Home

ଆମେରିକାର ପ୍ରଥମ ମହିଳା ମୁସଲିମ ଫେଡେରାଲ ବିଚାରପତି ହେଲେ ନୁସରତ ଜାହାନ ଚୌଧୁରୀ

ଓ୍ବାଶିଂଟନ୍‌,୧୬।୬: ଆମେରିକାର ସିନେଟ ଫେଡେରାଲ ବିଚାରପତି ଭାବରେ ପ୍ରଥମ ମୁସଲମାନ ମହିଳା ନୁସରତ ଜାହାନ ଚୌଧୁରୀଙ୍କ ନାମାଙ୍କନକୁ ଅନୁମୋଦନ କରାଯାଇଛି। ୪୬ ବର୍ଷିୟ ନୁସରତ ନ୍ୟୁୟର୍କର ପୂର୍ବ ଜିଲ୍ଲାରେ ୟୁଏଫ୍‌ଏସ୍‌ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିବେ। ସେ ଆମେରିକାର ପ୍ରଥମ…

ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଇମ୍ରାନ ଖାନ୍‌, କହିଲେ ମୋ ମୁଖ୍ୟ ସଚିବ ନିଖୋଜ ଅଛନ୍ତି…

ଇସଲାମବାଦ,୧୬।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁଖ୍ୟ ସଚିବ ଆଜାମ ଖାନ ଗୁରୁବାର ସାରୁ ନିଖୋଜ ଅଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ ଟୁଇଟ…

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଇମ୍ଫାଲ,୧୬।୬: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ତେବେ ଗୁରୁବାର ବିଳମ୍ବିତ ରାତିରେ ଉଗ୍ରବାଦୀମାନେ ଇମ୍ଫାଲରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ବାସଭବନରେ ପେଟ୍ରୋଲ ବୋମା ପକାଇ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ର…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୧୬।୬: ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବାକୁ…

ଡଲାର ତୁଳନାରେ ୩୪ପଇସା ବୃଦ୍ଧି ପାଇଲା ଟଙ୍କା

ନୂଆଦିଲ୍ଲୀ,୧୬।୬: ଶୁକ୍ରବାର ଆମେରିକୀୟ ‘ଡଲାର’ ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ଅଧିକ ମଜବୁତ ହୋଇଛି। ଭାରତୀୟ ସେୟାର ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇ ୩୪ପଇସା ବୃଦ୍ଧି ପାଇଛି। ଇଣ୍ଟରବ୍ୟାଙ୍କ ବୈଦେଶିକ ବିନିମୟରେ ଟଙ୍କା ୮୧.୮୬ରେ ଟ୍ରେଡ କରୁଛି। ଆମେରିକୀୟ…

ରଜରେ ରଜବତୀ ବିବାହ ଅନୁଷ୍ଠିତ

କେନ୍ଦୁଝର,୧୬ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଜିଲାରେ ରଜ ପର୍ବ ଧୂମଧାମରେ ପାଳିତ ହେଉଥିବା ବେଳେ ଏହି ଦିନରେ ରଜବତୀ ବିଭାଘର ପ୍ରମୁଖ ଆକର୍ଷଣୀୟ ହୋଇଛି । ଜିଲାର ସଦର ବ୍ଲକ ଅନ୍ତର୍ଗତ ହର୍ଷପୁର ଗ୍ରାମରେ ରଜବତୀ ବିଭାଘର ନିଆରା ।…

ସାଂସଦଙ୍କର ପୁଅ ଏବଂ ପତ୍ନୀଙ୍କୁ ଅପହରଣ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସଆର୍‌ କଂଗ୍ରେସର ସାଂସଦ ଏମ.ଭି.ଭି. ସତ୍ୟନାରାୟଣଙ୍କ ପତ୍ନୀ, ପୁଅ ଏବଂ ତାଙ୍କ ଅଡିଟରଙ୍କୁ ଅପହରଣ କରାଯାଇଛି। ଗୁରୁବାର ବିଶାଖାପାଟନାରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣର କିଛି କିଛି ଘଣ୍ଟା ମଧ୍ୟରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଛି।…

ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶ ବାପାଟଲା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସେଠାରେ ଏକ ଦଶମ ଶ୍ରେଣୀର ଛାତ୍ରକୁ ପେଟ୍ରୋଲ ପକାଇ ଜିଅନ୍ତା ଜଳାଇ ଦିଆଯାଇଛି। ଯେଉଁଥିରେ ତାଙ୍କ ଶରୀରର ଅର୍ଦ୍ଦେକ ଅଂଶ ଜଳିପୋଡି ଯାଇଛି। ଆହତଙ୍କ ନାମ ଭେଙ୍କି ବୋଲି…

ଛୋଟ ରୋଡରେ ଡ୍ରାଇଭିଂବେଳେ ଲୋକ ଅଧିକ ନର୍ଭସ

ଟେନଶନରେ ରହି ଗାଡି ଚଳାଉଛନ୍ତି କି! ଏହା ଦ୍ୱାରା ଆପଣଙ୍କର ଡ୍ରାଇଭିଂ ଉପରେ ପ୍ରଭାବ ପଡିପାରେ। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ନର୍ଭସ ହେବା ଦ୍ୱାରା ଡ୍ରାଇଭିଂ ଉପରେ ପ୍ରଭାବ ପଡିଥାଏ। ଅନେକ ଲୋକ ଏପରିକି କହିଛନ୍ତି ଯେ ଚିନ୍ତାଗ୍ରସ୍ତ…

ଶନିବାର ଦାରିଙ୍ଗବାଡି ଗସ୍ତ କରିବେ ୫ଟି ସଚିବ

ଦାରିଙ୍ଗବାଡି,୧୬।୬(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପ୍ରଥମଥର ପାଇଁ ୫ଟିି ସଚିବ ଭି.କେ ପାଣ୍ଡିଆନ ଶନିବାର ଗସ୍ତ କରିବେ। ସେଠାରେ ପହଞ୍ଚି ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟଙ୍କ ସହ ଆଲୋଚନା କରିିବେ। ସେହିପରି ସେ ଦାରିଙ୍ଗବାଡିର ପର୍ଯ୍ୟଟନ…

ଶାରିରୀକ ସମ୍ପର୍କ ରଖିବା ପାଇଁ ବଢିଲା ବୟସ ସୀମା

ଟୋକିଓ,୧୬।୬: ଜାପାନର ଯୌନ ଅପରାଧ ଆଇନ୍‌ରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ବିନା ଅନୁମତିରେ ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି ଧରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜବରଦସ୍ତି କରିବାକୁ ବଳାତ୍କାର ଭାବରେ ଦେଖାଯାଉଥିଲା। ଏହାଯୋଗୁ ବହୁ ବଳତ୍କାରୀ…

ଗୁଜରାଟରେ ତାଣ୍ଡବ ରଚିବା ପରେ ‘ବିପର୍ଯ୍ୟୟ’କୁ ନେଇ ରାଜସ୍ଥାନରେ ଆଲର୍ଟ

ନୂଆଦିଲ୍ଲୀ,୧୬।୬: ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ସାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri