ଖିମ୍ଜୀ ଜୁଏଲର୍ସର ସ୍ବତନ୍ତ୍ର ‘ୱେଡିଂ କଲେକ୍ସନ’
ଭୁବନେଶ୍ୱର,୮।୬: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଚଳିତ ଥରର ସ୍ବତନ୍ତ୍ର ’ୱେଡିଂ କଲେକ୍ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷର ୱେଡିଂ କଲେକ୍ସନରେ ସୁନା, ହୀରା ଏବଂ ରତ୍ନର ନିପୁଣ କାରିଗରି ସହ ନିର୍ମିତ…
ଦାବି ଫଇସଲା ପ୍ରକ୍ରିୟାକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୮।୬: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରଭାବିତ ପରିବାର ପାଇଁ ଦାବି ଫଇସଲା ପ୍ରକ୍ରିୟାକୁ କୋହଳ କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ରେଳ ଦୁର୍ଘଟଣାରେ ପ୍ରଭାବିତ ପରିବାର ସହିତ କମ୍ପାନୀ…
ହୋଣ୍ଡାର ‘ବର୍ଦ୍ଧିତ ୱାରେଣ୍ଟି’ ପ୍ଲସ୍ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର,୮।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ (ଫାସିଲିଟି) ‘ବର୍ଦ୍ଧିତ ୱାରେଣ୍ଟି ପ୍ଲସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ହୋଣ୍ଡାର ୨୫୦ସିସି ପର୍ଯ୍ୟନ୍ତ ସବୁ ସ୍କୁଟର ଓ ମୋଟରସାଇକେଲ ପାଇଁ ଉପରୋକ୍ତ ସୁବିଧା…
ଲୋପ ପାଇବ କୁଣ୍ଡପାଟଣାର ପିତଳ କାରିଗରୀ
ଧର୍ମଶାଳା,୮ା୬(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଅଧୀନ କୁଣ୍ଡପାଟଣା ଗଁାରୁ ଏବେ ପିତଳ କାରିଗରି ଲୋପ ପାଇବାକୁ ବସିଛି। ପିତଳ କାରିଗରି ପାଇଁ ଏହି ଗଁା ରାଜ୍ୟରେ ପ୍ରସିଦ୍ଧିଲାଭ କରିଥିଲା। ଗଁାରେ ପୂର୍ବରୁ ୧୦୬ ପରିବାର ଶାଳ କରି ପିତଳ ସାମଗ୍ରୀ…
ସାମ୍କୋ ଆକ୍ଟିଭ ମୋମେଣ୍ଟମ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର,୮।୬: ସାମ୍କୋ ଆସେଟ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଣ୍ଟମ୍ ଫଣ୍ଡ୍ ସାମ୍କୋ ଆକ୍ଟିଭ୍ ମୋମେଣ୍ଟମ୍ ଫଣ୍ଡ୍ର ଶୁଭାରମ୍ଭ କରାଯାଇଛି। ସାମ୍କୋ ଆକ୍ଟିଭ୍ ମୋମେଣ୍ଟମ୍ ଫଣ୍ଡ୍ର ନୂଆ ଫଣ୍ଡ୍ ଅଫରିଂ (ଏନ୍ଏଫ୍ଓ) ୨୦୨୩ ଜୁନ୍ ୧୫ରେ ଖୋଲି…
ମେଟା ସବ୍ସ୍କ୍ରିପ୍ଶନ ୬୯୯ ଟଙ୍କା
ନୂଆଦିଲ୍ଲୀ,୮ା୬: ସୋସିଆଲ ମିଡିଆ ଜାଏଣ୍ଟ ମେଟା ନିଜ ମାଲିକାନାରେ ଥିବା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ ମୋବାଇଲ୍ ଆପ୍ଲିକଶେନ୍ ପାଇଁ ୬୯୯ ଟଙ୍କାରେ ମାସିକିଆ ସବ୍ସ୍କ୍ରିପ୍ଶନ୍ ପ୍ଲାନ୍ ଆଣିଛି। ଆସନ୍ତା ମାସରୁ ଏହାର ଓ୍ବେବ୍ ଭର୍ସନରେ ଭେରିଫାଏଡ୍ ସର୍ଭିସ୍ ପାଇଁ ୫୯୯…
ମୋ ସାଙ୍ଗ ନ ମିଳିଲେ ମୁଁ ସୁଇସାଇଡ୍ କରିଦେବି
ଭୁବନେଶ୍ୱର,୮ା୬(ବ୍ୟୁରୋ): ଟ୍ରେନ୍ ମୃତକଙ୍କୁ ଚିହ୍ନଟ ଲାଗି ଏମ୍ସ ପରିସରରେ ଖୋଲାଯାଇଥିବା ହେଲ୍ପଡେସ୍କ ନିକଟରେ ନିଜ ସାଙ୍ଗକୁ ଝୁରି ହେଉଛନ୍ତି ୨୭ ବର୍ଷିୟ ଯୁବକ ହିମାଂଶୁ ମିଶ୍ର। କୋହଭରା ସ୍ବରରେ କହୁଛନ୍ତି, ମୋ ସାଙ୍ଗ ଇଶୁ କାହିଁ। କେଉଁଠି ଅଛି ଇଶୁ। ତା’ର…
ବିଏସ୍ଏନ୍ଏଲ୍ ପୁନରୁଦ୍ଧାର ପାଇଁ ୮୯,୦୪୭ କୋଟି ମଞ୍ଜୁର
ନୂଆଦିଲ୍ଲୀ,୮।୬: ଦେଶର ଏକମାତ୍ର ସରକାରୀ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ବିଏସ୍ଏନ୍ଏଲ୍କୁ ପୁନରୁଦ୍ଧାର କରିବା ସହ ଦେଶବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରୟାସ କରିଛନ୍ତି। ଏପରିକି ବିଏସ୍ଏନ୍ଏଲ୍ର ପୁନରୁଦ୍ଧାର ରଣନୀତିର…
କେବେ ମିଳିବ ମୃତଦେହ, ଚାହିଁ ବସିଛନ୍ତି ଦାବିଦାର
ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିହ୍ନଟ ଲାଗି ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା। ଏଥିମଧ୍ୟରୁ ୧୨୩ଟି ମୃତଦେହକୁ ଏମ୍ସରେ ରଖାଯାଇଥିଲା। ତେବେ ୬ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରୁ ୩୯ଟି ମୃତଦେହ ଏମ୍ସକୁ…
୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ପାଲଟିବ ଭାରତ
ବେଲ୍ଗ୍ରେଡ୍,୮ା୬ : ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୫ ଟ୍ରିଲିୟନ୍ ଡଲାର ଛୁଇଁବାକୁ ଯାଉଛି। ଚଳିତ ଦଶନ୍ଧି ଶେଷ ହେବା ପୂର୍ବରୁ ଆମେ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ହେବାକୁ…
ରୁଷିଆରେ ଫସିଛନ୍ତି ଏୟାର ଇଣ୍ଡିଆର ୨୩୨ ଯାତ୍ରୀ
ମସ୍କୋ/ଓ୍ବାଶିଂଟନ୍/ନୂଆଦିଲ୍ଲୀ,୮ା୬: ଦିଲ୍ଲୀରୁ ଆମେରିକାର ସାନ୍ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ରୁଷିଆର ମଗଦାନସ୍ଥିତ ଗୁଲାଗରେ ବିମାନଟି ଜରୁରୀ ଅବତରଣ କରିଛି। ଫଳରେ ଫ୍ଲାଇଟ୍ ଏଆଇ୧୭୩ରେ ଥିବା ସମସ୍ତ ୨୧୬ ଯାତ୍ରୀ ଓ ୧୬…
ଭାଜପା ଆଡ଼କୁ ଢଳୁଛି ଜେଡିଏସ୍
ନୂଆଦିଲ୍ଲୀ,୮ା୬: କର୍ନାଟକ ବିଧାନସଭା ନିର୍ବାଚନରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍) ଏବେ ଭାଜପା ଆଡ଼କୁ ଢଳିବା ଆରମ୍ଭ କରିଛି। ଏଥିଲାଗି ୨୦୨୪ ସାଧାରଣ ନିର୍ବାଚନ ବେଳେ ଦୁଇଦଳ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଜୋର୍…
Archives


