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ରାସ୍ତା ନ ଥିବାରୁ ବିକାଶ ଅପହଞ୍ଚ ହୋଇରହିଛି। ପୂର୍ବରୁ ଯେଉଁ ସମସ୍ୟା ଥିଲା ଆଜି ମଧ୍ୟ ସମାନ ଅବସ୍ଥା। ଲୋକଙ୍କ…
ସରକାରଙ୍କ ବଡ଼ ନିଷ୍ପତ୍ତି: ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ..
ଭୁବନେଶ୍ୱର,୨୪ା୧୦(ସୁଚିସ୍ମିତା ସାହୁ):ସ୍କୁଲ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯିବ। ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଯେଉଁ ପିଲାମାନେ ବିଦ୍ୟାଳୟରେ ଅଣ୍ଡା ଖାଉନାହାନ୍ତି କିମ୍ବା ନିରାମିଷ ଖାଉଥିବା ପିଲାଙ୍କୁ ଅଣ୍ଡା ମୂଲରେ ଫଳ ଖାଇବାକୁ ଦିଆଯିବ।…
ଘୂର୍ଣ୍ଣିବଳୟ ସକ୍ରିୟ, ୪ଦିନ ବର୍ଷା: ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର, ୨୪ା୧୦(ବନ୍ଦନା ସେଠୀ):ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଶୁକ୍ରବାର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…
ଖୁସି ଖବର: ଓଡ଼ିଶାରେ ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି, ଜାଣନ୍ତୁ କେମିତି
ଭୁବନେଶ୍ୱର,୨୪।୧୦(ଅନୁରାଧା ମହାରଣା/ସୁନିତ୍ ମିଶ୍ର):ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ରାଜ୍ୟ ସରକାର ମଧ୍ୟ ଏହି…
ନଦୀ ତଟରେ ପଡ଼ିଛି ଅଜଣା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୂଲ୍ୟା ନଦୀ ତଟରେ ପଙ୍କାଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟାକରି ଫିଙ୍ଗି ଦିଆଯାଇଥିବାର ସନ୍ଦେହ କରାଯାଉଛି। ଖବର…
ଭୁଶୁଡ଼ିଲା ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟ୍ର ଗେଟ୍ ଛାତ
ଭୁବନେଶ୍ୱର,୨୩ା୧୦: ସମ୍ ହସ୍ପିଟାଲ ନିକଟରେ ଥିବା ଏକ ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟର ଗେଟ୍ ଛାତ ଗୁରୁବାର ଭୁଶୁଡ଼ି ପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆଜି ସନ୍ଧ୍ୟାରେ ଉକ୍ତ ଗେଟ୍ ଛାତ ପଡ଼ିଥିବାବେଳେ ରାତିରେ ହିଁ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ଏଥିରେ…
Archives


